Latest Odisha News

BREAKING NEWS

Browsing Category

ଫିଚର

ବିଜେପିରେ ଯୋଗଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ଭବାନୀପାଟଣା : ଶାସକ ଦଳ ବିଜେଡିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଙ୍ଗଳବାର ଦିନ ବିଜେପିରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ ଭବାନୀପାଟଣା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ…

ପୂର୍ବତଟ ରେଳପଥର ୪୧ଟି ଷ୍ଟେସନରେ ଉପଲବ୍ଧ ହେଲା ୱାଇ-ଫାଇ ସେବା

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତଥା ୨୦୧୮ -୨୦୧୯ ମସିହା ମଧ୍ୟରେ ପୂର୍ବତଟ ରେଳପଥ ପରିସୀମାରେ ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଅଛି । ବର୍ତମାନ ପୂର୍ବତଟ ରେଳପଥରେ ସମୁଦାୟ ୧୦୦ ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ଉପଲବ୍ଧ ହୋଇପାରିଛି। ୨୦୧୮-୧୯ ଆର୍ଥିକ…

ନିର୍ବାଚନୀ ମାହୋଲ ସରଗରମ, ଓଡିଶା ଗସ୍ତରେ ମୋଦୀ ଓ ମାୟାବତୀ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ।…

ଓଡ଼ିଶାର କେଉଁ ବିଶେଷତା ବାରମ୍ବାର ଟାଣି ଆଣୁଛି, ଟ୍ୱିଟ୍ କରି କହିଲେ ମୋଦୀ

ନୂଆଦିଲ୍ଲୀ: ଓଡ଼ିଶାର ଭବାନୀପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, ଓଡ଼ିଶାରେ ଏମିତି କିଛି ବିଶେଷତା ରହିଛି ଯାହାକି ତାଙ୍କୁ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି ।…

ଓଡିଶାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହେବ ବୋଲି ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା…

ଖୋର୍ଦ୍ଧା: ରାଜନୈତିକ ଶତ୍ରୁତାରୁ ଗୁଳିକାଣ୍ଡ, ୨ ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳାବାଇ ଗ୍ରାମରେ ଗୁଳିକାଣ୍ଡ ଘଟି ୨ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହା ପ୍ରାକ୍ ନିର୍ବାଚନୀ ହିଂସା ବୋଲି ସନ୍ଦେହ ଉପୁଜିଛି । ପୋଲିସ ସୂତ୍ରରୁ ସୂଚନା ମିଳିଛି, ଶିବପ୍ରସାଦ…

କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା…

ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଆଣିଦେଇଛି ଓଡ଼ିଶାବାସୀଙ୍କ ଲାଗି ଏକ ଖୁସିର ଖବର । ଓଡ଼ିଶାର କନ୍ଧମାଳ ହଳଦୀକୁ ମିଳିଛି ଜିଆଇ ମାନ୍ୟତା । ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ସାଧାରଣତଃ ଅତ୍ୟଧିକ ହଳଦୀ ଚାଷ କରାଯାଇଥାଏ, ଏହି ହଳଦୀର ଔଷଧୀୟ ଗୁଣ ଅଧିକମାତ୍ରାରେ ରହିଥାଏ । ଏହି…

ଉତ୍କଳ ଦିବସରେ ଭୋଟରଙ୍କୁ ଅମିତ ଶାହଙ୍କ ଆହ୍ୱାନ: ଓଡ଼ିଆ କହିପାରୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ…

ପାରଳାଖେମୁଣ୍ଡି : ଉତ୍କଳ ଦିବସ ଅବସରରେ ଓଡିଆ ମାନଙ୍କ ଗୌରବକୁ ଆହ୍ୱାନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟରେ ଜଣେ ଓଡିଆ କହିପାରୁଥିବା ତଥା ଲୋକଙ୍କ ମନକଥା ବୁଝିପାରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ପାଇଁ ସେ ନବରଙ୍ଗପୁର ଜିଲ୍ଲାର ଉମକୋଟ ଠାରେ ଆୟୋଜିତ…

ବିଜେଡ଼ିର ଆଉ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କଟକ ଲୋକସଭା ଆସନରେ ଲଢିବେ ଭର୍ତ୍ତୃହରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ କଟକ ଲୋକସଭା ଆସନ ସମେତ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କଟକ ଲୋକସଭା ଆସନରୁ ବରିଷ୍ଠ ବିଜେଡ଼ି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ନିର୍ବାଚନ ଲଢିବେ ବୋଲି ଦଳ…

କଂଗ୍ରେସ ସପ୍ତାହକ ମଧ୍ୟରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବ

ଭୁବନେଶ୍ୱର: କଂଗ୍ରେସ ଏପ୍ରିଲ୍ ପ୍ରଥମ ସପ୍ତାହ ମଧ୍ୟରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବ ବୋଲି ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ । ଗଣମାଧ୍ୟମକୁ ସୂଚନାଦେଇ ନିରଞ୍ଜନ କହିଛନ୍ତି, କଂଗ୍ରେସର…