Latest Odisha News

BREAKING NEWS

Browsing Category

ଫିଚର

ଶୀତରେ ଥରୁଛି ସୋନପୁର, ଏସବୁ ଜିଲ୍ଲାରେ ଖସୁଛି ପାରଦ

ଭୁବନେଶ୍ୱର: ରାତିରେ ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି । ୧୫ଡିଗ୍ରୀ ତଳେ ରହିଛି ଓଡ଼ିଶାରେ ୧୧ଟି ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା…

ଦେଶରେ ୯୪ ଲକ୍ଷ ଟପିଲା କରୋନା ପଜିଟିଭ୍ ସଂଖ୍ୟା, ମୃତ୍ୟୁସଂଖ୍ୟା ଲକ୍ଷେ ୩୭ ହଜାର

ନୂଆଦିଲ୍ଲୀ: ଦେଶରେ ଆଜି କମିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୮ ହଜାର ୭୭୨ ନୂଆ ଆକ୍ରାନ୍ତ । ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨କୁ ବୃଦ୍ଧି ପାଇଛି ।…

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଖାଲି ଆଖିଲେ ଦେଖିବା ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଆଜି ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ଭାରତ ସମେତ କିଛି ଦେଶରେ ଦେଖିବାକୁ ମିଳିବ । ଆଜି ଦିନ ୧.୦୨ ମିନିଟ୍ ୨୨ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୫.୨୩ ସେକେଣ୍ଡ ପର୍ୟ୍ୟନ୍ତ ଚାଲିବ । ଭାରତ, ଆମେରିକା, ଅଷ୍ଟ୍ରେଲିଆ ସମେତ ଏସିଆ ମହାଦେଶ ଅଞ୍ଚଳରେ ଦେଖାଯିବ…

କୋଭିଡ୍ ଟିକା ନିର୍ମାତା ୩ଟି କମ୍ପାନୀ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍‌ ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନୀ ସହ ଆଲୋଚନା କରିବେ । ଭର୍ଚ୍ଚୁଆଲ ମିଟିଂରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ’ ଓ ଡକ୍ଟର ରେଡ୍ଡି ଫାର୍ମା ପ୍ରତିନିଧି ଯୋଗଦେବେ । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ଜାଇଡସ…

ପଞ୍ଚୁକର ଶେଷ ଦିନ; ଖାଁ ଖାଁ ଦେବାଳୟ

ଭୁବନେଶ୍ୱର: ମହା ପଞ୍ଚୁକ ବ୍ରତର ଆଜି ହେଉଛି ଶେଷ ଦିନ। ଧର୍ମ ମାସ କାର୍ତ୍ତିକର ଏହି ଶ୍ରେଷ୍ଠ ୫ ଦିନ ଗାଁ ଠୁ ସହର ସବୁଠୁ ଭିଡ଼ ଲାଗି ରହିଥିବା ବେଳେ ଚଳିତ ଥର କିନ୍ତୁ କୋଭିଡ ଯୋଗୁଁ ସବୁକିଛି ଫିକା ପଡିଛି। ବାଡ଼ି ଭୋରରୁ ଦେବାଳୟ ସମ୍ମୁଖରେ ଲାଗେ ଭକ୍ତଙ୍କ ଗହଳି। ଜନସମୁଦ୍ର ପାଲଟେ ମନ୍ଦିର…

ଆଜି କାର୍ତ୍ତିକ ପୂର୍ଣ୍ଣିମା…

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର…

ଓଡ଼ିଆ ସଂସ୍କୃତିରେ ବୋଇତ ବନ୍ଦାଣ…

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡିଶାର ପ୍ରାୟତଃ ସ୍ଥାନରେ ଡଙ୍ଗାଭସା ବା  ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଥାଏ । ଏହି ଉତ୍ସବ କାହିଁ କେଉଁ ଅନାଦି କାଳରୁ ଉତ୍କଳୀୟ ପରମ୍ପରାରେ ସହ ଜଡିତ । ଏହି ଦିନ ବ୍ରହ୍ମମୂହୁର୍ତ୍ତରୁ ଉଠି ଲୋକେ ବିଭିନ୍ନ ପ୍ରକାରର ବୋଇତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୦-୧୧-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୩୦ ରିଖ ସୋମବାର ବିଛା ୧୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର       ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର…

କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ: ବୁରାଡି ମୈଦାନ ନୁହଁ, ଓପନ ଜେଲ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ଅପରାହ୍ଣରେ କୃଷକ ସଂଘ ପକ୍ଷରୁ ଦ୍ବିତୀୟ ଥର ବୈଠକ ହୋଇଛି । ବୈଠକ ପରେ କୃଷକଙ୍କ ପକ୍ଷରୁ ପ୍ରେସ୍ କନଫରେନ୍ସ କରାଯାଇ ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା । କହିଛନ୍ତି, ସରକାର ଆମ…

ଆଇଏସଏଲ: ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଭାସ୍କୋରେ ଇଣ୍ଡିଆନ ସୁପର ଲିଗ ଫୁଟବଲର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି ୨-୨ ଗୋଲରେ ଜାମସେଦପୁର ସହ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଓଡିଶା ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିଲା । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ପଏଂଟ ।…