Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୨ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର ଗୋଟିଏ କିମ୍ବା…

କରୁଣ ରସର ସମ୍ରାଟ୍: ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ

ଭୁବନେଶ୍ୱର: ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ…

କୋରାପୁଟରେ ବୋଲବମ୍ ଭକ୍ତଙ୍କୁ ପିଟିଲା ଗାଡି, ୪ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର-ବୈପାରୀଗୁଡା ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଏକ ଏସୟୁଭି ଗାଡି ବୋଲବମ୍ ଭକ୍ତଙ୍କୁ ଧକ୍କା ଦେବା ଫଳରେ ପ୍ରାୟ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଶ୍ରଦ୍ଧାଳୁମାନେ ପତ୍ରପୁଟ୍ ଅଞ୍ଚଳରୁ ଜଳଆଣି ମହାଦେବଙ୍କ ଜଳାଭିଷେକ କରିବା ଲାଗି…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମାପ୍ତ ହେଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ଅନେକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଅନୁରାଗ ଠାକୁରଙ୍କ ବ୍ୟତୀତ ରାଜସ୍ୱ ସଚିବ …

ଏବେ ରାଜ୍ୟ ବାହାରେ ବାବା ସାରଥୀ !

କଟକ: ବାବା ଏବେ ରାଜ୍ୟ ବାହାରେ! ହାଇକୋର୍ଟରୁ ଜାମିନ ମିଳିବା ପରେ ଆତ୍ମଘୋଷିତ ବାବା ସାରଥୀ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଥିଲେ । ବାବା ସାରଥୀ ଓରଫ ସନ୍ତୋଷ ରାଉଳ ରାଜ୍ୟ ବାହାରକୁ ଯାଇଥିବା କଥା ତାଙ୍କର ଓକିଲ ମାନସ ଚାନ୍ଦ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର…

ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା/କନ୍ଧମାଳ: ଦକ୍ଷିଣ ଓଡ଼ିଶାରେ ଗତ ୨୪ ଘଣ୍ଟା ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ରାସ୍ତା ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ନଦୀରେ ଥିବା ଅସ୍ଥାୟୀ ପୋଲଟି ସମ୍ପୂର୍ଣ୍ଣ ଭାବେ ବର୍ଷା ଜଳରେ ଭାସିଯିବା ଫଳରେ…

ବାବା ସାରଥୀଙ୍କ ବାରିମୂଳ ଆଶ୍ରମରେ ବିଜ୍ଞପ୍ତି ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବାରିମୂଳଠାରେ ଥିବା ଆତ୍ମଘୋଷିତ ବାବା ସାରଥୀଙ୍କ ଆଶ୍ରମରେ ଶନିବାର ଦିନ ପହଞ୍ଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ଆଶ୍ରମ ମାଲିକାନାରେ ରହିଥିବା ସମସ୍ତ ପ୍ରକାର ସମ୍ପତ୍ତିର କିଣା ବିକା ଉପରେ…

ପ୍ରବଳ ବର୍ଷା ଯୋଗୁଁ ପାଣିରେ ବୁଡିଲା ରେଳଟ୍ରାକ୍, ଟ୍ରେନ୍ ଭିତରେ ଫସିରହିଛନ୍ତି ୨୦୦୦ରୁ ଅଧିକ ଯାତ୍ରୀ

ମୁମ୍ବାଇ: ମୁମ୍ବାଇରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ଅନେକ ବିମାନ ଯାତ୍ରା ବାତିଲ ହେବାସହ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଏହି ଲଗାଣ ବର୍ଷା ଯୋଗୁଁ ବଦଲାପୁର ଓ ବଙ୍ଗାନୀ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନରେ ପାଣି ଜମି…

ଖୁବଶିଘ୍ର ଭାରତକୁ ଆସୁଛି ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ଫୋନ୍

ଭୁବନେଶ୍ୱର: ସମଗ୍ର ବିଶ୍ୱ ବଜାରରେ ଚହଳ ସୃଷ୍ଟି କରିଥିବା ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ମୋବାଇଲ୍ ଫୋନ୍ ଋଷିଆରେ ଲଞ୍ଚ୍ ହୋଇଥିବା ବେଳେ ଅଗଷ୍ଟ ୨ତାରିଖରେ ଏହାର ବିକ୍ରି ଆରମ୍ଭ ହେବ । ଭାରତରେ ଗତମାସ ଏହା ଲଞ୍ଚ୍ ହୋଇଥିଲେ ମଧ୍ୟ ବିକ୍ରି ଆରମ୍ଭ ହୋଇପାରିନାହିଁ । ଭାରତରେ କେଉଁ ମାସ କେଉଁ…