Latest Odisha News

BREAKING NEWS

Browsing Category

ଫିଚର

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ରେ ନଜର ଆସିବେ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରୀ ଚ୍ୟାନେଲ୍‌ର "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଛନ୍ତି। "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି…

ରାଜ୍ୟକୁ କେନ୍ଦ୍ର ସହାୟତା ହ୍ରାସ ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା କ୍ରମେ ହ୍ରାସ ପାଉଥିବା ପ୍ରସଙ୍ଗକୁ ଭିତ୍ତିକରି ସୋମବାର ଦିନ ରାଜ୍ୟ ବିଧାନସଭାରେ ଏନେଇ ଚିନ୍ତାପ୍ରକଟ କରାଯାଇଛି । ଗୃହର ପ୍ରଶ୍ନକାଳ ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୧୪ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ…

ପାଣ୍ଡିଆନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟାଇ ରାଜ୍ୟ ସରକାର ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟ୍ରାନ୍ସଫୋରମେସନ ଏଣ୍ଡ ଇନିସିଏଟିଭସ) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ଏହି…

ଅଗଷ୍ଟ ୧ରୁ ପୁଣି ଖୋଲିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ‘ଭିତରକନିକା ଜାତୀୟ ଅଭୟାରଣ୍ୟ’ ପର୍ଯ୍ୟଟକଙ୍କ ଲାଗି ପୁନର୍ବାର ଅଗଷ୍ଟ ୧ ତାରିଖରୁ ଖୋଲୁଛି । ଏଠାରେ ଉଲ୍ଲେଖଯୋଗ୍ୟ, ବାର୍ଷିକ କୁମ୍ଭୀର ପ୍ରଜନନ ଋତୁ ଲାଗି ଏହି ଜାତୀୟ ଅଭୟାରଣ୍ୟକୁ ମେ ୧ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ…

କର୍ଣ୍ଣାଟକରେ ଆସ୍ଥାଭୋଟ୍ ଜିଣିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ସୋମବାର ଦିନ ବିଜେପିର ୟେଦ୍ଦୁରପ୍ପା ସରକାର ଆସ୍ଥାଭୋଟରେ ବିଜୟ ହୋଇଛନ୍ତି । ଫଳରେ ଅନେକ ଦିନଧରି ଲାଗିରହିଥିବା ରାଜନୈତିକ କ୍ଷମତା ଲଢେଇର ପରିସମାପ୍ତି ଘଟିଛି । ବିଧାନସଭାରେ ୟେଦ୍ଦୁରପ୍ପା ସରକାର ଆଜି ଶକ୍ତି ପରୀକ୍ଷାରେ ବହୁମତ ହାସଲ କରିଛନ୍ତି ।…

ଗିରଫ ହେଲା କଟକରେ ଆତଙ୍କ ଖେଳାଇଥିବା ‘ସିରିଏଲ୍ କିଲର୍’ !

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ୩ଜଣ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିବା ଘଟଣାର ୬ ଦିନ ପରେ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତ, ଗଞ୍ଜାମର…

କଟକରେ ‘ସାଇକୋ କିଲର୍’ ଆତଙ୍କ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ‘ସାଇକୋ କିଲର୍’ର କାମ ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ…

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କୋରାପୁଟ, ମାଲକାନଗିରି, ନୂଆପଡା, ବଲାଙ୍ଗିର,…

କର୍ଣ୍ଣାଟକରେ ଆଜି ୟେଦ୍ଦୁରପ୍ପା ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନବଗଠିତ ୟେଦ୍ଦୁରପ୍ପା ସରକାର ସୋମବାର ଦିନ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ । ବିଧାନସଭାରେ ସୋମବାର ଦିନ ସରକାର ଶକ୍ତି ପରୀକ୍ଷା ଦେବାକୁ ଥିବାବେଳେ ଏଥିଲାଗି ୟେଦ୍ଦୁରପ୍ପା ଶତ ପ୍ରତିଶତ ପ୍ରସ୍ତୁତ ଥିବା କହିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ…

ରୋଷେଇ ଘର ସଫା ରଖିବାର ସହଜ ଉପାୟ . . .

ରୋଷେଇ ଘର ସଫାସୁତୁରା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନେକ ଲୋକ ରୋଷେଇ କରିବା ସମୟରେ ରୋଷେଇ ଘର ସଫା କରି ଦିଅନ୍ତି ଆଉ କିଛି ରୋଷେଇ କରିସାରିବା ପରେ ସଫା କରନ୍ତି। କିନ୍ତୁ କିଛି କିଛି ଲୋକ ଜମାରୁ ରୋଷେଇ ଘର ସଫା କରନ୍ତି ନାହିଁ, ଯାହା ଫଳରେ ରୋଷେଇ ଘର ଅପରିଷ୍କାର ହୋଇଥାଏ ।…