Latest Odisha News

BREAKING NEWS

Browsing Category

ଫିଚର

ବାରବାଟୀ ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ; ୨-୧ ରେ ଶୃଙ୍ଖଳା ହାସଲ

କଟକ: ଟିମ୍ ଇଣ୍ଡିଆ ଲାଗି ପୁଣିଥରେ ଓଡ଼ିଶାର ବାରବାଟୀ ଷ୍ଟାଡ଼ିୟମ୍ ଲକି ସାବ୍ୟସ୍ତ ହୋଇଛି । ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କରି ଦିନିକିଆ ଶୃଙ୍ଖଳାକୁ ୨-୧ରେ ହାତେଇ ନେଇଛି । Ravindra Jadeja ends on 39* as India win by four wickets! ? India…

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ

କଟକ: କଟକ ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ୯ ରନ କରିଥିବା ବେଳେ ଓପନର ଭାବେ ଶ୍ରୀଲଙ୍କାର ସନଥ ଜୟସୂରୀୟାଙ୍କ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସଂଗ୍ରହ କରିଥିବା…

ଜିଲ୍ଲାପାଳଙ୍କ ମାନବୀୟତା; ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ନେଲେ

ବ୍ରହ୍ମପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ। ଏନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ…

ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟ ମନ୍ଦିର; କାହିଁକି ଏଠାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୁଏ, ଜାଣନ୍ତୁ…

ପୁରୀ: ମହାନ ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାଳୁମାନେ ଆଦିତ୍ୟ ନାରାୟଣ ଭାବେ ପୂଜା କରିଥାଆନ୍ତି । ଲୋକକଥା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନର ପୁରୀ ଶ୍ରୀମନ୍ଦିରସ୍ଥିତ ସୂର୍ଯ୍ୟନାରାୟଣ ମନ୍ଦିର ଧର୍ମଦେବତାଙ୍କ ସକାଶେ ନିର୍ମାଣ କରାଯାଇଥିଲା । ନବଗ୍ରହ ମନ୍ଦିର ନିକଟରେ…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ଦାରିଙ୍ଗବାଡିରେ ପାରଦ ୭.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀରେ ଆଜି ତାପମାତ୍ରା ୯.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୯.୮ ଡିଗ୍ରି ସେଲସିୟସ୍ ରହିଥିଲା । ସେହିପରି…

ଏଡିଜି ପାହ୍ୟାକୁ ପଦୋନ୍ନତି ହେଲେ ଓଡିଶାର ୪ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡିଶା ସରକାର ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଶନିବାର ଦିନ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,୧୯୯୫ ବ୍ୟାଚର ଅଧିକାରୀ ରାଧା କିଶନ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ…

ବାରବାଟୀର ଅଜଣା କଥା; କେବେ କେତେ ଦିନିକିଆ କେଉଁ ଦଳ ଖେଳିଛନ୍ତି ଜାଣନ୍ତୁ…

କଟକ: କେବଳ ଓଡ଼ିଶା ନୁହେଁ ଭାରତୀୟ କ୍ରିକେଟ ଇତିହାସରେ କଟକ ବାରବାଟୀ ଷ୍ଟାଡ଼ିୟମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରିକେଟ ଷ୍ଟାଡ଼ିୟମରେ ବିଶ୍ୱକପ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାରତୀୟ ଦଳ ସମେତ ବିଶ୍ୱର ଶକ୍ତିଶାଳୀ କ୍ରିକେଟ ରାଷ୍ଟ୍ର ଗୁଡ଼ିକ ଏହି ପଡ଼ିଆରେ ମ୍ୟାଚ…

ନୂଆବର୍ଷରେ ଓଡ଼ିଶାର ଏହିସବୁ ସ୍ଥାନକୁ ଯାଆନ୍ତୁ; ବଣଭୋଜୀର ମଜ୍ଜା ଉଠାନ୍ତୁ…

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ…

ଖ୍ରୀଷ୍ଟମାସ ସମୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଚଳିତ ବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ଖ୍ରୀଷ୍ଟମାସ୍୍ ପାଳିିିବାର ଆଶଙ୍କା ରହିଛି। ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି…

ବିକାଶର ଏକମାତ୍ର ମାଧ୍ୟମ ଖଣି ନୁହେଁ; ଓଡ଼ିଶା ପରିବେଶ କଂଗ୍ରେସରେ ଉଦବେଗ

ଭୁବନେଶ୍ୱର: ଓଡିଶାରେ ଭରପୁର ଖଣିଜ ସଂପଦ ରହିଛି । କେବଳ ଖଣି ଉତୋଳନ କରି ଓଡିଶାର ବିକାଶ ହୋଇପାରିବ ବୋଲି ଯଦି ଚିନ୍ତା କରାଯାଉଥାଏ, ତେବେ ତାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଓଡିଶା ପରିବେଶ କଂଗ୍ରେସରେ ମତ ପ୍ରକାଶ ପାଇଛି । ଓଡିଶା ପରିବେଶ କଂଗ୍ରେସର ଦ୍ୱିତୀୟ ଦିବସରେ ଖଣି…