Latest Odisha News

BREAKING NEWS

Browsing Category

ଫିଚର

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…

ବାରିପଦାରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବାରିପଦା: ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟସ୍ଥ ଏକ ଢାବାରୁ ପ୍ରାୟ ୧୭ କେଜି. ଓଜନର ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଗୋଟିଏ ବୋଲେରୋ ଏବଂ ଗୋଟି, କାର୍ ମଧ୍ୟ ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ…

କୁଲଗାମରେ ୫ ଅଣ କାଶ୍ମିରୀ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ୫ ଜଣ ଶ୍ରମିକଙ୍କୁ ମଙ୍ଗଳବାର ଅପରାହ୍ନରେ ହତ୍ୟା କରିଛନ୍ତି । ଏହି ସମସ୍ତ ନିହତ ବ୍ୟକ୍ତିମାନେ ଅଣ କାଶ୍ମିରୀ ବୋଲି ଏନଡ଼ିଟିଭି ରିପୋର୍ଟରୁ ଜଣାପଡ଼ିଛି । କାଶ୍ମୀର ଘାଟିରେ କଟକଣା କୋହଳ କରାଯିବା ପରେ ଏବେ ଆତଙ୍କବାଦୀମାନେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୧୦-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୩୦ ରିଖ ବୁଧବାର ତୁଳା ୧୩ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଅନୁରାଧା ନକ୍ଷତ୍ର ବିଛାଚନ୍ଦ୍ର ଘାତ ବାର-: କର୍କଟ…

କାଳିଆ ଯୋଜନା: ୨ୟ ପର୍ଯ୍ୟାୟ ସହାୟତା ରାଶି ନଭେମ୍ବରରେ ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନାର ୨ୟ ପର୍ଯ୍ୟାୟ ସହାୟତା ରାଶି ଆସନ୍ତା ନଭେମ୍ବର ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରିବେ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମଙ୍ଗଳବାର ଦିନ ଅନୁଷ୍ଠିତ…

ଖ୍ୟାତନାମା ନୃତ୍ୟଗୁରୁ ବୀରବର ସାହୁଙ୍କର ପରଲୋକ

ଭୁବନେଶ୍ୱର: ବିଖ୍ୟାତ ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ସେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦୋଳକୁସିଆରୀ ଗ୍ରାମରେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ମିଳିଥିବା ସୂଚନାନୁଯାୟୀ, ତାଙ୍କର ନିଜ…

ଓଡ଼ିଶାର ୫ଟି ବାଟାଲିୟନରେ ପ୍ରଚଳିତ ହେବ ଇ-ଅଫିସ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟର ୫ଟି ବାଟାଲିୟନରେ ଓଡ଼ିଶା ପୋଲିସ ପକ୍ଷରୁ ଇ-ଅଫିସ ସିଷ୍ଟମ । ରାଜଧାନୀସ୍ଥିତ ପୋଲିସ ଭବନଠାରେ ୩ୟ କମାଣ୍ଡାଣ୍ଟ କନଫରେନ୍ସରେ ଏସମ୍ପର୍କରେ ସୂଚନାଦେଇ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବି କେ ଶର୍ମା କହିଛନ୍ତି, ଓଡ଼ିଶାର ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ…

ମୋଷ୍ଟ୍ ୱାଣ୍ଟେଡ ପଥର ମାଫିଆ ମହମ୍ମଦ ତବରେଜ୍ କୋଲକାତା ଏୟାରପୋର୍ଟରୁ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ମୋଷ୍ଟ ୱାଣ୍ଟେଡ୍ ପଥର ମାଫିଆ ମହମ୍ମଦ ତବରେଜକୁ କୋଲକାତା ଏୟାରପୋର୍ଟରୁ ମଙ୍ଗଳବାର ଦିନ ଗିରଫ କରିଛି । ଏହି ପଥର ମାଫିଆ ତବରେଜ୍ ଥାଇଲାଣ୍ଡକୁ ଖସି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ…

ରାଜ୍ୟକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଭୁବନେଶ୍ୱରରେ ୨୦୧୭ ଏସୀୟ ଖେଳକୁଦ ଚମ୍ପିଅନସିପ୍‌ ଏବଂ ୨୦୧୯ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି । ଓଡିଶାର କ୍ରୀଡାବିତ୍‌ମାନେ ମଧ୍ୟ…

ଯାଜପୁରର ଗଣପର୍ବ କାଳୀପୂଜା; ସୁଶୋଭିତ ମୂର୍ତ୍ତୀରେ ଝଟକୁଛି ଦେବୀ ମଣ୍ଡପ

ଯାଜପୁର: ଦୀପାବଳୀର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ମା ଶ୍ୟାମାକାଳୀଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା । ରାତ୍ରୀର ବିଳମ୍ବ ପ୍ରହରରେ ପୂଜାମଣ୍ଡପରେ ଘଟସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଙ୍କର ପୂଜା । ସନ୍ଧିପୂଜା ସହିତ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଛି ପରିବେଶ । ମନ୍ତ୍ରଧ୍ବନୀ ସାଙ୍ଗକୁ…