Latest Odisha News

BREAKING NEWS

Browsing Category

ଫିଚର

“ଇଲେକ୍ଟ୍ରିକ୍ ବଲ୍‌ବ”ର ଦାମ୍ ୯ ଲକ୍ଷ ଟଙ୍କା !

ବରେଲି (ଉ.ପ୍ର): ବେଶ କିଛିଦିନ ପୂର୍ବରୁ ମିରଟ୍‌ରେ ଦୁଇ ଜଣ ବ୍ୟକ୍ତି ଆଲ୍ଲାଦିନର ଚିରାଗକୁ ଜଣେ ଡାକ୍ତରଙ୍କୁ ଅଢେଇ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ତେବେ ପରବର୍ତ୍ତି ସମୟରେ ତାହା ନକଲି ବୋଲି ଜଣାପଡିଥିଲା । ଏବେ ଉତ୍ତରପ୍ରଦେଶର ବରେଲିରେ ସାମ୍ନାକୁ ଆସିଛି ଆଉ ଏକ ଚକିତକର ଘଟଣା । ଜଣେ…

୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ, ସ୍ୱଦେଶ ଫେରିଯିବି : ପାଣ୍ଡ୍ୟା

ମେଲବୋର୍ଣ୍ଣ: ୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ । ସ୍ୱଦେଶ ଫେରିଯିବି ବୋଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ସିରିଜର ଅନ୍ତିମ ମ୍ୟାଚ ପରେ କହିଛନ୍ତି । ମ୍ୟାନ ଅଫ ଦି ସିରିଜ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କରିଛି ।…

ଧୋକା ଦେଲା ପ୍ରେମିକା: ଅଢେଇ କୋଟିର ଘର ବିକିଦେଲା ପ୍ରେମିକ, ହୋଇଗଲା ଲୁଟେରା

ଛତିଶଗଡ଼: ଦୁର୍ଗ ଜିଲ୍ଲାର ଏହି ଖବର ସମସ୍ତଙ୍କୁ ଚକିତ କଲା ଭଳି । ଦୁର୍ଗ ପୋଲିସ ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି । ଅଭିଷେକ ଯୋଶୀ ନାମକ ଏହି ଲୁଟେରା ୫୦ରୁ ଅଧିକ ଲୁଟରେ ସଂପୃକ୍ତ ‌ଥିବା କହିଛି ପୋଲିସ । ରାୟପୁରର ଦେବେନ୍ଦ୍ର ନଗରରେ ରହୁଥିବା ଅଭିଷେକକୁ ପୋଲିସ ଏକ ହୋଟେଲରୁ ଗିରଫ…

ଅନୁଭବଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଓଲିଉଡ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫେସବୁକ…

ଟୋକିଓ ଅଲିମ୍ପିକ୍ସ: ଆଥଲେଟ କମ୍ ସମୟ କ୍ରୀଡା ଭିଲେଜରେ ରହିବେ

ଟୋକିଓ: କରୋନା ପ୍ରଭାବ ଏବଂ ଭ୍ୟାକ୍ସିନ ଆଶା ଯୋଗୁ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଜୋର ଧରିବାରେ ଲାଗିଛି । ତେବେ ଅଲିମ୍ପିକ୍ସ ସମୟରେ ଆଥଲେଟମାନଙ୍କୁ କମ୍ ସମୟ କ୍ରୀଡା ଭିଲେଜରେ ରହିବାକୁ ସୁଯୋଗ ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଘୋଷଣା କରିଛି । ଭର୍ଚୁଆଲ ନ୍ୟୁଜ କନଫେରେନ୍ସରେ…

ଭାରତରେ ଲଞ୍ଚ ହେବ ଓଲା ଇଲେକ୍ଟ୍ରିକ୍ କାର, ଶୀଘ୍ର ଆସିବ ଇଲେକ୍ଟ୍ରିକ୍ ସ୍କୁଟର

ନୂଆଦିଲ୍ଲୀ: ଭାରତରେ କ୍ୟାବ୍ ସର୍ଭିସ ପ୍ରୋଭାଇଡ୍ କରୁଥିବା କମ୍ପାନୀ ଓଲା ଖୁବ୍ ଶୀଘ୍ର ୪ ଚକିଆ ଗାଡି ଲଞ୍ଚ କରିବାକୁ ଯାଉଛି । ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ୪ ଚକିଆ ଗାଡି ଦ୍ବାରା ସେ ନିଜର ବଜାର ଆହୁରି ବିସ୍ତାର କରିବାକୁ ଚାହୁଁଛି । ଇଲେକ୍ଟ୍ରିକ୍ କାର ସାହାଯ୍ୟରେ ଓଲା ଛୋଟ…

