Latest Odisha News

BREAKING NEWS

Browsing Category

ଫିଚର

ଉତ୍ତର ଭାରତରେ ଖସୁଛି ପାରଦ; ଦିଲ୍ଲୀରେ ୧୭ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପାରଦ ଖସିଛି। ଏହାଫଳରେ ଥଣ୍ଡା ମଧ୍ୟ ବଢିଛି। ଦିଲ୍ଲୀରେ ଗତ ୧୭ ବର୍ଷର ରେକର୍ଡ଼ କାଟିଛି ସର୍ବନିମ୍ନ ତାପମାତ୍ରା। ନଭେମ୍ବରରେ ନୂଆଦିଲ୍ଲୀର ତାପମାତ୍ରା ୬.୩ ଡିଗ୍ରି ସେଲ୍‌ସିୟସକୁ ଖସି ଆସିଛି। ଯାହା କି ଗତ ୧୭ ବର୍ଷ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା୨୪-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୪ ରିଖ ମଙ୍ଗଳବାର ବିଛା ୯ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ସକାଳ ୮-୫୫ମିନିଟ୍ ପର୍ଯ୍ୟନ୍ତ ତାପରେ ମୀନ ଚନ୍ଦ୍ର ଭୋଗ ହେବ ଘାତ ବାର-:…

ଆଇଏସଏଲରେ ଆରମ୍ଭରୁ ଓଡିଶା ଏଫସିକୁ ଝଟକା: ହାଇଦ୍ରାବାଦଠାରୁ ହାରିଲା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ସୋମବାର ଓଡିଶା ଏଫସି ତାର ଅଭିଯାନ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭ କରିଥିଲା । ତେବେ ଆରମ୍ଭରୁ ଓଡିଶାକୁ ଝଟକା ଲାଗିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାଇଦ୍ରାବାଦ ୧-୦ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରିଛି । ବିଜୟସୂଚକ ଗୋଲଟି ହାଇଦ୍ରାବାଦ…

ଓଡ଼ିଶାରୁ ୯୧୩ କରୋନା ରୋଗୀ ସୁସ୍ଥ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1330894443168186373?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ବୈଜ୍ଞାନିକ ମାନ‌େ ଖ‌ୋଜି ବାହାର କଲ‌େ ‘ମିନି ଚନ୍ଦ୍ର’; ଜାଣନ୍ତୁ ଏହା ସମ୍ପର୍କରେ

ନୂଆଦିଲ୍ଲୀ: ବୈଜ୍ଞାନିକ ମାନେ ଏକ 'ମିନି ଚନ୍ଦ୍ର'ର ସନ୍ଧାନ କରିଛନ୍ତି। ସୂଚନା ଅନୁଯାୟୀ ଏହି ମିନି ଚନ୍ଦ୍ର କିଛି ସପ୍ତାହ ଯାଏଁ ପୃଥିବୀ ଚାରିପାଖରେ ବୁଲିବ। ଯାହା ପରେ ସେ ନିଜସ୍ବ ସ୍ଥାନକୁ ଫେରିଯିବ ‌ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ଏହା ସେପ୍ଟେମ୍ବରରେ ବୈଜ୍ଞାନିକ ମାନଙ୍କ…

ସଙ୍ଗୀତ ପାଇଁ ସଙ୍ଗୀତକାରର ବନ୍ଧୁ ପାଲଟିଗଲେ ମାଙ୍କଡ ପଲ

ଲଣ୍ଡନ: ବ୍ରିଟେନର ସଙ୍ଗୀତକାର ପଲ ବର୍ଟନ ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହାର କାରଣ ହେଲା ତାଙ୍କ ସଙ୍ଗୀତ ଶୁଣିବା ପାଇଁ ମାଙ୍କଡପଲ ମଧ୍ୟ ବନ୍ଧୁତା କରିବାକୁ ପଛାଇ ନ ଥିଲେ । ଘଟଣାଟି ଏହିପରି..ଥାଇଲାଣ୍ଡର ଅନେକ ଐତିହାସିକ କୀର୍ତିରାଜ ଉପରେ ମାଙ୍କଡ କବଜା ରହିଛି ।…

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଆଇସିଏମଆର ମୁଖ୍ୟାଳୟରେ ମୋବାଇଲ୍ ଲ୍ୟାବର ଏକ ସିରିଜ୍…

ସାଇକ୍ଲୋନ୍ ନିଭାର୍: ଭୁବନେଶ୍ୱରରୁ ବାତିଲ ହ‌େବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସାଇକ୍ଲୋନ ’ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ପକ୍ଷରୁ କିଛି ଟ୍ରେନକୁ ଭୁବନେଶ୍ବରରୁ ସ୍ୱଳ୍ପ ଅବଧି ଲାଗି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନା ଯିବା ପାଇଁ ମୁଣ୍ଡରେ ଯଅ ଫସଲ ଲଗାଇଲେ ସାଧୁ

ବାଗପତ: ଉତରପ୍ରଦେଶ ବାଗପତରେ ଜଣେ ସାଧୁ କରୋନା ମହାମାରୀ ଯିବା ପାଇଁ ମୁଣ୍ଡରେ ଯଅ ଫସଲ ଲଗାଇଛନ୍ତି । ଯେ ପର୍ଯ୍ୟନ୍ତ କରୋନା ଯିବ ନାହିଁ ସେ ପର୍ଯ୍ୟନ୍ତ ସେ ଅନ୍ନ ଗ୍ରହଣ କରିବେ ନାହିଁ କିମ୍ବା ତପସ୍ୟାରୁ ଉଠିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି । ମାଆ କାଳୀଙ୍କ ମନ୍ଦିରର ମହନ୍ତ ଶେର…

୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି ଦେଲେ କୁଳାଧିପତି

ଭୁବନେଶ୍ୱର: ୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କଲେ ଓଡ଼ିଶା ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ସବିତା ଆଚାର୍ଯ୍ୟ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ପ୍ରଫେସର ଅପରାଜିତା ଚୌଧୁରୀ । ପ୍ରଫେସର ଦୀନବନ୍ଧୁ…