Latest Odisha News

BREAKING NEWS

Browsing Category

ଫିଚର

ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଥାନାନ୍ତର ହୋଇଥିଲା ଶହେ ବର୍ଷ ପୁରୁଣା ବରଗଛ, ଏବେ ଥୁଣ୍ଡା ଗଛରେ କଅଁଳିଛି ପତ୍ର

ଭୁବନେଶ୍ବର: ପ୍ରାୟ ଶହେ ବର୍ଷ ତଳର ବୁଢା ବରଗଛ ପୁଣି ପାଇଲା ନୂଆ ଜୀବନ । ଭୁବନେଶ୍ବର ସୈନିକ ସ୍କୁଲ ନିକଟ ରାସ୍ତାକୁ ଚଉଡା କରାଯିବା ସମୟରେ ବୁଢା ବରଗଛ ଟି କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରତିରୋପଣ ହେବାର ତିନି ମାସ ପରେ ଏହି ଥୁଣ୍ଟା ଗଛରେ ଏବେ ନୂଆ ପତ୍ର କଅଁଳିବା ଆରମ୍ଭ ହୋଇଯାଇଛି ।…

ଆଜିଠୁ ଆରମ୍ଭ ‘ସ୍ଵୟମ’ ଆବେଦନ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷଣା କରାଯାଇଥିବା 'ସ୍ଵୟମ' ଯୋଜନା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି। ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନକାରୀ ଆବେଦନ କରିପାରିବେ।…

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ; ବାପା ପୁଅ ମୃତ, ସେପଟେ ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁଇଟି ଜୀବନ । ମୃତକଙ୍କ ଘର ଘଟଗାଁ ଥାନା ଅଧୀନ ବାରିଗାଁରେ ବୋଲି ଜଣାପଡିଛି । ତେବେ ଉଭୟ ସମ୍ପର୍କରେ ବାପା ପୁଅ ହେବେ ବୋଲି…

ସିଭିଲ ସର୍ଭିସ ସ୍ୱପ୍ନକୁ ଏମିତି ପୂରଣ କରିଥିଲେ ଆଇଏଏସ୍ ସୋନାଲ ଗୋଏଲ: ‘ଏକ୍ସ’ରେ କଲେ ସେୟାର

ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ସୋନାଲ ଗୋଏଲ ନିଜର ସିଭିଲ୍ ସର୍ଭିସରେ ଯୋଗଦେବା ସ୍ୱପ୍ନକୁ କିପରି ସାକାର କରିଛନ୍ତି ତାହା ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି । ସେ  ଫେବୃଆରୀ ୨୧ରେ ଏହି ପୋଷ୍ଟ କରିଛନ୍ତି । ୟୁପିଏସସି ସିଭିଲ ସର୍ଭିସେସ୍ ୨୦୦୭ ମେନ୍ ମାର୍କସିଟ୍ ର ଏକ ଫୋଟ…

ଆସନ୍ତାକାଲି ପବିତ୍ର ମାଘ ପୂର୍ଣ୍ଣିମା; ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆସନ୍ତାକାଲି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ । ବିଶ୍ୱାସ ରହିଛି ଯେ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଯାତ୍ରା ସମୟରେ ପାଇପାରିବେ ମନ ପସନ୍ଦ ଖାଦ୍ୟ, ଆଇଆରସିଟିସି ଆଣିଲା ଏହି ସୁବିଧା

ନୂଆଦିଲ୍ଲୀ/ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଇଆରସିଟିସି (IRCTC) ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀମାନଙ୍କୁ ପ୍ରି-ଅର୍ଡର ଖାଦ୍ୟ ଡେଲିଭରି ପାଇଁ 'ସ୍ୱିଗି' ସହିତ କଥାହୋଇଛି । IRCTC ର ଏହି ପଦକ୍ଷେପ ସହିତ ଯାତ୍ରୀମାନେ ସେମାନଙ୍କର ପ୍ରିୟ ଖାଦ୍ୟ ପାଇପାରିବେ ।…

ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଆରଏସ୍ ବିଧାୟିକା ଜି.ଲସ୍ୟା ନନ୍ଦିତାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆଜି ସକାଳେ ହାଇଦ୍ରାବାଦର ନେହେରୁ ଆଉଟ୍ ରିଙ୍ଗ ରୋଡରେ ତାଙ୍କ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଧାୟିକାଙ୍କ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ବିଧାୟିକାଙ୍କୁ…

ଆଜିଠୁ ନାଟମଣ୍ଡପ ମରାମତି କାମ ଆରମ୍ଭ, ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ସରିବ । ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ  ଦେହାନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ମନୋହର ଯୋଶୀଙ୍କ  ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଗତ ବୁଧବାର ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଆଇସିୟୁରେ…

ସ୍ୱାମୀଙ୍କୁ ଭରଣପୋଷଣ ଦେବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

ଭୋପାଳ: ଇନ୍ଦୋରର ଏକ ପାରିବାରିକ ଅଦାଲତ ଏକ ବିରଳ ରାୟ ଶୁଣାଇ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ମାସିକ ୫,୦୦୦ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୌତୁକ ପାଇଁ ସ୍ୱାମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ମହିଳା ଜଣକ ସ୍ୱାମୀଙ୍କୁ ସମର୍ଥନ…