Latest Odisha News

BREAKING NEWS

Browsing Category

ଫିଚର

ତେଲେଙ୍ଗାନା: ଖାଇକୁ ଖସିଲା ବସ, ୪୫ରୁ ଅଧିକ ଯାତ୍ରୀ ମୃତ

ତେଲେଙ୍ଗାନା : ତେଲେଙ୍ଗାନର ଜଗତ୍ୟାଲ ଜିଲ୍ଲାରେ ଏକ ତୀର୍ଥ ଯାତ୍ରୀ ବସ ଖାଇ ତଳକୁ ଖସିବା ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ରାଜ୍ୟ ସଡକ ପରିବହନର ଏକ ବସ ତୀର୍ଥଯାତ୍ରୀ ମାନଙ୍କୁ ନେଇ କୋଣ୍ଡାଗାଟ୍ଟୁ ପାହାଡ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ଯାଇଥିଲା ଏବଂ…

ଭୁବନେଶ୍ୱରରେ ମହିଳା ହୋମର୍ଗାଡଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଜଣେ ମହିଳା ହୋମର୍ଗାଡ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଛନ୍ତି । ସୂଚନା ଅନୁଯାୟୀ ଏହି ମହିଳା ହୋମର୍ଗାଡ ଜଣଙ୍କ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ତୁରନ୍ତ…

ବିଜେଡ଼ିରୁ ଦାମଙ୍କୁ ବହିଷ୍କାର ଦାବି ତେଜିଲା

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ । ମଙ୍ଗଳବାର ଦିନ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ବିଜେଡ଼ି…

ମାଲକାନଗିରି: ଡ଼ଙ୍ଗା ବୁଡ଼ିଯାଇ ୪ଜଣ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ବାଲିମେଳା ଜଳଭଣ୍ଡାରର ବାର୍ଲାବନ୍ଧ ନଦୀଘାଟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ନଦୀରେ ଏକ ଡ଼ଙ୍ଗା ବୁଡ଼ି ଯିବାରୁ ଗତରାତିରୁ ୪ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି । ମିଳିଥିବା ସୂଚନାନୁସାରେ, ବିଲରୁ କାମ ସାରି କିଛି ଲୋକ ଡ଼ଙ୍ଗା…

କୋରାପୁଟରେ ପୋଲିସ ସହ ଗୁଳି ବିନିମୟ, କୁଖ୍ୟାତ ଅପରାଧି ଗିରଫ

ଜୟପୁର : କୋରାପୁଟ ଜିଲ୍ଲାର ଜୟପୁର ଅନ୍ତର୍ଗତ ପୁରୁଣାଗଡ ବାଇପାସ ନିକଟରେ ଆଜି ଏକ କୁଖ୍ୟତ ଅପରାଧିକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗିରଫ ଅପରାଧି ନାମ ହେଉଛି ଶିବ ଶଙ୍କର ପାଣିଗ୍ରାହୀ ଓରଫ ଜିତୁ । ଅନ୍ୟପକ୍ଷରେ ପୁରୁଣାଗଡ ବାଇପାସ ନିକଟରେ ଜିତୁ ଓ ତାର ସହଯୋଗୀମାନେ ବଡଧରଣର…

ମୟୁରଭଞ୍ଜରେ ମର୍ମନ୍ତୁଦ ଘଟଣା: ପୋଖରୀରେ ବୁଡ଼ି ୩ ଭଉଣୀଙ୍କ ମୃତ୍ୟୁ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବଡ଼ବିଲ ଗ୍ରାମରେ ଏକ ପୋଖରୀରେ ଗାଧୋଉଥିବା ବେଳେ ନାବାଳିକା ତିନି ଭଉଣୀ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନାନୁସାରେ ୮ବର୍ଷ, ୧୦ବର୍ଷ ଓ ୧୨ ବର୍ଷ ବୟସର ତିନି ଭଉଣୀ ସେମାନଙ୍କ ମାଆଙ୍କ ସହିିତ ତଡ଼ିସାହି ଗ୍ରାମର ପୋଖରୀକୁ ଗାଧୋଇବାକୁ…

ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି । ଆସନ୍ତା ୨୪ ତାରିଖରେ ଅମିତ ଶାହା ଓଡ଼ିଶା ଆସୁଥିବା କଥା ନେଇ ସୂଚନା ମିଳିଛି । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାର ପୁରୀରେ ଅନୁଷ୍ଠିତ ହେଉଥିବା ବିଜେପି ମହିଳା ମୋର୍ଚ୍ଚାର ସମାବେଶରେ ଯୋଗଦାନ…

ବସ ମାଲିକ ସଂଘଙ୍କ ବିବାଦ: ଆଜିଠୁ ଭୁବନେଶ୍ୱର-ପୁରୀ ଘରୋଇ ବସ ଚଳାଚଳ ବନ୍ଦ

ପୁରୀ/ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ବସ ମାଲିକ ସଂଘ ମଧ୍ୟରେ ଥିବା ବିବାଦ ଯୋଗୁଁ ପୁରୀରୁ ଭୁବନେଶ୍ୱର ଆସୁଥିବା ବସ ଗୁଡିକୁ ଅଟକାଇଛି ଭୁବନେଶ୍ୱର ବସ ମାଲିକ ସଂଘ । ସୂଚନା ଅନୁଯାୟୀ ପୁରୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ ହେଉଥିବା ବସଗୁଡିକର ସମୟ ନିର୍ଘଣ୍ଟକୁ ନେଇ ଏହି ୨ ସଂଘ ମଧ୍ୟରେ ବିବାଦ…

୮ଟି ସହରରେ ପ୍ରଦର୍ଶିତ ହେବ ଓଡ଼ିଆ ସିନେମା ‘କ୍ଷଣିକା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା - ଦ ଲଷ୍ଟ ଆଇଡ଼ିଆ’ ଫେଡ଼େରେସନ ଅଫ ଫିଲ୍ମ ସୋସାଇଟିସ ଅଫ ଇଣ୍ଡିଆ (ଏଫଏଫଏସଆଇ) ପକ୍ଷରୁ ୮ଟି ସହରରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ଉତ୍ସବ କୋଲକାତାର ନନ୍ଦନରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବାକୁ ଯାଉଛି ।…

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ, ୫ କୋଟି ଟଙ୍କା ପୁରସ୍କାର ଦେଲେ

ଭୁବନେଶ୍ୱର: ଜାକର୍ତ୍ତା ଏସିଆଡ଼ରେ ଭାରତୀୟ ହକି ଦଳରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ସମ୍ପର୍ଦ୍ଧିତ କରି ମୋଟ ୬ ଜଣ ଖେଳାଳିଙ୍କୁ ୫କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ରୌପ୍ୟ ପଦକ ବିଜେତା ମହିଳା ଟିମର ୪ଜଣ ଓଡ଼ିଆ…