Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୨୪-୦୯-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୪ ରିଖ ମଙ୍ଗଳବାର କନ୍ୟା ୦୮ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ…

‘ନ୍ୟାସନାଲ ଜିଓଗ୍ରାଫିକ’ରେ ନବୀନ; କହିବେ ‘ଫନି’ ମୁକାବିଲାର କାହାଣୀ

ଭୁବନେଶ୍ୱର: ପ୍ରଥମେ ମୋଦୀ ଆଉ ଏବେ ନବୀନ । ସାରା ଦୁନିଆ ଦେଖିବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଫଳତାର ଝଲକ । କିଛିଦିନ ତଳେ 'ଡିସ୍କୋଭରି ଚ୍ୟାନେଲ' ର 'ମ୍ୟାନ୍ ଭର୍ସେସ୍ ୱାଇଲ୍ଡ' ଶୋ'ରେ ପ୍ରଧାନମନ୍ତ୍ରୀ ମୋଦୀ ନଜର ଆସିଥିବା ବେଳେ ବର୍ତ୍ତମାନ 'ନ୍ୟାସନଲ ଜିଓଗ୍ରାଫି ଚ୍ୟାନେଲରେ…

୨୦୨୧ରେ ହେବ ଡ଼ିଜିଟାଲ୍ ଜନଗଣନା: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ମଲଟିପରପୋଜ୍ ଆଇଡ଼ି କାର୍ଡ଼ ବ୍ୟବହାର ଲାଗି ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁ କାର୍ଡ଼ରେ ପାସପୋର୍ଟ, ଆଧାର, ଭୋଟର୍ ପରିଚୟପତ୍ର ତଥା ପ୍ୟାନକାର୍ଡ଼ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବ ଏବଂ ଅନ୍ୟ ସୂଚନା ପ୍ରଦାନ କରୁଥିବ ସେହି କାର୍ଡ଼ ପ୍ରଚଳନ…

ରାଜନୀତିରେ ପାଦ ଦେବେ ଦୂତୀ ଚାନ୍ଦ !

ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ ! ଆମେ ନୁହେଁ ଆଜ୍ଞା ଦୂତୀ ଚାନ୍ଦ ନିଜ ଟୁଇଟର ପେଜରେ ସେୟାର କରିଥିବା ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି । I have always wanted to join politics since childhood. My family has also been involved in…

ଜାଣନ୍ତୁ, କାହିଁକି ଭାଙ୍ଗିଲା ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ ସମ୍ପର୍କ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ଓ ବିଶ୍ଵସୁନ୍ଦରୀ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ କାହାକୁ ବା ଅଛପା ଅଛି । ଗୋଟିଏ ସମୟରେ ଏମାନଙ୍କ ପ୍ରେମକୁ ନେଇ ଉଠୁଥିଲା ପଡୁଥିଲା ଫିଲ୍ମ ଇଣ୍ଡଷ୍ଟ୍ରି । ସେ ସମୟରେ ଏମାନଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ରହୁଥିଲା । ହେଲେ ଉଭୟଙ୍କର ମଧ୍ୟରେ…

ରୋହିତ ପୂଜାରୀ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ

ଭୁବନେଶ୍ବର: ବିଧାନସଭା ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ରୋହିତ ପୂଜାରୀ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପମୁଖ୍ୟ ସେଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ପୂର୍ବରୁ ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସେଚେତକ ଥିଲେ ।…

ବିଜେପୁର ଉପ-ନିର୍ବାଚନ ଲାଗି ସରଗରମ ହେଲା ରାଜନୀତି

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ-ନିର୍ବାଚନ ଲାଗି ସୋମବାର ଦିନ ରିଟର୍ଣ୍ଣିଂ ଅଫିସରଙ୍କ ବିଜ୍ଞପ୍ତି ଜାରି ହେବାପରେ ଏବେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ବିଜେପୁର ନିର୍ବାଚନ ନେଇ ଏବେ ସବୁ ରାଜନୈତିକ ଦଳରେ ଦେଖାଦେଇଛି ଉତ୍ସୁକତା । ଭାରତୀୟ ନିର୍ବାଚନ କମିଶନଙ୍କ…

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦ୍ୱିପ୍ରହର ୨ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ଛୁରୀ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ କିଛି ଦୁବୃର୍ତ୍ତ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ଜୁନାଗଡ ଥାନାରେ ପିଡିତା ଜଣକ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।…

ତିହାର ଜେଲରେ ଚିଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ତିହାର ଜେଲରେ ସାକ୍ଷାତ କରିଛନ୍ତି । ଆଇଏନଏକ୍ସ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେ…