Latest Odisha News

BREAKING NEWS

Browsing Category

ଫିଚର

ମହିଳାଙ୍କ ସୁନା ଅଳଙ୍କାର ଖାଇଦେଲା ଷଣ୍ଢ !

ଚଣ୍ଡିଗଡ଼: ମହିଳାଙ୍କ ଲାଗି ସୁନା ଏବେ ସବୁଠୁ ମୂଲ୍ୟବାନ ବସ୍ତୁ ହୋଇଯାଇଛି । ସୁନା ଅଳଙ୍କାର ପିନ୍ଧିବାକୁ କେଉଁ ମହିଳା ନ’ ଚାହାନ୍ତି! ମାତ୍ର ଏହି ସୁନା ଅଳଙ୍କାରକୁ ଯଦି ଷଣ୍ଢ ଚୋବାଇ ଖାଇଦିଏ ତେବେ ପରିସ୍ଥିତି କ’ଣ ହେବ ତାହା ଆପଣ ବୁଝିପାରୁଥିବେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ଭିମସାରରେ ଏଚଆଇଭି ରୋଗୀଙ୍କ ଅସ୍ତ୍ରୋପଚାରକୁ ନେଇ ଉତ୍ତେଜନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ହୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ଚିକିତ୍ସାଳୟ (ଭିମସାର)ରେ ଜଣେ ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ଦନ୍ତ ଚିକିତ୍ସା ବିଭାଗରେ ଚିକିତ୍ସିତ କରାଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ହୋଇଛି । ଏନେଇ ଦନ୍ତ ଚିକିତ୍ସା…

ଅଭିଯୋଗ ନଶୁଣିବାରୁ ପୌର ପରିଷଦ କାର୍ଯ୍ୟାଳୟରେ ଆବର୍ଜ୍ଜନା ଗଦା କଲେ ସ୍ଥାନୀୟ ଲୋକ

ଯାଜପୁର: ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ କୁଢ କୁଢ ଅଳିଆ ଆବର୍ଜ୍ଜନା । କାଲିଯାଏଁ ସଫାସୁତୁରା ଥିବା ଏହି ସରକାରୀ କାର୍ଯ୍ୟାଳୟରେ ଆଜି ହଠାତ ଏ ଅଳିଆ କେଉଁଠୁ ଆସିଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୌରପରିଷଦ କାର୍ଯ୍ୟାଳୟରେ ଏହି କୁଡ଼ କୁଡ଼ ଆଳିଆ ଜମା କରିଛନ୍ତି…

କିପରି ‘ଅଡ଼ିଓ ଟିପ୍ସ’ରୁ ଚାଷ ଜାଣି ଚାରିଗୁଣା ଆୟ ବୃଦ୍ଧି କରିପାରିଲେ ଏହି ଚାଷୀ, ଜାଣନ୍ତୁ…

ଦେବଗଡ଼: ଦେବେନ୍ଦ୍ର କୁମାର ଧଳ, ଏ ହେଉଛନ୍ତି ଦେବଗଡ଼ ଜିଲ୍ଲାର ଏବେ ଅଧିକ ଆୟ କରୁଥିବା ଜଣେ ସଫଳ ଚାଷୀ । ଏହି ସଫଳ ଚାଷୀ ଜଣକ ତାଙ୍କର ଥିବା ମାତ୍ର ୪ ଏକର ଚାଷଜମିରୁ ଚଳିତ ବର୍ଷ ୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରିବା ନିଶ୍ଚିତ ହୋଇଥିବା ଜାଣି ଏବେ ସେ ବେଶ୍ ଖୁସି ଅଛନ୍ତି । ଦେବଗଡ଼ ଜିଲ୍ଲା…

