Latest Odisha News

BREAKING NEWS

Browsing Category

ସହର

City

ଆଇପିଏସ୍ ସ୍ତରରେ ଅଦଳବଦଳ, ଦୀପ୍ତେଶ ପଟ୍ଟନାୟକ ଜେଲ୍ ଆଇଜି

ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଦୀପ୍ତେଶ ଏବେ ଆଇଜିପି ଭାବରେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ…

ଶ୍ରୀମନ୍ଦିରରେ ଭିଡ଼ ନେଇ କଟକଣା

ପୁରୀ : ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଲାଗିବ ଭିଡ଼ । ଏନେଇ ଏବେଠାରୁ କଟକଣା । ମହାପ୍ରସାଦ ନେବା ପାଇଁ ଭକ୍ତଙ୍କ ବେଶ ଭିଡ଼ ହୋଇ ଥାଏ । ତେବେ କୋଭିଡ ସମୟରେ କିଭଳି ଭକ୍ତଙ୍କ ଗହଳି କମ ରହିବ ଏବଂ ଶୃଙ୍ଖଳିତ ଭାବେ ସମସ୍ତେ ମହା ପ୍ରସାଦ ପାଇ ପାରିବେ ସେନେଇ ପ୍ରଶାସନ ପକ୍ଷରୁ…

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ

ସୁବର୍ଣ୍ଣପୁର : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ । ଖୁବ୍ ଶୀଘ୍ର ସମାଧାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଚାଷୀଙ୍କ…

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ବିନା ରୋଷଣୀରେ ହେବ ଦେବ ବିବାହ

ଭୁବନେଶ୍ଵର : ବାଜିବନି ବାଜା , ହେବନି ରୋଷଣୀ । ବିନା ଭକ୍ତ ଏବଂ ରୋଷଣୀରେ ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ପର । ଏଥର ୭ଜଣ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ସଂକ୍ରମଣ କମିଯାଇଛି ହେଲେ କୋଭିଡ କଟକଣା ଭିତରେ…

ଓଡ଼ିଆ ଡାକ୍ତରଙ୍କ ମାଟି ପାଇଁ ମମତା

ବଲାଙ୍ଗିର : ଦୂରରେ ଥାଇ ବି ଭୁଲି ନାହାନ୍ତି ନିଜ ଭିଟାମାଟି ମୋହ । ଜନ୍ମିତ ମାଟି ମାଆକୁ ପାସୋରି ନାହାନ୍ତି ଯୁବ ଡାକ୍ତର ଚିତ୍ତରଞ୍ଜନ ଯୋଷୀ। କରୋନା ଭଳି ମହାମାରୀ ସମୟରେ ବଲାଙ୍ଗିର ଜିଲ୍ଲାର କୋଭିଡ ସ୍ଥିତି ସୁଧାରିବାକୁ ଆଗେଇ ଆସିଛନ୍ତି ଡାକ୍ତର ଚିତ୍ତରଞ୍ଜନ। ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ…

କ୍ଷୟକ୍ଷତି ଆକଳନ କରିବାକୁ ଗାଁରେ କେନ୍ଦ୍ରୀୟ ଟିମ୍

ବାରିପଦା: ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ କରିବାକୁ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍ | ବାତ୍ୟା ‘ୟାସ’‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ | ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚି ଥିଲେ । ଏହି ଟିମ୍ କପ୍ତିପଦା…

ବିଚ୍ ରାସ୍ତାରେ ନିର୍ମମ ହତ୍ୟା

ଭୁବନେଶ୍ୱର: ବିଚ୍ ରାସ୍ତାରେ ନିର୍ମମ ହତ୍ୟା । ଫିଲ୍ମ ଷ୍ଟାଇଲରେ ବାପା ଆଗରେ ପୁଅକ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ରାଜଧାନୀ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ । ଖୋଦ୍ ରବୀନ୍ଦ୍ର ସାହୁଙ୍କ ଘର ସାମନାରେ ଘଟିଛି ଏହି ଘଟଣା । ବାପାଙ୍କ ଉପସ୍ଥିତିରେ ପୁଅକୁ ଘରୁ…

କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର

ବଲାଙ୍ଗୀର: କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର । ଜୀବନ ଯୁଦ୍ଧରେ ହାରିଗଲେ ବଲାଙ୍ଗୀର ଏଚଆରପିସି ଡିଏସପି ଶେଷ ଦେବ ବରିହା । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ…

ମୟୁରଭଂଜରେ ଅବକାରୀ ଚଢାଉ, ମଦ ଜବତ ଜଣେ ଗିରଫ

ବାରିପଦା: ସମଗ୍ର ରାଜ୍ୟରେ କରୋନା କହର । ହେଲେ ଅଧିକାଂଶ ଜିଲ୍ଲାରେ ଥମିନି ନକଲି ମଦ କାରବାର । ପ୍ରତିଦିନ କେଉଁଠି ନା କେଉଁଠି ଅବକାରୀ ବିଭାଗର ଚଢାଉରେ ଧରାପଡୁଛି ବିପୁଳ ପରିମାଣର ବେଆଇନ ଅଥବା ନକଲି ମଦ । ହେଲେ ସୁଧୁରିବାକୁ ନାଁ ଧରୁନାହାଁନ୍ତି ନିଶା ବେପାରୀ । ଆଜି ମୟୁରଭଂଜ ଅବକାରୀ…