Latest Odisha News

BREAKING NEWS

Browsing Category

ଫିଚର

ଅଶୁଭ ଦୁର୍ଗ: ଆତ୍ମହତ୍ୟା ପାଇଁ ଉସୁକାଇଥାଏ

ମୁମ୍ବାଇ: ମହାରାଷ୍ଟ୍ରର ମାଥେରନ ଓ ପନବେଲ ମଧ୍ୟରେ ରହିଛି ଅଭିଷପ୍ତ ଦୁର୍ଗ । ସେଠାକୁ ପ୍ରାୟତଃ ଏକୁଟିଆ କେହି ଯାଆନ୍ତି ନାହିଁ । ଏହି ଦୁର୍ଗ ଉପରକୁ ଗଲେ ଏହା ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥାଏ । ଦୁର୍ଗଟି ୨୩୦୦ ଫୁଟ ଉଚ୍ଚର ଏକ ପାହାଡ ଉପରେ ନିର୍ମିତ । କଳାୱନ୍ତି ନାମରେ ଖ୍ୟାତି ଲାଭ…

୨ ରେସଲର ସମେତ ୩ଜଣଙ୍କୁ କରୋନା

ସୋନିପତ: ଏଠାରେ ଥିବା ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ କ୍ୟାମ୍ପସରେ ୨ ରେସଲରଙ୍କ ସମେତ ୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଡୋପିଂ ଯୋଗୁ ୪ ବର୍ଷ ବାସନ୍ଦ ଦଣ୍ଡାଦେଶ ପୂରଣ କରି ପ୍ରତ୍ୟାବର୍ତନ କରିଥିବା ନରସିଂହ ଯାଦବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୁରପ୍ରୀତ ସିଂ ଓ…

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ମୁମ୍ବାଇ: ବର୍ଷ ୨୦୨୦ରେ ଯେମିତି ବଲିଉଡକୁ ଅମାବାସ୍ୟାର କଳା ବାଦଲ ଘେରି ରହିଛି । ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର ସୁଟିଂ ଚାଲିଥିଲାବେଳେ ସୁଟିଂ…

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପ୍ରେମ ନିବେଦନ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜିତ ହୋଇଛି । ତେବେ ଏହି ମ୍ୟାଚ ଅବସରରେ ଜଣେ ଭାରତୀୟ ପ୍ରଶଂସକ ଓ ତାଙ୍କ ଅଷ୍ଟ୍ରେଲୀୟ ଗାର୍ଲଫ୍ରେଣ୍ଡଙ୍କୁ ଦର୍ଶକ ଗ୍ୟାଲେରୀରେ ପ୍ରେମ ନିବେଦନ କରିଥିଲେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୩୫ ରନ କରି…

ପୁନର୍ବାର ହାରିଲା ଟିମ୍ ଇଣ୍ଡିଆ,୨-୦ରେ ଅଗ୍ରଣୀ ରହି ସିରିଜ ଜିତିନେଲା କଙ୍ଗାରୁ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫୧ ରନରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସିରିଜ ହାରିଛି । ପୂର୍ବରୁ…

ଆସନ୍ତୁ ଜାଣିବା ଅମିତା କିପରି ଆଦିତ୍ୟ ହୋଇଗଲେ

ଅହମ୍ମଦାବାଦ: ଗୁଜରାଟର ଅମରେଲୀ ଜିଲ୍ଲାର ମୁଂଜିୟାସାରି ଗ୍ରାମର ଅମିତା ଲିଙ୍ଗ ପରିବର୍ତନ କରି ଆଦିତ୍ୟ ପଟେଲ ହୋଇ ପାରିଛନ୍ତି । ଅମିତା ୩୧ ଜାନୁୟାରୀ ୧୯୯୪ରେ ଜଣେ ଝିଅ ଭାବେ ଜନ୍ମଗ୍ରହଣ କରିଥିଲେ । ଆରମ୍ଭରୁ ସେ ଅନ୍ୟ ଝିଅଙ୍କ ପରି ସାଧାରଣ ଜୀବନ ଯାପନ କରୁଥିଲେ । ଜଣେ ଭଲ ଭଜନ ଗାୟିକା…

ଶିବସେନାରେ ମିଶିବେ ରଙ୍ଗୀଲା ଗାର୍ଲ

ମୁମ୍ବାଇ: ଫିଲ୍ମ ଅଭିନେତ୍ରୀ ତଥା ରଙ୍ଗୀଲା ଗାର୍ଲ ଭାବେ ପରିଚିତ ଉର୍ମିଳା ମାତୋଣ୍ଡୋକର ସୋମବାର ରାଜନୀତି ପାର୍ଟି ଶିବସେନାରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଗତ ବର୍ଷ ସେ କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହାର ଫାଇଦା କିଛି ହୋଇ ନ ଥିଲା । ସେ ଶୋଚନୀୟ ଭାବେ…

ଦୁନିଆର ସବୁଠୁ ଦାମୀ ବ୍ୟାଗ ଲଞ୍ଚ; ମୂଲ୍ୟ ୫୩ କୋଟି

ନୂଆଦିଲ୍ଲୀ: ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ ଦୁନିଆର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ୍ କରିଛି। କମ୍ପାନୀ ଏହି ବ୍ୟାଗକୁ ନିକଟରେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହେଉଛି ୫୩ କୋଟି ଟଙ୍କା। ସମୁଦ୍ରକୁ ବଞ୍ଚାଇବା ପାଇଁ ସଚେତନତା ଅଭିଯାନ ଅଧୀନରେ ଏହି ବ୍ୟାଗ ତିଆରି କରାଯାଇଛି।…

ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ବାବର ବିବାହ କରିବେ ବୋଲି କହି ୧୦ ବର୍ଷ ହେବ ମୋ ସହିତ ଛଳନା କରୁଛନ୍ତି ବୋଲି ହାମିଜା ନାମକ ମହିଳା ଜଣଙ୍କ କହିଛନ୍ତି । ୨୦୧୧ରେ କୋର୍ଟ ମ୍ୟାରେଜ ପାଇଁ ଘରୁ ତାଙ୍କ ସହିତ ପଳାଇ…

ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା

ଭୁବନେଶ୍ୱର: ବିଧାନସଭା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା । ଲାଗିଲା କଟକଣା । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରିଛି ପୋଲିସ । ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଘଟିବା ପରେ ଏଭଳି…