Latest Odisha News

BREAKING NEWS

Browsing Category

ଫିଚର

ମାଲକାନଗିରି ପୋଲିସ ନିକଟରେ କୁଖ୍ୟାତ ମାଓ ଦମ୍ପତିଙ୍କ ଆତ୍ମ ସମର୍ପଣ

ମାଲକାନଗିରି : ଏବେ ମାଓ ପ୍ରବଣ ଅଞ୍ଚଳରେ ସହିଦ ଦିବସ ପାଳିତ ହେଉଥିବା ବେଳେ ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିପାରିଛି । ବହୁ ଅପରାଧରେ ଜଡ଼ିତ ଏକ ମାଓ ଦମ୍ପତି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓ ଦମ୍ପତି ହେଲେ ମାଓବାଦୀ ମୁକେଶ ଓ…

ରାଉରକେଲା: ଟ୍ରକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ, ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ ଯୋଗୁଁ ଉତ୍ତେଜନା ବୃଦ୍ଧି

ରାଉରକେଲା : ରବିବାର ସକାଳ ରାଉରକେଲା ସହରର ଜନ ଗହଳିପୂର୍ଣ୍ଣ ସ୍ଥାନ ହକି ଛକରେ ଏକ ଟ୍ରକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ ମୃତମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ୧୪୩ ନଂ…

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ସତ୍ୟଜିତ ମହାନ୍ତି ହେଲେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ କମିଶନର

ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିଭାଗ ଓ ପଦବୀ ଅଦଳ ବଦଳ କରିଛନ୍ତି । ଆଜି ମିଳିଥିବା ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ୧୯୮୮ ବ୍ୟାଚର ଅଫିସର ସତ୍ୟଜିତ ମହାନ୍ତି ଯିଏକି ବର୍ତ୍ତମାନ ଏଡ଼ିଜି (ପ୍ରୋଭିଜନାଲ)ଭାବେ କର୍ତ୍ତବ୍ୟରତ ତାଙ୍କୁ ଦୈତ୍ୟ ନଗରୀ…

କ୍ଷେତ୍ରସ୍ତରୀୟ ତଦାରଖ ମାଧ୍ୟମରେ ରାଜପଥ ଏବଂ ରେଳବାଇ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବୃହତ ପୁଞ୍ଜି ନିବେଶ ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ ହୋଇଛି । ସଡ଼କ ଓ ରେଳପଥ ଆଦି ଭିତ୍ତିଭୂମୀ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଓ ଜବର ଦଖଲ ଉଚ୍ଛେଦ ଆଦି କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକର ପ୍ରାୟତଃ ସମାଧାନ ହୋଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ…

ବାବୁସାନଙ୍କୁ ସାଥ୍ ଦେଲେ ସୁନ୍ଦରୀ ସନମୀରା: ‘ଲୋକାଲ୍ ଟୋକା ଲଭ୍ ଚୋଖା’ ରେ ଜମିଲା ଦୁହିଁଙ୍କ ଯୋଡ଼ି

ଭୁବନେଶ୍ୱର : ସୁନ୍ଦରୀ ସନମୀରା ପୁଣି ଫେରିଛନ୍ତି ରୂପେଲୀ ପରଦାକୁ । ଏଥର କିନ୍ତୁ ଦର୍ଶକ ସାନ୍ ମାନେ ବାବୁସାନ୍ ଙ୍କ ସହିତ ସନମୀରାଙ୍କୁ ରୋମାଣ୍ଟିକ୍ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଫିଲ୍ମରେ ଦେଖିବାକୁ ପାଇବେ । ଅଗଷ୍ଟ ୧୦ରେ ରିଲିଜ୍ ହେବାକୁ ଥିବା ଏହି ଓଡ଼ିଆ ସିନେମାଟି ଦର୍ଶକଙ୍କୁ ବେଶ୍ ଛୁଇଁ…

ଗ୍ୟାଙ୍ଗଷ୍ଟର୍ ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ପୁଲିସ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ ପୁଲିସ ଗିରଫ କରିଛି । ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କଲା ପରେ ବାପୁ ନାମରେ ଭାରତୀୟ ଦଣ୍ଡ ବିଧି ଆଇନ ଦଫା ୩୮୭, ୫୦୬ ଓ ୧୨୦ବି , ୩୪, ୨୫, ଓ ୨୭ ଲଗାଇଛି…

ହେପାଟାଇଟିସ୍ ବି ରୋଗ କ୍ଷେତ୍ରରେ ଅଜ୍ଞତା ହିଁ ସବୁଠାରୁ ଚିନ୍ତାର କାରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଭାରତ ସ୍କାଉଟ ଏବଂ ଗାଇଡ଼ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ନୋବେଲ୍ ବିଜେତା ପ୍ରଫେସର ସାମୁଏଲ ବ୍ଲୁମବର୍ଗ ହେପାଟାଇଟିସ ଭାଇରସର ଆବିଷ୍କାର କରିବା ସହିତ…

ମାଓବାଦୀଙ୍କ ବର୍ବରତା, ପୁଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ପୁଣି ଦେଖିବାକୁ ମିଳିଛି । ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀମାନେ । ଆନ୍ଧ୍ରପ୍ରଦେଶର କୁମକୁମପୁଡ଼ି ଗ୍ରାମରେ ସନ୍ଥଳା ଜୟରାମ ନାମକ ଏକ ଯୁବକଙ୍କୁ ମାଓବାଦୀମାନେ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା…

ଭୁବନେଶ୍ୱର : ଇସ୍କନ ମନ୍ଦିର ସମ୍ମୁଖ ଜବରଦଖଲ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର : ଶନିବାର ସକାଳେ ସ୍ଥାନୀୟ ୧୬ନଂ ଜାତୀୟ ରାଜପଥ କଡ଼ରେ ଜୟଦେବ ବିହାରରେ ଥିବା ଇସ୍କନ ମନ୍ଦିର ସାମ୍ନାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ଏକାଧିକ ଜେସିବି ମେସିନ ଲଗାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ବିଏମସି ଓ ବିଡ଼ିଏର ମିଳିତ…