Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ର ସରକାରଙ୍କୁ ଏମିତି ଚରମ ଚେତାବନୀ ଦେଇଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଲୋଚନା ଟେବୁଲରେ କେନ୍ଦ୍ର ସରକାର । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନକାରୀ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ଚାଲିଛି। ଆସନ୍ତାକାଲି ପୁଣି ଆଲୋଚନା ରହିଛି। ତାପୂର୍ବରୁ ସରକାରଙ୍କ ଚରମବାଣୀ ଶୁଣାଇଛନ୍ତି ଚାଷୀ। ଚାଷୀଚେତେଇ ଦେଇଛନ୍ତି, କୃଷି…

ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ମସ୍କୋ: କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ଇଂଲଣ୍ଡ ଓ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ। ଆସନ୍ତା କିଛି…

ଆକାଶ ପାଠକଙ୍କ ଆର୍ଥିକ କାରବାର ତଦନ୍ତ କରିବ ଆୟକର ବିଭାଗ ଓ ଇଡି

ଭୁବନେଶ୍ୱର: କେମିତି ଓ କେଉଁ ସୂତ୍ରରୁ ଆକାଶ ପାଠକଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ ହୋଇଥିଲା ? ଆକାଶଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଆଇଟି ଓ ଇଡିକୁ ତଦନ୍ତ ପାଇଁ ସୁପାରିଶ କରିଛି ଭିଜିଲାନ୍ସ। ଆକାଶ ପାଠକଙ୍କ ତିନିଟି…

ଦେଶର ପ୍ରତିଷ୍ଠିତ କମ୍ପାନୀ ଶୁଦ୍ଧ ମହୁ ବିକୁ ନାହାନ୍ତି : ସିଏସଇ ରିପୋର୍ଟ

ନୂଆଦିଲ୍ଲୀ:ସେଂଟର ଫର ସାଇନ୍ସ ଆଣ୍ଡ ଏନଭରମେଂଟ (ସିଏସଇ) ବୁଧବାର ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟ ଅନୁସାରେ ଦେଶର ପ୍ରତିଷ୍ଠିତ ୧୩ଟି ବ୍ରାଣ୍ଡ ଶୁଦ୍ଧ ମହୁ ବିକ୍ରି କରୁ ନାହାନ୍ତିି । ଏଥିରେ ଚିନି ମିଶୁଛି । କେବଳ ୩ଟି ବ୍ରାଣ୍ଡ ଅନ୍ତର୍ଜାତୀୟସ୍ତରର ମାନଦଣ୍ଡକୁ ପୂରଣ…

ସତ ଓଗାଳିବେ ପାଠକ ବାପା-ପୁଅ: ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। କଟକ ଅଫିସରେ ସେମାନଙ୍କୁ ୩ ଦିନ ଧରି ଜେରା କରାଯିବ। ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡ ମାଗିଥିଲା ଭିଜିଲାନ୍ସ। ଆଗକୁ ବାପା-ପୁଅଙ୍କୁ ସାମନା ସାମନି ବସାଇ ଅମାପ ସମ୍ପତ୍ତିର…

ରାଷ୍ଟ୍ର ଗାନ ଜନ ଗଣ ମନକୁ ପରିବର୍ତନ କରିବା ପାଇଁ ଦାବୀ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ର ଗାନ ଜନ ଗଣ ମନକୁ ପରିବର୍ତନ କରିବା ପାଇଁ ବିଜେପି ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ସେ କହିଛନ୍ତି ୧୯୪୯ ନଭେମ୍ବର ୨୬ରେ ବିନା ଭୋଟିଂରେ ଜନ ଗନ ମଣକୁ ସ୍ୱୀକୃତି ମିଳିଥିଲା । ସେ ସମୟରେ ଆବଶ୍ୟକ ପଡିଲେ…

ଗଲୱାନ ଘାଟିରେ ସଂଘର୍ଷ, ଚୀନର ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା !

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷ ଚୀନର ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା ବୋଲି ଆମେରିକାର ଏକ ପ୍ରମୁଖ ଗୋଇନ୍ଦା ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି । ରକ୍ଷା ମନ୍ତ୍ରୀ ଜେନରାଲ ୱେଇ ଫେଙ୍ଗଙ୍କ ପରାମର୍ଶ କ୍ରମେ ଏହି ଷଡଯନ୍ତ୍ର ରଚା ଯାଇଥିଲା । ସେ ଚୀନ ସରକାରଙ୍କୁ ଏଥିନେଇ ସେନାର ବ୍ୟବହାର ପାଇଁ…

ପିରାମିଡ ସମ୍ମୁଖରେ ଅର୍ଦ୍ଧନଗ୍ନ ଫଟୋ ଉଠାଇ ଅଡୁଆରେ ମଡେଲ, ଫଟୋଗ୍ରାଫର

ଇଜିପ୍ଟ: ମିଶରର ୪୭୦୦ ବର୍ଷ ତଳର ପୁରାତନ ପିରାମିଡ ସମ୍ମୁଖରେ ଫଟୋଶୁଟ କରି ଅଡୁଆରେ ପଡିଛନ୍ତି ଫଟୋଗ୍ରାଫର ଓ ମଡେଲ । ମଡେଲ ସଲମା ଅଲ ଶିମି ଅର୍ଦ୍ଧନଗ୍ନ ଅବସ୍ଥାରେ ଫାରୋଙ୍କ ସମୟର ପୋଷାକ ପିନ୍ଧି ଫଟୋ ଉଠାଇଥିଲେ । ଯାହା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ…

ଭାରତର ସାନ୍ତ୍ୱନାମୂଳକ ବିଜୟ, ଅଷ୍ଟ୍ରେଲିଆ ୨-୧ରେ ସିରିଜ ଜିତିଲା

କାନବେରା: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟରେ ଭାରତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୩ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରି କିଛିଟା ସମ୍ମାନ ରକ୍ଷା କରିବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ସିରିଜ ଜିତିନେଇଛି ।  …

ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର ‘୧୧୨’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର।ପୋଲିସ ପକ୍ଷରୁ ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର। ୧୧୨ ନମ୍ବରରୁ ମିଳିବ ସମସ୍ତ ପୋଲିସ ସେବା। ପୋଲିସ, ଆମ୍ବୁଲାନ୍‌ସ, ଦମକଳ…