ପୃଥିବୀ ତାତୁଛି…

ବିଲୁପ୍ତି ବିପ୍ଳବ ପୃଥିବୀ ତାତୁଛି... ସୁଦର୍ଶନ ଦାସ ଅଷ୍ଟ୍ରେଲିଆ ଓ ଇଟାଲୀ ସୀମାନ୍ତରେ ଥିବା ଆଲପସ୍ ପର୍ବତମାଳାରେ ସ୍କେଟିଂ କରୁଥିବା ବେଳେ ଦଳେ ଖେଳାଳି ୧୯୯୧ ମସିହାରେ ଗୋଟିଏ ମଣିଷ ଶବକୁ ଆବିଷ୍କାର କଲେ । ଶରୀର ଏବଂ ଜୀବ ବିଜ୍ଞାନୀମାନେ ଜାଣିବାକୁ ପାଇଲେ ଯେ ଏହି ଶବଟି ୫,୦୦୦ ବର୍ଷ…

ଇଣ୍ଡିଆନ୍ ଆଇଡଲ୍ ଟପ୍-୧୫ରେ ଓଡିଆ ଝିଅ ଚେଲସି

କଟକ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ୧୧ତମ ସିଜନର ଟପ୍-୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଚେଲସି ବେହୁରା । ଏହି ୧୪ ବର୍ଷୀୟ ଚେଲସୀଙ୍କ ଘର କଟକସ୍ଥିତ ଶିଖରପୁରର ନଦୀକୂଳ ସାହିରେ ଅବସ୍ଥିତ । ଏହି ପ୍ରତିଯୋଗିତାରେ ଚେଲସି ଗୋଲଡେନ୍ ଟିକେଟ୍ ଓ…

ଅସ୍ତରଙ୍ଗର ଚାଷଜମିରେ ପ୍ରବେଶ କଲା ସମୁଦ୍ର ଜଳ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସମୁଦ୍ର ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଉଦୟକାନି ପଞ୍ଚାୟତର ୫ଟି ଗ୍ରାମର ଚାଷଜମିରେ ବୁଧବାର ସକାଳୁ ସମୁଦ୍ର ପାଣି ଲହଡ଼ି ମାରୁଥିବା ଲୋକେ ଦେଖିବାକୁ ପାଇଥିଲେ । ସମୁଦ୍ର ପାଣି ଚାଷଜମିରେ ପ୍ରବେଶ କରିଥିବା ଦେଖିବା ପରେ…

ଦେଶର ୨ୟ ସ୍ୱଚ୍ଛ ହସ୍ପିଟାଲ୍ ଭାବେ ସ୍ଥାନ ପାଇଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ହସ୍ପିଟାଲ୍ କାଟେଗୋରୀ ବି’ରେ ୨ୟ ସ୍ଥାନ ଅଧିକାର କରିଛି ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ୍(ଏମ୍ସ), ଭୁବନେଶ୍ୱର । ଲଗାତାର ୨ଥର ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ‘ୱିକ୍ ହଂସା ରିସର୍ଚ୍ଚ ସର୍ଭେ’ ଦ୍ୱାରା ଏମ୍ସ ଏହି ସ୍ଥାନ ଅଧିକାର…

ପିଗ ଆଇରନ ଲୁଟରେ ସଂପୃକ୍ତ ଶିଳ୍ପପତିଙ୍କ ସମେତ ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମେସ୍କୋ ଷ୍ଟିଲ କାରଖାନାରୁ ପିଗ୍ ଆଇରନ ଲୁଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୦ ତାରିଖ ଦିନ କଳିଙ୍ଗନଗର ସ୍ଥିତ ମେସ୍କୋ କାରଖାନାରୁ ୨ଟି ପିଗ୍ ଆଇରନ ବୋଝେଇ ଟ୍ରକ ଛତିଶଗଡ଼ କୁ ପରିବହନ…

ଡିସେମ୍ବର ୨୩ରୁ ‘ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍’ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସିଟି ଫେଷ୍ଟିଭାଲର ୨ୟ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଫେଷ୍ଟିଭାଲ୍ ଡିସେମ୍ବର ୨୩ ତାରିଖରୁ ୨୦୨୦ ମସିହା ଜାନୁୟାରୀ ୧ ମଧ୍ୟରେ ଅନୁଷ୍ଠିତ ହେବ । ଏହାର ପ୍ରଥମ ସଂସ୍କରଣ ଡଟ୍ ଫେଷ୍ଟ ନାମରେ ପରିଚାଳିତ ହୋଇଥିବା ବେଳେ ଏଥିରେ ଆୟୋଜିତ ହୋଇଥିବା…