Latest Odisha News

BREAKING NEWS

Browsing Category

ଫିଚର

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି ।…

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ପ୍ଲାନରେ ମିଳିବ ୩ ଜିବି ଡାଟା ସହ ଅନଲିମିଟେଡ଼ କଲିଂ

ଭୁବନେଶ୍ୱର: ରିଲାଏନ୍ସ ଜିଓ, ଏୟାରଟେଲ ଭଳି ଆଗଧାଡ଼ିର ଟେଲିକମ ସେବାକୁ ଟକ୍କର ଦେବାକୁ ନୂଆ ପ୍ଲାନ ସହ ବଜାରକୁ ଆସୁଛି ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସଏନଏଲ) । ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସଏନଏଲ ଏହାର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ ଅପଡେଟ୍‌…

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ୪୨ଟି ଆସନ ସହ ଆଗରେ ଜେଏମଏମ-କଂଗ୍ରେସ ମେଣ୍ଟ, ବିଜେପି ୨୮

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦିନ ୧୧ଟା ସୁଦ୍ଧା ହୋଇଥିବା ଭୋଟଗଣତି ଅନୁଯାୟୀ ଜେଏମଏମ-କଂଗ୍ରେସ ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଶାସକ ବିଜେପି ୨୮ଟି ଆସନ ସହିତ ପଛରେ ରହିଛି । ସେହିପରି ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ନିର୍ଦ୍ଦଳୀୟ…

ଡିସେମ୍ବର ୨୭ରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଏହି ଅବସରରେ ସେ ବଲାଙ୍ଗିରର ବରନିକଣାରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ୨୦୧୮ ମସିହା ମେ’ ୨୧ରେ ପେଟ୍ରୋଲିୟମ୍ ଓ…

କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ କରାଡି ଅଞ୍ଚଳସ୍ଥିତ ଏକ କପଡା ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିôବାବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଝାଡଖଣ୍ଡ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ, ଭୋଟଗଣତି ଜାରି

ଋାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ନିର୍ଣ୍ଣୟ କରିବ କାହାହାତରେ ରହିବ ଝାଡଖଣ୍ଡ କ୍ଷମତା । ଭୋଟ୍ ଗଣତି ହେଉଥିବା ୮୧ଟି ଆସନ ମଧ୍ୟରୁ ଚଳିତଥର ମୋଟ୍ ୧୨୧୫ ଜଣ ପ୍ରାର୍ଥୀ…

ଓଡ଼ିଶାର ଏହିସବୁ ପିକନିକ୍ ସ୍ପଟ୍ ଯାଆନ୍ତୁ; ନୂଆବର୍ଷରେ ମଜ୍ଜା ଉଠାନ୍ତୁ…

ଭୁବନେଶ୍ବର: ପର୍ଯ୍ୟଟନ ଋତୁ ଆରମ୍ଭ ମାତ୍ରେ ସମସ୍ତେ ଏକାଠି ହୋଇ ବାହାରି ପଡ଼ନ୍ତି ବୁଲିବାକୁ। ଆଉ ଭ୍ରମଣ ସହ ବଣଭୋଜି ର ମଜ୍ଜା ଉଠାଇବାକୁ ଭୁଲନ୍ତି ନାହିଁ। ଜାଣନ୍ତୁ, ଓଡ଼ିଶାର ସେହିଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ... ଗଣ୍ଡାହାତୀ ଜଳପ୍ରପାତ- ସୌନ୍ଦର୍ଯ୍ୟ ଓ ଇତିହାସରେ…

ଓଡିଶା ପରିବେଶ କଂଗ୍ରେସର ସୁପାରିଶ: ନୂଆ ଖଣି ନିଷେଧ ହେଉ, ପରିବେଶକୁ ପ୍ରଭାବିତ କରୁଥିବା ଶିଳ୍ପ ଉପରେ କଟକଣା ଲାଗୁ

ଭୁବନେଶ୍ୱର: ଖଣି ଆଦିବାସୀଙ୍କୁ ଗରିବରୁ ଆହୁରି ଗରିବ କରିଛି । ସେମାନଙ୍କ ଉପାର୍ଜନ ଓ ଜୀବିକାରେ ବାଧା ସୃଷ୍ଟି କରିଛି । ଜଳ ଓ ବାୟୁ ପ୍ରଦୂଷଣ ହେବା ଯୋଗୁ ସେମାନେ ରୋଗାକ୍ରାନ୍ତ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି । ସର୍ବୋପରି ସେମାନଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ଡିସେମ୍ବର  ତା ୨୩ ରିଖ  ସୋମବାର   ଧନୁ ୦୮ ଦିନ ପୌଷ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ  ତିଥି    ବିଶାଖା   ନକ୍ଷତ୍ର ତୁଳା  ଚନ୍ଦ୍ର  ଘାତ…

ବାରବାଟୀ ଦିନିକିଆ: ରୋହିତଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ କୋହଲୀ ଜିତିଲେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର

କଟକ: ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩ୟ ତଥା ଚୂଡ଼ାନ୍ତ ଦିବାରାତ୍ର ମ୍ୟାଚରେ ଭାରତ ମ୍ୟାଚ ଜିତିବା ସହିତ ଶୃଙ୍ଖଳାକୁ ୨-୧ରେ ଜିତିପାରିଛି । ୱେଷ୍ଟଇଣ୍ଡିଜ ଠାରୁ ସମସ୍ତ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତ ଏହି ଦିନିକିଆ ସିରିଜ୍ ଜିତିପାରିଛି । CHAMPIONS ??#INDvWI…