Latest Odisha News

BREAKING NEWS

Browsing Category

ଫିଚର

ଭାଙ୍ଗିଥିଲେ ଗୋଟିଏ, ନିର୍ମାଣ କଲେଣି ୯୦ ମସଜିଦ୍

ଭୁବନେଶ୍ୱର: ଦିନେ ସେ ସାଜିଥିଲେ ବିଶ୍ୱ ହିନ୍ଦୁ ପରିଷଦର ଦୃଢ ସମର୍ଥକ । ଭାଙ୍ଗିଥିଲେ ବାବ୍ରି ମସଜିଦ୍ । ଏଠି ଆମେ ହରିୟାଣା ବାସିନ୍ଦା ବଲବୀର ସିଂଙ୍କ କଥା ଉଲ୍ଲେଖ କରିଛୁ । ହେଲେ ଆଜି ବଲବୀର ସାଜିଛନ୍ତି ଇସଲାମ ଧର୍ମର ପ୍ରଚାରକ ତଥା ସମର୍ଥକ । ନୂଆ ପରିଚୟ ମହମ୍ମଦ ଆମିର ଭାବେ ସେ ନିର୍ମାଣ…

ଚାଷୀଙ୍କ ଭାରତ ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ? ନିଷ୍ପତ୍ତି ନେବେ ନବୀନ

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି । ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ବିଜେପି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଭାରତ ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ନିଷ୍ପତ୍ତି…

ପରୀ ପାଇଁ ନ୍ୟାୟ ଦାବି: ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ନୟାଗଡ଼ର ନାବାଳିକ ହତ୍ୟା ମାମଲାରେ ଥମୁନି ରାଜନୀତି । ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ରାଜଭବନ ଆଗରେ ଧାରଣା ଦିଆଯାଇଛି । ଅଭିଯୁକ୍ତଙ୍କ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବି…

ସାଥୀ କଳାକାରଙ୍କ ପ୍ରତି ବଲିଉଡ ଅଭିନେତାଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ:ବଲିଉଡ ରିଲ ଲାଇଫରେ ନିଜକୁ ଯେତିକି ସଂଗଠିତ ଭାବେ ଚିତ୍ରିତ କରିଥାନ୍ତି । ରିୟଲ ଲାଇଫରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଆସନ୍ତୁ ଜାଣିବା ବଲିଉଡ ଅଭିନେତାଙ୍କ କେତେକ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଯାହା କି ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଶାହାରୁଖ ମୋର ପାଦ ଚାଟେ:…

ଭୁବନେଶ୍ୱରରୁ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ ଗିରଫ, ମାଳ ମାଳ ସେଲଫୋନ୍ ଜବତ

ଭୁବନେଶ୍ୱର: ମାତିଛନ୍ତି ମୋବାଇଲ୍ ଫୋନ୍ ଲୁଟେରା । ଭୁବନେଶ୍ୱର ସହିଦନଗରରୁ ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥି ପୋଲିସ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ଜବତ ହୋଇଛି ୧୦୨ଟି ସେଲ୍‌ଫୋନ୍‌ । ଗିରଫ…

ରାଜ୍ୟରୁ ଆଉ ୭ ଜୀବନ ନେଲା ପ୍ରାଣଘାତୀ ଭାଇରସ୍

ଭୁବନେଶ୍ୱର: କରୋନା କାୟା କମୁଥିବା ବେଳେ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ଟି ଜିଲ୍ଲାର ଆକ୍ରାନ୍ତ । କଟକ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି…

ଓଡ଼ିଶାରେ ୩ହଜାରକୁ ଖସିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟାରେ ୩୬୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ଖସୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ରାଜ୍ୟରେ ଖସୁଛି ଆକ୍ଟିଭ୍ କେସ୍ । ପ୍ରଥମ ଥର ପାଇଁ ଚାରି ହଜାର ତଳକୁ କରୋନା ସକ୍ରିୟ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୮…

ରାଜ୍ୟର ୧୨ଟି ସହରରେ ୧୪ ଡିଗ୍ରୀ ତଳେ ପାରଦ, ଫୁଲବାଣୀରେ ଅଧିକ ଶୀତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢୁଛି ଥଣ୍ଡା। ଅଧିକାଂଶ ଜିଲ୍ଲାରେ ଶୀତ ଲହରି । ଆଜି ରାଜ୍ୟର ୧୨ଟି ସହରରେ ୧୪ଡିଗ୍ରୀ ସେଲସିୟସ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଫୁଲବାଣୀରେ ୮.୫ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ…

ଦେଶରେ ୪ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, କମୁଛି ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୨ହଜାର ୯୮୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୭୭ହଜାର ୨୦୩କୁ ବୃଦ୍ଧି ପାଇଛି । ଦେଶରେ…

ଦିଲ୍ଲୀରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କବାଦୀ । ଦିଲ୍ଲୀ ଶାକରପୁର ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସେମାନଙ୍କୁ ଧରିଛି । ତାପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗିରଫ ଆତଙ୍କୀଙ୍କ ମଧ୍ୟରେ ଦୁଇ…