Latest Odisha News

BREAKING NEWS

Browsing Category

ଫିଚର

ବାରବାଟୀରେ ଜୟସୂରିଆଙ୍କ ୨୨ ବର୍ଷର ରେକର୍ଡ଼ ଭାଙ୍ଗି ପାରିବେ ରୋହିତ ଶର୍ମା !

କଟକ: ବାରବାଟୀରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ୨୨ ବର୍ଷ ତଳର ସନଥ ଜୟସୁରିୟାଙ୍କ ପୁରୁଣା ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଭାରତର ହିଟମ୍ୟାନ ରୋହିତ ଏହି ମ୍ୟାଚରେ ୯ ରନ ସଂଗ୍ରହ କଲେ ଶ୍ରୀଲଙ୍କାର ପୂର୍ବତନ…

ବାରବାଟୀ ଦିନିକିଆ: ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ ଲାଗି ଗାଇଡଲାଇନ୍ ଜାରି କଲା ପୋଲିସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଚୂଡାନ୍ତ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଦିନ ବାରବାଟୀ ଷ୍ଟାଡିୟମ୍ ମଧ୍ୟକୁ ଦର୍ଶକଙ୍କ ପ୍ରବେଶ…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଖିଠାର; ପୁଣି ଭାଇରାଲ ହେଲା ମନ୍ଦିର ଭିତରର ଫଟୋ

ପୁରୀ: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବା ବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲେ କଥା ହେଉଥିବାର ଫଟୋ ଏବେ ଭାଇରାଲ ହେଉଛି।…

ଗୁଗୁଲ ବସ୍ ସୁନ୍ଦର ପିଚାଇଙ୍କ ଦରମା ଜାଣିଲେ ଉଡ଼ିଯିବ ହୋସ୍: ମିଳୁଛି ୧,୭୨୧ କୋଟି ଟଙ୍କାର ପ୍ୟାକେଜ !

ଭୁବନେଶ୍ୱର: ଆଲଫାବେଟ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଦରମାରେ ଅନେକ ବୃଦ୍ଧି ଘଟିଛି । ଶ୍ରୀ ପିଚାଇଙ୍କୁ ବାର୍ଷିକ ୧୪ କୋଟି ଟଙ୍କା ଦରମା ମିଳୁଥିବା ବେଳେ ତାଙ୍କୁ ଷ୍ଟକ ପ୍ୟାକେଜ ମିଳିଛି ୧,୭୦୭ କୋଟି ($ ୨୪୦ ମିଲିଅନ) ଟଙ୍କା। ଏହା…

୨୦୧୯ର ଟପ୍ ଟେନ୍ ମହିଳା ଖେଳାଳି; ତାଲିକାରେ ରହିଲେ ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ !

ନୂଆଦିଲ୍ଲୀ: ସୋସିଆଲ୍ ମିଡ଼ିଆ ଟ୍ୱିଟରରେ ପ୍ରକାଶିତ ‘ଦିସ୍ ହାପେନଡ଼ ୨୦୧୯’ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୦ ଜଣ ମହିଳା ଖେଳାଳୀଙ୍କ ତାଲିକା ପ୍ରକାଶିତ ହୋଇଛି । And these women made it to the top of the athletes list ?#ThisHappened2019 pic.twitter.com/i5y1P0HFMF —…

ବାରିପଦାରେ ଧରାପଡ଼ିଲା ବଡ଼ ଧରଣର ସେକ୍ସ ର‌୍ୟାକେଟ୍; ୩୦ ଯୁବକ-ଯୁବତୀ ଅଟକ !

ବାରିପଦା: ବାରିପଦାରେ ଶନିବାର ଦିନ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବହୁଦିନରୁ ସହର ମଧ୍ୟରେ ଚାଲି ଆସୁଥିବା ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏହି ଅଭିଯୋଗରେ ୧୫ ଯୁବକ ଓ ୧୫ ଯୁବତୀଙ୍କୁ ପୋଲିସ ଧରି ଅଟକ ରଖିଛିି । ଏହି ଲଜ ମଧ୍ୟରେ ୧୫ ଜଣ ଯୁବତୀ ଅନୈତିକ ଦେହ ବେବସାୟରେ ଲିପ୍ତ…

ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ ପ୍ୟାରେଡ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖ ୨୦୨୦ରେ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ ପ୍ୟାରେଡ୍ ଉତ୍ସବ । ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ର ସ୍ଥାନ ଅପରିବର୍ତ୍ତିତ ରହିବା ସହିତ ପୂର୍ବ ଭଳି ଏହା ପାଳିତ ହେବ ବୋଲି ଶୁକ୍ରବାର…

ଭାଇରାଲ୍ ହେଲା ମମତାଙ୍କ ‘କ୍ୟା କ୍ୟା ଛି ଛି’ ଭିଡ଼ିଓ; ସମ୍ବିତ୍ ପାତ୍ର ଟ୍ୱିଟ୍ କଲେ ‘ଦି ଦି ଛି ଛି’ !

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏବେ ଦେଶବ୍ୟାପୀ ବିରୋଧୀଦଳ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଅଭିନବ ଢଙ୍ଗରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ସିଏଏ କୁ କ୍ୟା କ୍ୟା ଛି ଛି…

ବାରବାଟୀ ଦିନିକିଆ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚିଛି । ପ୍ରାପ୍ତ…

ଆସନ୍ତାକାଲି ଭୁବନେଶ୍ୱର ଓ କଟକର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…