ଅନୁଷ୍କାଙ୍କ ପ୍ରେଗ୍ନେନ୍ସି ଆନାଉନ୍ସମେଣ୍ଟ ଟ୍ବିଟକୁ ୨୦୨୦ରେ ସବୁଠୁ ଅଧିକ ଲାଇକ୍

ମୁମ୍ବାଇ: ବର୍ଷ ୨୦୨୦ ସରିବାକୁ ଯାଉଛି । ବର୍ଷର ଶେଷ ମାସ ଚାଲିଛି । ଆଉ ଦିନ କେଇଟା ପରେ ବିଦାୟ ନେଇଯିବ ବର୍ଷ୨୦୨୦ । ଏହା ଏପରି ଏକ ବର୍ଷ ଥିଲା ଯାହାକୁ ଆପଣମାନେ କେବେ ବି ଭୁଲି ପାରିବେ ନାହିଁ । ଏହାରି ଭିତରେ ଟ୍ବିଟର ଇଣ୍ଡିଆ ମଧ୍ୟ ପୂରା ବର୍ଷର ରେକର୍ଡ ପ୍ରସ୍ତୁତ କରିଛି । ଏହା ମଧ୍ୟରେ…

ଆସନ୍ତୁ ଜାଣିବା ମାଙ୍କଡ ଯୋଗୁ କେଉଁ ଗ୍ରାମରେ ଝିଅମାନେ ଅବିବାହିତ ରହିଯାଉଛନ୍ତି

ପାଟନା: ବିଶ୍ୱାସ ନ ହେଲେ ବି ସତ । ଭୋଜପୁରୀ ଜିଲାର ରତନପୁର ଗ୍ରାମରେ ମାଙ୍କଡ ସାଜିଛି ଭିଲିଆନ୍ । ମାଙ୍କଡ ଉପଦ୍ରବ ଯୋଗୁ ଏଠାକାର ଝିଅମାନେ ଅବିବାହିତ ରହିବାକୁ ବାଧ୍ୟ ହେଉଛନ୍ତି । ବିବାହ ପ୍ରସ୍ତାବ ପଡିଲେ ମଧ୍ୟ ରତପୁରକୁ ବରଯାତ୍ରୀ ନେଇ ଆସିବାକୁ ଡରୁଛନ୍ତି ପୁଅ ଘରର ଲୋକମାନେ ।…

ଭାରତ ହାତରୁ ଖସିଗଲା ସିରିଜ୍ କ୍ଲିନ୍ ସ୍ବିପ୍: ଶେଷ ଟି-୨୦ ଜିତିଲା ଅଷ୍ଟ୍ରେଲିଆ

ସିଡନୀ: ଟିମ୍ ଇଣ୍ଡିଆର ସିରିଜ୍ କ୍ଲିନ୍ ସ୍ବିପ୍ ଆଶା ମଉଳିଗଲା । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବାର ସ୍ବପ୍ନ ଅଧୁରା ରହିଗଲା । ଶେଷ ଟି-୨୦ରେ ବାଜି ମାରିନେଲା କଙ୍ଗାରୁ ଦଳ । ଭାରତକୁ ୧୨ ରନରେ ହରାଇ ଅଷ୍ଟ୍ରେଲିଆ ସମ୍ମାନ ରଖିଲା । ଶେଷ ଟି-୨୦ରେ ପରାଜୟ ସତ୍ତ୍ବେ ଭାରତ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଭଉଣୀ !

କୋଡରମା: ଝାଡଖଣ୍ଡ କୋଡରମାର ଏକ ସମଲିଙ୍ଗୀ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ପ୍ରେମ ଯେତେବେଳେ ତାର ପଙ୍ଖ ଖୋଲେ ସେ କିଛି ଦେଖେନି । କେବଳ ତାର ନିଜର ଲୋକଙ୍କୁ କେବଳ ଖୋଜେ । ଏହି ଦୁଇ ଭଉଣୀ ପରିବାର ଓ ସମାଜର ଡରରେ ଦୀର୍ଘ ଦିନ ରହି ଲୁଚି କରି ଏକତ୍ର ରହୁଥିଲେ । ଏମାନଙ୍କ ବୟସ ୨୪ ଓ ୨୦…