Latest Odisha News

BREAKING NEWS

Browsing Category

ଫିଚର

ପ୍ରଭା ପାଇଁ ରାଉରକେଲାରେ ଅଟକିଲା ୫୦ରୁ ଉର୍ଦ୍ଧ୍ବ ବସ୍

ରାଉରକେଲା: ରାଉରକେଲାରେ ଅଟକିଛି ୫୦ରୁ ଊର୍ଦ୍ଧ୍ୱ ନାଇଟ୍‌କୋଚ୍‌ ବସ୍ । ଭୁବନେଶ୍ୱର ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍‌ର ଚାଳକକୁ ଆକ୍ରମଣ ଅଭିଯୋଗ। ଏହି ଘଟଣାକୁ କେନ୍ଦ୍ର କରି ରାଉରକେଲା ନୂଆ ବସ୍‌ ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ରାଉରକେଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ…

ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଉଭୟ ବାପା ଓ ତାଙ୍କ ପୁଅ ଆକାଶ କୁମାର ପାଠକଙ୍କୁ ଭିଜିଲାନ୍ସ ଗିରଫ କରିବାର କିଛି ସମୟ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ ଏହି ବାପା-ପୁଅ ଯୋଡ଼ିଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ…

ରାଜ୍ୟସଭା ଯିବେ ସୁଶୀଲ ମୋଦି, ମିଳିପାରେ ବଡ ଦାୟିତ୍ବ

ବିହାର: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦି ଯିବେ ରାଜ୍ୟସଭା । ବିହାର ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଲୋକ ଜନଶକ୍ତି ପାର୍ଟି ନେତା ରାମବିଲାସ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ୍ ଖାଲି ପଡିଛି । ଏହି ସିଟ୍ ପାଇଁ ଉପନିର୍ବାଚନ ହେବାର ଅଛି । ତେଣୁ…

ରଶ୍ମିରଞ୍ଜନ ପରିଡା ଓଡିଶା କ୍ରିକେଟ ଟିମର ମୂଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଶୁକ୍ରବାର ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡାଙ୍କୁ ପୁରୁଷ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେହିପରି ଓଡିଶା ଟିମର ବୋଲିଂ କୋଚ ଭାବେ ଦୀପକ ମଙ୍ଗରାଜ ଓ ଫିଲ୍ଡିଂ କୋଚ ଭାବେ ଗୌତମ ଗୋପାଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।…

ଇରାନର ନ୍ୟୁକ୍ଲିୟର ବୈଜ୍ଞାନିକଙ୍କୁ ହତ୍ୟା

ତେହରାନ: ଇରାନର ପ୍ରମୁଖ ନ୍ୟୁକ୍ଲିୟର ବୈଜ୍ଞାନିକ ମୋହସୀନ ଫଖରୀଜାଦେହଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟକାଣ୍ଡରେ କିଏ ସାମିଲ ତାହା ସ୍ପଷ୍ଟ ହୋଇ ନାହିଁ । ଦି ଫାଦର ଅଫ ଇରାନିୟନ ବମ୍ବ ଭାବେ ପରିଚିତ ଫଖରୀଜାଦେହ ଇରାନରେ ବେଶ୍ ଲୋକପ୍ରିୟ ଥିଲେ । ଇରାନର କ୍ରାନ୍ତିକାରୀ ଗାର୍ଡ କମାଣ୍ଡର…

ଜଷ୍ଟିସ ବିଜୟକୃଷ୍ଣ ପଟେଲ ଓଏଚଆରସିର ନୂତନ ଅଧ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ପଦ ପାଇଁ…

ପୁଅ କଥା ନେଇ ତେଜସ୍ୱୀଙ୍କ ଉପରେ ନୀତିଶ କାହିଁକି ରାଗିଲେ, ଆସନ୍ତୁ ଜାଣିବା ନିଶାନ୍ତଙ୍କ ବିଷୟରେ

ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ଉପରେ ରାଗି ଯାଇଥିଲେ । ଏହାର କାରଣ ଥିଲା ତେଜସ୍ୱୀ ତାଙ୍କ ପୁଅ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆସନ୍ତୁ ଜାଣିବା ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କ ବିଷୟରେ.. ପରିବାରବାଦ ଓ…

ଟ୍ରାକକୁ ଫେରୁଛି ଅର୍ଥନୀତି, ତଥାପି ଚିନ୍ତାଜନକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ରକାଶ ପାଇଛି ଚଳିତ ବର୍ଷର ଦେଶର ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର । ଜିଡିପି ଅଭିବୃଦ୍ଧି ହାର ରହିଛି ମାଇନସ୍ ୭.୫ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ରହିଥିଲା ମାଇନସ୍ ୨୩.୯ ପ୍ରତିଶତ । ଯାହାକି ଦେଶର…

ଘୋଷଣା ହେଲା ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା ହୋଇଛି । ୨୦୧୬ରୁ ୨୦୨୦ ଯାଏଁ ୫ ବର୍ଷ ପାଇଁ ଏହି ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ…

ଓଡ଼ିଶାରୁ ଆଉ ୯୦୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୮୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି ।…