Latest Odisha News

BREAKING NEWS

Browsing Category

ଫିଚର

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ…

ରାଜଧାନୀରୁ ୫ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ଗୁରୁବାର ଦିନ ୫ ଜଣ ଡ୍ରଗସ ବ୍ୟବସାୟୀଙ୍କୁ ଗିରଫ କରିଛି । ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ବିଶେଷ ଅଭିଯାନ ସମୟରେ ପୋଲିସକୁ ଏହି ସଫଳତା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ,…

ଆଜି ବଜାରକୁ ଆସିଲା ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ଜଣାଶୁଣା ମୋବାଇଲ୍ ଫୋନ କମ୍ପାନୀ ସାମସଙ୍ଗ୍ ଆଜି ଭାରତୀୟ ବଜାରରେ ଲଞ୍ଚ୍ କରିଛି ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍ । ଯେଉଁ ସ୍ମାର୍ଟ୍ ଫୋନରେ ରହିଛି ରୋଟେଟିଂ ହୋଇପାରୁଥିବା ୩ଟି କ୍ୟାମେରା । ଭାରତୀୟ ବଜାରରେ ଆଜି ଉପଲବ୍ଧ ହୋଇଛି ଗ୍ୟାଲାକ୍ସି…

ପାଟକୁରା ଭୋଟରଙ୍କ ମଝି ଆଙ୍ଗୁଠିରେ ଲାଗିବ କାଳି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ଭୋଟ ଦାନ ସମୟରେ ଭୋଟରଙ୍କ ମଝି ଆଙ୍ଗୁଠୀରେ କାଳି ଲଗାଯିବ ବୋଲି ଗୁରୁବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଯଦି କୌଣସି ବୁଥରେ ସାନି ମତଦାନ ହୁଏ ତେବେ ଭୋଟରଙ୍କ…

ବିଜେଡ଼ି ସଦସ୍ୟଙ୍କ ପ୍ରଶ୍ନରେ ଏମିତି ମନ୍ତ୍ରୀ କି’ ଉତ୍ତର ଦେଲେ ଯେ, ଚୁପ ରହିଲେ ବିଧାୟକ !

ଭୁବନେଶ୍ୱର: ଗୁରୁବାର ଦିନ ଓଡ଼ିଶା ବିଧାନସଭାର ଶୂନ୍ୟକାଳ ସମୟରେ ଶାସକ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ରୋଚକ ପ୍ରଶ୍ନରେ ରାଜସ୍ୱ ଓ ଦୁର୍ବିପାକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଚଟାପଟ୍ ଉତ୍ତର ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା । ବିଧାୟକ ସରକାରଙ୍କଠୁ ଜାଣିବାକୁ…

କ୍ୟାନସରରୁ ରକ୍ଷାକରେ ତୁଳସୀ !

ଅନେକ ଲାଭଯୁକ୍ତ ଗୁଣରେ ଭରପୂର ତୁଳସୀ ବୃକ୍ଷକୁ ଜଡିବୁଟିର ରାଣୀ ବୋଲି କୁହାଯାଏ । ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ…

ବିଜେଡ଼ି ବନାମ ବିଜେଡ଼ି: ବିଧାନସଭାରେ ନିଜ ଦଳର ମନ୍ତ୍ରୀଙ୍କୁ ବର୍ଷିଲେ ବିଧାୟକ !

ଭୁବନେଶ୍ୱର: ବିଧାନସଭାରେ ଗତ ଦୁଇଦିନ ହେଲା ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ପରି ଆଜି ମଧ୍ୟ ବିଜେଡ଼ି ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ ଉଚ୍ଚବାଚ…

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ସିବିଆଇ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର: ଜଗତସିଂହପୁର ଏସପି ସୁଧା ସିଂହ ଯିଏକି ୨୦୦୬ ବ୍ୟାଚର ଆଇପିଏସ ଅଧିକାରୀ ସିବିଆଇରେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସିବିଆଇରେ ଯେଉଁ ୫ଜଣ ଏସପି ଭାବେ ନବଯିଯୁକ୍ତ ହୋଇଛନ୍ତି ସେଥିମଧ୍ୟରୁ ସୁଧା ସିଂହ ଅନ୍ୟତମ । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସ ଅନୁଯାୟୀ…

ଓଡ଼ିଆ ଆଇଆରଟିଏସ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ରେଲୱେ ବୋର୍ଡ଼ର ସଦସ୍ୟ (ଟ୍ରାଫିକ୍) ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସ୍ (ଆଇଆରଟିଏସ)ର ବରିଷ୍ଠ ଓଡ଼ିଆ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ଭାରତୀୟ ରେଲୱେ ବୋର୍ଡ଼ର (ଟ୍ରାଫିକ) ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମିଶ୍ର ବର୍ତ୍ତମାନ ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ କୋଲକାତାଠାରେ ଜେନେରାଲ୍ ମ୍ୟାନେଜର ଭାବେ…

ଫିନଲାଣ୍ଡରେ ବ୍ରୋଞ୍ଜ ଜିତିଲେ ଓଡିଆ ସ୍ପ୍ରିଣ୍ଟର ଅମୀୟ

ଫିନଲାଣ୍ଡ: ଫିନଲାଣ୍ଡର ମୋଟୋନେଟ୍ ଜିପି ଲାପିନହତିରେ ଅନୁଷ୍ଠିତ ହୋଇଥିବା ୧୦୦ମିଟର ପୁରୁଷ ବର୍ଗ ଦୌଡ ପ୍ରତିଯୋଗୀତାରେ ଓଡିଶାର ଉଦୀୟମାନ ସ୍ପ୍ରିଣ୍ଟର୍ ଅମୀୟ କୁମାର ମଲ୍ଲିକ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦.୫୫ ସେକେଣ୍ଡରେ କାଂସ୍ୟ ପଦକ ହାତେଇବା ସହ ଭାରତକୁ ପୁଣିଥରେ ଗୌରବାନ୍ୱିତ…