Latest Odisha News

BREAKING NEWS

Browsing Category

ସହର

City

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଇ-ସାଇମୁନ୍ ୨୦୨୧ ଉଦଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍)ର ନବମ ସଂସ୍କରଣ ଉଦଯାପିତ ହୋଇଯାଇଛି । ଜୁଲାଇ ୩୦ ଓ ୩୧ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ । ଏଥିରେ ବିଶ୍ୱର ୨୦ଟି ଭିନ୍ନ ଭିନ୍ନ ଦେଶର ୬୨ଟି…

ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର, ଅର୍ଥ ସହାୟତା ଲୋଡ଼ିଲେ ପରିବାର ଲୋକ

ଭୁବନେଶ୍ୱର: ରାଜ୍ୟରୁ ଆଉ ଜଣେ କରୋନା ସଂକ୍ରମିତଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଆଦିତ୍ୟ କୁମାର ପାତ୍ରଙ୍କୁ ସ୍ପର୍ଶ ହସ୍ପିଟାଲରୁ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଦିତ୍ୟ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଓଡ଼ିଶା ଷ୍ଟେଟ ସିଡ୍ସ…

କାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍ । ମୋଟ୍ ୨୫ଟି ରୁଟରେ ୧୯୪ଟି ମୋ ବସ୍ ଚଳାଚଳ ଆରମ୍ଭ କରିବ । ଏହି ସୂଚନା ଦେଇଛି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟ୍‌ । କରୋନା କଟକଣା ଯୋଗୁଁ ଏବେ ୧୭ ରୁଟ୍‌ରେ ୮୭ଟି ମୋ ବସ୍‌ ଚାଲୁଛି । ଆଜିଠାରୁ ଅନଲକ୍…

ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡରର କାର୍ଯ୍ୟ

ପୁରୀ : ଐତିହ୍ୟ କରିଡର ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓ ବି ସି ସିକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ଅନୁସାରେ କରିଡର ଭିତରେ ଥିବା ସମସ୍ତ ମଠକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ପୁନଃ ସ୍ଥାପନ କରାଯିବ । ପ୍ରଥମେ ଲଙ୍ଗୁଳି ମଠ, ବଡ ଛତା ମଠ ଓ ଛାଉଣୀ ମଠକୁ…

ସହରରେ ବିଶୁଦ୍ଧ ଜଳ ଯୋଗାଣ

ପୁରୀ : ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମିକ୍ଷା କରିଛନ୍ତି। ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିବା ଏହି…

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପୂରଣ ହେଲା ଟାର୍ଗେଟ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ୧୦ଲକ୍ଷ ୫୯ହଜାର ୭୫୩ ଜଣ । ୭ଲକ୍ଷ ୭୬ହଜାର…

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି…

ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଅଫିସର । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର ସମେତ ସମ୍ପର୍କୀୟଙ୍କ ଘରେ ବି ରେଡ୍…

କ୍ରୀଡାବିତଙ୍କ ପାଇଁ ସାଇକେଲ ଶୋଭାଯାତ୍ରା

ପୁରୀ : ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିବା ପାଇଁ ଉର୍ଜାବାନ ଓଡିଶା ତରଫରୁ ସାଇକେଲ ଶୋଭାଯାତ୍ରା l ଟୋକିଓ ଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାଗନେଉଥିବା ଭାରତୀୟ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ଆଜି "ଉର୍ଜାବାନ ଓଡିଶା" ତରଫରୁ ଶ୍ରୀମନ୍ଦିରଠାରୁ…

ଓଡ଼ିଶାରେ ବିରଳ ନାଲି ବଗ

କେଦ୍ରାପଡା: ଓଡ଼ିଶାରେ ବିରଳ ନାଲି ବଗ । ଓଡ଼ିଶାର ଦେଖା ଦେଇଛି ଏକ ଅତି ବିରଳ ନାଲି ରଙ୍ଗର ବଗ । କେଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ଜମ୍ବୁ ଲୁଣାଜଙ୍ଗଲ ପାର୍ଶ୍ଵରେ ଦେଖା ଦେଇଛି ନାଲି ରଙ୍ଗର ବଗ । ଚାଷ ଜମିରେ ଚାଷ ପାଇଁ ଟ୍ରାକ୍ଟର ହଳ କରୁଥିବା…