Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଗରିବ ଲୋକଙ୍କ ଲାଗି ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଅକ୍ଟୋବର ୨ରୁ ହେବ…

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି । ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରହିଥିବା ଗରିବ ଲୋକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ ରୂପେ…

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି…

ଶତାବ୍ଦୀର ବିରଳ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଲା, ଲୋହିତ ରଙ୍ଗରେ ରଙ୍ଗୀନ ହେଲା ଚନ୍ଦ୍ର

ଭୁବନେଶ୍ୱର : ଶୁକ୍ରବାର ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ତଥା ବିରଳ ଚନ୍ଦ୍ରଗ୍ରହଣ ଦେଖିପାରିଛନ୍ତି ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ସାଧାରଣ ଜନତା । ଭାରତୀୟ ସମୟ ଠିକ ରାତି ୧୧ଟା ୫୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇଥିଲା । ଆରମ୍ଭରୁ ଚନ୍ଦ୍ର ଆଂଶିକ ଭାବେ ଦୃଶ୍ୟମାନ ହୋଇ…

ରୂପେଲୀ ପରଦାକୁ ଫେରୁଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା !

ମୁମ୍ବାଇ : ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଦିନ ବ୍ୟବଧାନ ପରେ ଫେରୁଛନ୍ତି ରୂପେଲୀ ପରଦାକୁ । ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଫନି ଖାଁ’ ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ହେବାକୁ ଥିବା ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏହି ସିନେମା ‘ଫନି ଖାଁ’କୁ ନେଇ…

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ଐତିହାସିକ କ୍ୟାବିନେଟ୍ ଗଠନ

ଭୁବନେଶ୍ୱର: ପୁରୀଠାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ଙ୍କ ଐତିହାସିକ ନିଷ୍ପତ୍ତିର ଫଳଶ୍ରୁତି ସ୍ୱରୂପ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ନୂତନ ବିଭାଗ ଭାବରେ ଗଠିତ ହୋଇଛି । ଏହି କ୍ୟାବିନେଟ୍‌ଙ୍କ ଅନ୍ୟ ଏକ ଅଭିନବ ନିଷ୍ପତ୍ତି ହେଉଛି ଐତିହ୍ୟ କ୍ୟାବିନେଟ୍ ଗଠନ । ମାନ୍ୟବର…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଥମ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଥମ ‘ସିକନ୍ଦର ଆଲାମ ସ୍ମୃତି ସମ୍ମାନ’ରେ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାରକୀ ଓ ପଟ୍ଟବସ୍ତ୍ର ଦେଇ ପ୍ରଣବ…

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏକ ଉତ୍ସବରେ ବିଜୁ ଯୁବ ବାହିନୀର ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମକୁ ବୃକ୍ଷରୋପଣ କରି ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ପରିବେଶର ସୁରକ୍ଷା ପାଇଁ ଗଛର ମହତ୍ୱ ବେଶୀ । ତେଣୁ ରାଜ୍ୟ…

କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି: ଆଗକୁ ବର୍ଷା, ଲୋକେ ଆତଙ୍କିତ

ଧାମନଗର/ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି । ଗୋପବନ୍ଧୁ ନଗର ନିକଟବର୍ତ୍ତୀ ତରେଇସାହି ଗ୍ରାମ ନିକଟରେ କୋଚିଳା ନଦୀବନ୍ଧରେ ଦେଖା ଦେଇଛି ପ୍ରାୟ ୫୦ ଫୁଟର ଫାଟ । ଆଗକୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏବେ ନଦୀବନ୍ଧ…

କଡ଼ା ନିରାପତ୍ତା ବଳୟରେ ଅନୁଷ୍ଠିତ ହେବ ବିଶ୍ୱକପ ହକି, ସୁରକ୍ଷା ଦାୟିତ୍ୱ ନେବେ ଏନ.ଏସ.ଜି କମାଣ୍ଡୋ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଫଳତା ଏବେ ଶୀର୍ଷରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ବିଶ୍ୱକପ ହକିର ପ୍ରସ୍ତୁତି । ଆସନ୍ତା ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରତିଯୋଗିତାର…

ଭୁବନେଶ୍ୱରରୁ ଅହମ୍ମଦାବାଦ ଓ ହାଇଦ୍ରାବାଦ ଉଡ଼ିବ ବିମାନ, ସେପ୍ଟେମ୍ବର ୨ରୁ ଇଣ୍ଡିଗୋ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରୁ ଗୁଜରାଟ ସିଧା ବିମାନ । ଭୁବନେଶ୍ୱରରୁ ଉଡ଼ିବ ବିମାନ ଅହମ୍ମଦାବାଦକୁ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ହାଇଦ୍ରାବାଦ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ବିମାନ ଚଳାଚଳ ସୁବିଧା ଯାତ୍ରୀମାନଙ୍କ ଲାଗି କରାଯାଇଛି ।…