Latest Odisha News

BREAKING NEWS

Browsing Category

ଫିଚର

ବିଜେପୁରରେ ବିଜେଡ଼ି ସହିତ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବନାହିଁ: ବିଜେପି

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ ଆସନ୍ତା ଅକ୍ଟୋବର ୨୧ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାନେଇ ଘୋଷଣା କରିବା ପରେ ଏବେ ବିଜେପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ତେବେ ରବିବାର ଦିନ ବିଜେପି ସୂଚନାଦେଇ କହିଛି ଯେ, ଶାସକ ବିଜେଡ଼ି ସହିତ ବିଜେପୁରରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ସିରିଜ୍ ୧-୧ରେ ବରାବର

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର ରଖିବାକୁ ଦକ୍ଷିଣ ଆଫ୍ରିକା ସକ୍ଷମ ହୋଇଛି । ଭାରତର ୧୩୪/୯ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧୪୦ ରନ…

ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡ଼ା ଗଡ଼ଜାତର ରାଜାସାହେବ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କ ପ୍ରତିମୂର୍ତ୍ତି…

ଖୋର୍ଦ୍ଧା: ଖଣ୍ଡପଡ଼ା ଗଡ଼ଜାତର ରାଜାସାହେବ, ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତଃ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କର ରବିବାର ଦିନ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ସ୍ୱର୍ଗତଃ ରାଜାସାହେବଙ୍କ ଏହି ପୂର୍ଣ୍ଣାଅବୟବ ପ୍ରତିମୂର୍ତ୍ତିଟି ଖଣ୍ଡପଡ଼ା…

ଭୀମସାରରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ ହେବେ: ମନ୍ତ୍ରୀ

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ କରିବେ ଓଡିଶା ସରକାର। ଏନେଇ ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଆହୁରି…

ଭଲଖବର: କିପରି ‘ମୋବାଇଲ୍ ଆପ୍ସ’ ଚାଷ ଅମଳକୁ ଦ୍ୱିଗୁଣିତ କଲା , ଜାଣନ୍ତୁ…

ବରଗଡ଼: ବରଗଡ଼ ଜିଲ୍ଲା ବାଇଗପାଲି ଗ୍ରାମର ବଂଶୀଧର ନାୟକ ହେଉଛନ୍ତି ଜଣେ ସାଧାରଣ ଚାଷୀ । ଏହି ୨୯ ବର୍ଷୀୟ ଯୁବଚାଷୀ ଜଣକ ଗାଁ ପାଖ କଲେଜରୁ କଳାରେ ସ୍ନାତକ ପାଶ୍ କରିବା ପରେ ପରିବାର ଲୋକଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ । ବଂଶୀଧରଙ୍କ ବାପାଙ୍କର ପ୍ରାୟ ୧୫ ଏକର ଚାଷଜମି…

ବଲିଉଡରେ ୧୮ ବର୍ଷ ପୂରଣ କଲେ ବିପାଶା, ସୋସିଆଲ ମିଡିଆରେ ସେୟାର କଲେ ଏହି ଇମୋସନାଲ ନୋଟ

ମୁମ୍ବାଇ: ବଲିଉଡ ବ୍ଲାକ ବିୟୁଟି ବୋଲାଉଥିବା ଅଭିନେତ୍ରୀ ବିପାଶା ବସୁ ନିଜ ଫିଲ୍ମ କ୍ୟାରିୟରରେ ପୂରଣ କରୁଛନ୍ତି ୧୮ ବର୍ଷ । ୨୦୦୧ ମସିହା ସେପ୍ଟେମ୍ବର ୨୧ରେ ବିପାଶାଙ୍କ ପ୍ରଥମ ଫିଲ୍ମ 'ଅଜନବୀ' ରିଲିଜ୍‌ ହୋଇଥିଲା । ଏଥିରେ ତାଙ୍କର ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ବଲିଉଡ୍‌ରେ…

ପାଲା ଜଗତର ଖ୍ୟାତନାମା ଗାୟକ: ଘନଶ୍ୟାମ ନାୟକ

ଭୁବନେଶ୍ୱର: ପାଲା ଜଗତରେ ଜଣେ ପ୍ରସିଦ୍ଧ ନର୍ତକ ଗାୟକ ଭାବେ ପରିଚିତ ଘନଶ୍ୟାମ ନାୟକ । ପାଲାରେ ଦକ୍ଷିଣୀ, ପଡି, ଆଠତାଳି, ନଦିଆ କୀର୍ତନ, ମନ୍ଦିରା ବାଦନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ବେଶ ସିଦ୍ଧହସ୍ତ ଥିଲେ ଗାୟକ ଭୂଷଣ ଘନଶ୍ୟାମ ନାୟକ । ଏହି ପ୍ରଖ୍ୟାତ ପାଲା ଗାୟକ ୧୯୧୧…

‘ଡ୍ୟାନ୍ସ ଦିୱାନେ’ ଫାଇନାଲରେ ଓଡିଆ ପୁଅ ଓମ୍

ଭୁବନେଶ୍ୱର: କଲର୍ସ ଟିଭି ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ ସିଜନ-୨ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡିଆ ପୁଅ ଓମ୍ ଶୁଭମ୍ ମହାପାତ୍ର । ଫାଇନାଲରେ ପ୍ରବେଶ କରିବା ସହିତ ବାରିପଦାର ଏହି ଓଡିଆ ପୁଅ ଜଣକ ମାତ୍ର ୧୦ ବର୍ଷ ବୟସରେ ନିଜର ଜବରଦସ୍ତ…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦, କ୍ଲିନସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ ।…

ଓସ୍କାର୍ ଲାଗି ଭାରତ ପକ୍ଷରୁ ମନୋନୀତ ହେଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ଼ର ଚୁଲବୁଲୀ ନାୟିକା ଆଲିୟା ଭଟ୍ଟ ଓ ଷ୍ଟାଇଲିସ୍ ଆକ୍ଟର୍ ରଣବୀର ସିଂହଙ୍କ ଅଭିନୀତ ‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ…