Latest Odisha News

BREAKING NEWS

Browsing Category

ଫିଚର

ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା। ସ୍କାଏ କିଙ୍ଗର ମ୍ଯାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀ ଏତଲା ଦେଇଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଆକାଶ ତାଙ୍କ ଜରିଆରେ…

ଲୁଇସ ହାମିଲଟନଙ୍କୁ କରୋନା

ନୂଆଦିଲ୍ଲୀ: ଫର୍ମୁଲା ୱାନ କାର ରେସର ବିଜେତା ଲୁଇସ ହାମିଲଟନ କୋଭିଡ୧୯ ପଜିଟିଭ ଥିବା ଜଣାପଡିଛି । ଫଳରେ ସେ ଆଗାମୀ ଶାଖିରା ଗ୍ରାଁ ପ୍ରିରେ ଅଂଶଗ୍ରହଣ କରିବେ ନାହିଁ । ହାମିଲଟନ ବାହାରିନ୍ ଗ୍ରାଁ ପ୍ରି ଜିତିବା ସହ ରେକର୍ଡ ୭ଥର ଫର୍ମୁଲା ୱାନ ଟାଇଟଲ ହାସଲ କରିଛନ୍ତି । ଗତ ସପ୍ତାହରେ…

ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମଙ୍ଗଳବାର ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ କହିଛନ୍ତି, ଏହି ହାଇଗ୍ରେଡ୍…

ଖୋଲିଲା ପାଠକ ପେଡି: ଆକାଶଙ୍କ ଆକାଉଣ୍ଟରେ ୧୪.୭୭ କୋଟି

ଭୁବନେଶ୍ବର: ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମିଛ ସାମ୍ରାଜ୍ୟର ପେଡି ଖୋଲିଛି ଭିଜିଲାନ୍ସ । ଆକାଶଙ୍କ ଆକାଉଣ୍ଟରେ ଜମା ଥିଲା ୧୪.୭୭ କୋଟି । ଆକାଶଙ୍କ ତିନିଟି ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ୯ କୋଟି ଟଙ୍କା ଜମା ଥିବା ପୂର୍ବରୁ ସୂଚନା ଦେଇଥିଲା ଭିଜିଲାନ୍ସ । ଭୁବନେଶ୍ବର ଓ…

ଓଡ଼ିଶା ଖଣି ନିଗମ ପାଇଁ ୨ଟି ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଓଏମସିର କଷ୍ଟମର ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ସିଆଇଏମ୍ଏସ୍) ଏବଂ ଷ୍ଟକ୍ୱାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏସ୍ଏମ୍ଏସ୍) ଭଳି ୨ଟି ଆପ୍ ଲଞ୍ଚ କରିଛନ୍ତି। ଏହି ଦୁଇ ଆପ ୫ଟି ଅନ୍ତର୍ଗତ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ରେକର୍ଡ ଅପେକ୍ଷାରେ କୋହଲି, ସାମି

କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି…

ଭାରତରେ ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି । ଡକ୍ଟର ରେଡ୍ଡିଜ୍ ଲାବରୋଟୋରିଜ୍ ଲିମିଟେଡ ଓ ଆରଡିଆଇଏଫ୍ ଏନେଇ ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲାବ୍ରୋଟାରୀରୁ ଜରୁରୀ ଅନୁମତି ପାଇବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବା…

ଓଡ଼ିଶାରୁ ସୁସ୍ଥ ହେଲେ ୬୬୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1333757734416642048?s=19…

ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ: ଜାରି ରହିବ ଆନ୍ଦୋଳନ, ୩ ତାରିଖରେ ପୁଣି ବୈଠକ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୩ ଘଣ୍ଟାରୁ ଅଧିକ ସମୟ ଧରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ୩୫ଟି କୃଷକ ସଂଗଠନର ନେତାଙ୍କ ସହ ବୈଠକ ହୋଇଥିଲା । ବୈଠକ ପରେ କୃଷି ମନ୍ତ୍ରୀ କହିଛନ୍ତି, ସରକାର…

ଆସନ୍ତୁ ଜାଣିବା ରିଲ ଲାଇଫରେ ବାପା, ପୁଅ ସହ ପ୍ରେମ କରିଥିବା ହିରୋଇନଙ୍କ ବିଷୟରେ..

ମୁମ୍ବାଇ: ବଲିଉଡ ଓ ରିଲ ଲାଇଫରେ ସବୁ କିଛି ସମ୍ଭବ । କାରଣ ଏଠାରେ ଗ୍ଲାମର ଓ ଅଭନିୟ ବିକ୍ରି ହୁଏ । ଆସନ୍ତୁ ଜାଣିବା ବଲିଉଡର ଏ ଭଳି କେତେକ ହିରୋଇନଙ୍କ ବିଷୟରେ ଯେଉଁମାନେ ହିରୋ ହୋଇଥିବା ବାପା ଏବଂ ତାଙ୍କ ପୁଅଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି । ଡିମ୍ପଲ କାପାଡିଆ: ଡିମ୍ପଲ କାପାଡିଆ ଓ…