Latest Odisha News

BREAKING NEWS

Browsing Category

ଫିଚର

ମାଲକାନଗିରି: ବର୍ଷାଜଳରେ ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କାଙ୍କୋରକୋଣ୍ଡା ପୋଲ ବୁଡିଯିବା ଫଳରେ ମାଲକାନଗିରି-କାଳିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଏହି ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ ପୋଲର ଉଭୟ ପାଶ୍ୱର୍ରେ ଯାତ୍ରୀମାନେ ଫସି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୯-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୯ ରିଖ ସୋମବାର କର୍କଟ ୧୩ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଜିତିଲା ଟାଟା ଷ୍ଟିଲ୍ ଏକାଦଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଦିନ ଅନୁଷ୍ଠିତ ୨୦୧୯ ‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ୍ ଏକାଦଶ ୩-୦ ଗୋଲରେ ଲିଡ଼ର୍ସ ଏକାଦଶକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟାଟା ଷ୍ଟିଲ୍ ଦଳ ପକ୍ଷରୁ ସଦ୍ଦାମ ଆବ୍ରାର୍ ୨ଟି ଗୋଲ୍ ସ୍କୋର୍ କରିଥିବା…

ଓସଜାର ନୂତନ କର୍ମକର୍ତ୍ତା ନିର୍ବାଚନ: ସନ୍ଦୀପ ମିଶ୍ର ସଭାପତି ଓ ସମ୍ବିତ୍ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର (ଓସଜା) ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ଆସନ୍ତା ଦୁଇବର୍ଷ ସକାଶେ ନୂଆ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଦସ୍ୟମାନେ ବିବିଧ ବିଷୟରେ ଆଲୋଚନା…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି ।  ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି  ଜାହିର କରି ପୂରା…

ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପୁଣି ଜିତିଲେ ପଦକ

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରଖି ପୁଣିଥରେ ଭାରତ ଲାଗି ସଫଳତା ଆଣିଦେଇଛନ୍ତି । ସେ ନାଇଜେରିଆଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚମ ଲାଗୋସ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ୍ କ୍ଲାସିକ୍ସ ପ୍ରତିଯୋଗିତାରେ ଦୁଇଟି ପଦକ ହାସଲ କରିଛନ୍ତି ।…

କଟକରେ ‘ସାଇକୋ କିଲର୍’ ଆତଙ୍କ, ପୋଲିସ ପାଟ୍ରୋଲିଂରେ ସାମିଲ ହେଲେ ବିଧାୟକ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବା ଘଟଣା ପୋଲିସର ନିଦ ହଜାଇ ଦେଇଥିବା ବେଳେ ପୋଲିସର ପାଟ୍ରୋଲିଂ ଟିମରେ ସାମିଲ ହୋଇଛନ୍ତି ବିଧାୟକମାନେ । ଏହି ବିଧାୟକଙ୍କ ମଧ୍ୟରେ ରହିଛନ୍ତି ବାରବାଟୀ-କଟକ ବିଧାୟକ…

କର୍ଣ୍ଣାଟକରେ ଅଯୋଗ୍ୟ ଘୋଷିତ ହେଲେ ୧୪ ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟର କୁମାରସ୍ୱାମୀ ସରକାର କ୍ଷମତାଚ୍ୟୁତ ହେବାପରେ ପରେ ରବିବାର ଦିନ ବାଚସ୍ପତି କେଆର ରମେଶ କୁମାର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରେ ଜେଡିଏସର ୩ ଏବଂ କଂଗ୍ରେସର…

ଆମେରିକାରେ ସୁଦର୍ଶନ ଜିତିଲେ ବାଲୁକାକଳା ‘ପିପୁଲ୍ସ ଚଏସ୍’ ପୁରସ୍କାର

ଭୁବନେଶ୍ୱର: ଆମେରିକାର ବୋଷ୍ଟନ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ୨୦୧୯ ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିୟନସିପରେ ‘ପିପୁଲ୍ସ ଚଏସ୍’ ପୁରସ୍କାର ହାସଲ କରିଛନ୍ତି ଖ୍ୟାତନାମା ଓଡ଼ିଆ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବିଶ୍ୱସ୍ତରୀୟ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ…

ରାଷ୍ଟ୍ରପତି କୋବିନ୍ଦଙ୍କ ସହ ୭ଦିନିଆ ବିଦେଶ ଗସ୍ତରେ ଯିବେ ଏହି ଓଡିଆ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ଦିନଠାରୁ ଆଫ୍ରିକୀୟ ଦେଶ ତଥା ବେନିନ୍, ଗାମ୍ବିଆ ଓ ଗୁଇନିଆ ଆଦି ୩ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ପଶ୍ଚିମବଙ୍ଗ ସାଂସଦ ଦିଲ୍ଲୀପ ଘୋଷ ମଧ୍ୟ ଏହି ଗସ୍ତରେ ଯିବାର…