Latest Odisha News

BREAKING NEWS

Browsing Category

ଫିଚର

ଦେଶରେ ୨୪ ଘଣ୍ଟାରେ ୧୦ ଲକ୍ଷ କୋଭିଡ୍ ଟେଷ୍ଟ, ୩୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦିନକୁ ୧୦ ଲକ୍ଷ କୋଭିଡ୍ ଟେଷ୍ଟ । ଚିହ୍ନଟ ହେଉଛନ୍ତି ୪୦ ହଜାରରୁ କମ୍ କରୋନା ଆକ୍ରାନ୍ତ । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୦ଲକ୍ଷ ୨୨ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୨ ହଜାର ୮୦ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ…

ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ରାତି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରେ ତାଙ୍କୁ ଦଳୀୟ ନେତା ସମ୍ବର୍ଦ୍ଧିତ କରିବେ । ତିନି ଦିନିଆ ପ୍ରଥମ ଓଡ଼ିଶା ଗସ୍ତରେ ଆସୁଛନ୍ତି…

ଆଜି ରାଜ୍ୟ କ୍ୟାବିନେଟ: ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ସମେତ ଆସିପାରେ ୧୧ଟି ପ୍ରସ୍ତାବ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପାଇଁ ପୂର୍ବ ଭଳି ଭିଡିଓ କନଫରେନ୍ସିଂରେ ଯୋଗେ ଦେବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଅପରାହ୍ଣ ୬ଟା ୪୫ରେ ଏହି ବୈଠକ ବସିଛି । ବୈଠକରେ ବିଭିନ୍ନ ବିଭାଗର…

ପୁଲଓ୍ୱାମାରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ତେବେ ସେମାନଙ୍କର ପରିଚୟ ମିଳି ପାରି ନାହିଁ । ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍। ପୁଲୱାମାର ଟିକନ ଅଞ୍ଚଳରେ ଆତଙ୍କାବାଦୀ ଲୁଚିଥିବା…

ଏବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ, ବୁଲାବୁଲି ସହ ତମ୍ବୁ ଭିତରେ ପଞ୍ଚ ତାରକା ହୋଟେଲ ମଜା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେଉଛି ଇକୋ ରିଟ୍ରିଟ । କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ୟ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ଏହି କାର୍ଯ୍ୟକ୍ରମ ସ୍ଥଗିତ ଥିଲା । ଇକୋ ରିଟ୍ରିଟକୁ ଭର୍ଟୁଆଲରେ ଉଦଘାଟନ…

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରି ପୁରସ୍କାର

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ସଫଳତା ମିଳିଛି। ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ 'ପାଇକ ବିଦ୍ରୋହ'…

ଚଳିତ ମାସରେ ସରିବ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଐତିହ୍ୟ ପ୍ରକଳ୍ପ ପାଇଁ ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ଚଳିତ ମାସ ଶେଷ ସୁଦ୍ଧା ବାକି ଥିବା ଜମିର ଅଧିଗ୍ରହଣ କାମ ଶେଷ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସାନିଟାରିୟମ୍ ଛକରୁ ଲିଙ୍ଗରାଜ ମନ୍ଦିର ଯାଏ ୬୦ ଫୁଟର ବିକଳ୍ପ ରାସ୍ତାର ନିର୍ମାଣ କାମ…

ଭିକାରି ମୁକ୍ତ ହେବ ଏକାମ୍ରକ୍ଷେତ୍ର, ଥଇଥାନ ସହ ଜୀବିକା ପ୍ରଦାନ ଲକ୍ଷ୍ଯ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଯୋଜନାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଭିକାରି ମୁକ୍ତ ହେବ ଏକାମ୍ର କ୍ଷେତ୍ର। ଏଥିପାଇଁ ବିଏମସି ଓ ବିଡ଼ିଓ କାମ ଆରମ୍ଭ କରିଛନ୍ତି। ଏକାମ୍ର କ୍ଷେତ୍ର ଯୋଜନା ଅଧିନରେ ଭିକାରିଙ୍କୁ ଥଇଥାନ କରାଯିବ। ସରକାରଙ୍କ ସହାୟ ଯୋଜନାରେ ମନ୍ଦିର ପାଖରେ…

ଇସ୍ରାଏଲ ପୂର୍ବତନ ପ୍ରଫେସରଙ୍କ ଚାଂଚଲ୍ୟକର ବୟାନ, ଏଲିୟନ ମାନେ ଗୁପ୍ତ ଭାବେ ଆମ ସହ କାମ କରୁଛନ୍ତି

ନୂଆଦିଲ୍ଲୀ: ଇସ୍ରାଏଲର ପୂର୍ବତନ ସ୍ପେଶ ସିକ୍ୟୁରିଟି ଚିଫ ହେମ ଇଶେଡ ମଙ୍ଗଳବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏଲିୟନ ଅଛନ୍ତି ଏହା ପ୍ରମାଣିତ ହୋଇ ସାରିଛି । ସେମାନେ ଆମ ସରକାରଙ୍କ ସହ ଗୁପ୍ତ ଭାବେ କାମ କରୁଛନ୍ତି । ଏଲିୟନଙ୍କ ଅନେକ ଫର୍ଦ୍ଦ ଏବେ ବି ରହସ୍ୟାବୃତ ହୋଇ ରହିଛି…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୫୨୩ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୨୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…