Latest Odisha News

BREAKING NEWS

Browsing Category

ଫିଚର

ମନ୍ଦିରରେ ହେବ ଆଦିତ୍ୟଙ୍କ ବାହାଘର, ସାମିଲ ହେବେ ୫୦ ଲୋକ

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବେ । ଡିସେମ୍ବର ୧ ତାରିଖରେ ଆଦିତ୍ୟ ଓ ଶ୍ବେତାଙ୍କ ମନ୍ଦିରରେ ବିବାହ ହେବ । ଏହି ବିବାହରେ କେବଳ ଘର ଲୋକ, ସାଙ୍ଗ ଓ ସଂପର୍କୀୟ ସାମିଲ ହେବେ । ବିବାହରେ…

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି, ହରିୟାଣା ଓ ପଞ୍ଜାବ ବର୍ଡରରୁ ବ୍ୟାରିକେଡ୍ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦୋଳନ ହେବ । ହେଲେ କୃଷକମାନେ ବୁରାଡି ଯିବା ପାଇଁ…

ବଲିଉଡ ଅଭିନେତାଙ୍କ ପାରିବାରିକ କଳହ: କିଏ ଚପଲରେ ମାଡ ଖାଇଛି ତ କିଏ ଘର ଛାଡିଛି

ମୁମ୍ବାଇ: ବଲିଉଡର ଅନେକ ପ୍ରତିଷ୍ଠିତ ଅଭିନେତା, ଅଭିନେତ୍ରୀ ପାରିବାରିକ କଳହର ଶୀକାର ହୋଇଛନ୍ତି । କିଏ ଚପଲରେ ମାଡ ଖାଇଛି ତ ଆଉ କିଏ ଘର ଛାଡିଛି । ଆସନ୍ତୁ ଜାଣିବା ସେପରି କିଛି କଳାକାରଙ୍କ ପାରିବାରିକ କଳହ ବିଷୟରେ.. କୃଷ୍ଣା ଓ ଗୋବିନ୍ଦା: କମେଡିଆନ କୃଷ୍ଣା ଅଭିଷେକ ଓ ମାମୁଁ…

ଭାରି ପଡ଼ିଲା କଙ୍ଗାରୁ ଟିମ୍, ପ୍ରଥମ ଦିନିକିଆରେ ୬୬ ରନରେ ହାରିଲା ଭାରତ

ସିଡନୀ: ବିରାଟ ବାହିନୀ ଉପରେ ଭାରି ପଡ଼ିଲା କଙ୍ଗାରୁ ଟିମ୍ । ପ୍ରଥମ ଦିନିକିଆରେ ହାରିଲା ଭାରତ । ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ୬୬ ରନରେ ପରାସ୍ତ । ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଦଳ ସବୁ ବିଭାଗରେ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଅରୋନ ଫିଞ୍ଚଙ୍କ ୧୧୪…

ବନ୍ଧା ହେଲେ କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତ ଓ ପୁଅ ଆକାଶ

ଭୁବନେଶ୍ୱର : ଗିରଫ ହେଲେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ଗିରଫ ହୋଇଥିବା ବେଳେ ଆକାଶ ବାପାଙ୍କ ପଇସାରେ…

ଜନ୍ମଦିବସରେ ଆସନ୍ତୁ ଜାଣିବା କରାଟେ କିଙ୍ଗ ବ୍ରୁସ ଲିଙ୍କ ବିଷୟରେ କିଛି ଅଜଣା କଥା

ପୁରୀ: ମାର୍ସିଆଲ ଆର୍ଟ୍ସକୁ ପରଦା ଓ ମନୋରଞ୍ଜନ ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରିଥିବା ବ୍ରୁସ ଲୀଙ୍କ ଆଜି ୮୧ତମ ଜନ୍ମଦିବସ । ଆସନ୍ତୁ ଜାଣିବା ଏହି ମହାନ କଳାକାରଙ୍କ ବିଷୟରେ କିଛି ଅଜଣା କଥା । ବ୍ରୁସ ଜୁନ ଫାନ ଲି ହେଉଛନ୍ତି ଲି ହୁଇ ଚେନ୍ ଓ ଗ୍ରେସ ହୋଙ୍କ ୪ର୍ଥ ସନ୍ତାନ । ସେ ୨୭…

ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ

ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର…

ଦୁନିଆ ଆଖିରେ ଜେଲ ଭିତରେ ହାଫିଜ, ଘରେ କିନ୍ତୁ ମଉଜ କରୁଛି ମୁମ୍ବାଇ ଆକ୍ରମଣର ଦୋଷୀ

ଲାହୋର: ପାକିସ୍ତାନର ଆଉ ଏକ ଚାଲ ପଦାରେ ପଡିଛି । ଭାରତୀୟ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ମୁତାବକ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦ ନିଜ ଘରେ ମଉଜ କରୁଛି । ଦୁନିଆ ଆଖିରେ ଧୂଳି ପକାଇ ପାକିସ୍ତାନ ତାକୁ ଜେଲ ଭିତରେ ରଖିଥିବା ନେଇ ଡିଣ୍ଡିମ ପିଟୁଛି । ପ୍ରକୃତରେ…

‘ପରୀ’ ହତ୍ୟା ମାମଲାର SIT ତଦନ୍ତ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ର ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ତଦନ୍ତ କରିବ । ଏସଆଇଟି ସ୍ତରୀୟ ତଦନ୍ତ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନନ୍ସିଂରେ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ମନ୍ଦ ଉଦ୍ଦେଶ୍ୟ ରଖି ଭଙ୍ଗାଯାଇଥିଲା କଙ୍ଗନାଙ୍କ ଅଫିସର କିଛି ଅଂଶ: ବମ୍ବେ ହାଇକୋର୍ଟ

ମୁମ୍ୱାଇ: ଅଦାଲତି ଲଢ଼େଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବିଜୟ । ମହାରାଷ୍ଟ୍ର ସରକାରଙ୍କ ଲାଗିଛି ଝଟକା । ବେଆଇନ୍ ନିର୍ମାଣ ଅଭିଯୋଗରେ କଙ୍ଗନାଙ୍କ ଅଫିସ ଭାଙ୍ଗିବା ମାମଲାରେ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ନିଜ ରାୟରେ କୋର୍ଟ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ବିଏମସି…