Latest Odisha News

BREAKING NEWS

Browsing Category

ଫିଚର

ଦେଶର ସବୁ ନାଗରିକଙ୍କୁ ମିଳିବ ନାହିଁ କରୋନା ଟିକା: ସରକାର କହିଲେ ଆବଶ୍ୟକ ପଡ଼ିବନି

ନୂଆଦିଲ୍ଲୀ: କେବେ ଆସିବ କରୋନା ଟିକା ? କାହାକୁ ମିଳିବ ଭ୍ୟାକସିନ୍ ? ଟିକା ଖବରକୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା । ଆପଣ ଭାବୁଛନ୍ତି କି, ଟିକା ଆସିବା ପରେ ଆପଣଙ୍କୁ ଦିଆଯିବ । ତାହାଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଟିକାକୁ ନେଇ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…

ବୋମା ବିସ୍ଫୋରଣରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ନିକଟ ନିର୍ମଲଝର ଅଞ୍ଚଳରେ ମଙ୍ଗଳବାର ଦିନ ବିସ୍ଫୋରଣ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ସେମାନେ ରାସ୍ତାରେ…

ଲଦାଖରେ ଥଣ୍ଡା ସହି ପାରୁ ନାହାନ୍ତି ଚୀନ ସେନା

ଲଦାଖ: ଲଦାଖର ପୂର୍ବ ସେକ୍ଟରରେ ଏବେ ବି ଭାରତ-ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତକୁ ଖାତିର ନ କରି ସୀମା ଜଗି ରହିଛନ୍ତି । ବର୍ତମାନ ସେଠାରେ ବରଫ ପଡୁଥିବାରୁ ଚୀନ ସେନାଙ୍କୁ ପ୍ରତି ୨୪ ଘଂଟାରେ ରୋଟେଶନ କରିବାକୁ ବାଧ୍ୟ ହେଉଛି । ଭାରତୀୟ…

ଚର୍ଚ୍ଚିତ ପ୍ରେମ କାହାଣୀ: ଜାପାନର କ୍ରାଉନ ପ୍ରିନ୍ସ ଝିଅଙ୍କୁ ବିବାହ ପାଇଁ ଅନୁମତି ଦେଲେ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଏବଂ ସାଧାରଣ ଯୁବକ କେଇ କୋମୁରୋଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଉଁଟିଛି। ଉଭୟ ପରସ୍ପରକୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ ମଧ୍ୟ ରାଜପରିବାର ନୀତି ନିୟମ ଯୋଗୁ ରାଜକୁମାରୀ ମାକୋ ବିବାହ କରିପାରୁ ନ ଥିଲେ । ଏହାର ମୁଖ୍ୟ କାରଣ…

ଅଘୋଷିତ ନିୟମ ଭାଙ୍ଗିଲେ ଆଫଗାନିସ୍ତାନର ପ୍ରଥମ ମହିଳା ଟାଟ୍ଟୁ ଆର୍ଟିଷ୍ଟ !

ଭୁବନେଶ୍ୱର: ଇସଲାମରେ ଚର୍ମରେ କାଳି ଦ୍ୱାରା କୌଣସି କଳାକୃତି ଅଭିଶାପ ସଦୃଶ । ତଥାପି ଅନେକ ଇସଲାମଧର୍ମୀ ଶରୀରରେ ଟାଟ୍ଟୁ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଫଗାନିସ୍ତାନର ଜଣେ ମହିଳା ନିଜ ଦେହରେ ନୁହେଁ ବରଂ ଅନ୍ୟ ପୁରୁଷ ଓ ମହିଳାଙ୍କ ଦେହରେ ଟାଟ୍ଟୁ ବନାଇ ଚର୍ଚ୍ଚାକୁ ଆସିଛନ୍ତି ।…

ଆକାଶ ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ହାରା ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ଆଜି ସଫେଇ ଦେଇଛି ଟାଟା ମୋଟର୍ସ । ପୂର୍ବରୁ ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ବୋଲି କହୁଥିବା ବେଳେ ସେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ୫.୫ ଫୁଟର ନେତ୍ରହୀନ ବଧୂକୁ ୩ଫୁଟର ସରକାରୀ ଶିକ୍ଷକ

ସୁରଟ: ଗୁଜରାଟରେ ସୋମବାର ଅନେକ ବିବାହ ସମ୍ପନ୍ନ ହୋଇଥିଲେ ମଧ୍ୟ ଗୋଟିଏ ନିଆରା ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜୁନାଗଡର ଏହି ଚର୍ଚ୍ଚିତ ବିବାହରେ ୫.୫ ଫୁଟର ନେତ୍ରହୀନ କନ୍ୟା ୩ଫୁଟର ସରକାରୀ ଚାକିରୀ କରିଥିବା ଯୁବକଙ୍କ ସହ ଏହି ପବିତ୍ର ବନ୍ଧନରେ ଆବଦ୍ଧ ହୋଇଥିଲେ । ଶାନ୍ତା…

ଆମେରିକାରେ ଖେଳିବ ଶାହରୁଖଙ୍କ ନାଇଟ୍ ରାଇଡର୍ସ !

ଭୁବନେଶ୍ୱର: ଭାରତର କ୍ରିକେଟ୍ ତୁଳନାରେ ଆମେରିକାର ସ୍ଥାନ ନଗଣ୍ୟ । ତଥାପି ଆମେରିକାରେ ଖେଳିବ କିଙ୍ଗଖାନ ଶାହରୁଖଙ୍କ ନାଇଟ୍ ରାଇଡର୍ସ କ୍ରିକେଟ୍ ଦଳ । ଏଥିପାଇଁ ଶାହରୁଖ ଅଧାରୁ ଅଧିକ ପ୍ରସ୍ତୁତି ସାରିବା ସହ ଆମେରିକାରେ ନିଜର ଏକ କ୍ରିକେଟ୍ ଟିମ୍ ଗଠନ କରିଛନ୍ତି । ଖୁବଶୀଘ୍ର ଆମେରିକା…

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ପ୍ରଶ୍ନ- ସେତେବେଳେ ଚୁପ୍ ଥିଲେ କାହିଁକି ?

ଭୁବନେଶ୍ୱର: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ବୁଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ ବୁଲିଥିଲେ ତେବେ ସରକାର ସେତେବେଳେ ଚୁପ୍ ରହିଥିଲେ କାହିଁକି ? ସେ ଡିଜିସିଏ ଓ ଏୟାରପୋର୍ଟ…