Latest Odisha News

BREAKING NEWS

Browsing Category

ସହର

City

ହାରିଗଲେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’…

ଅନୁଗୁଳ: ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା…

ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି,୧୫ ଦିନ ମଧ୍ୟରେ ସମାଧାନ ନିର୍ଦ୍ଦେଶ

କଟକ:  ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି । କଟକରେ ଉପୁଜୁଛି ଜଳବନ୍ଦୀ ସ୍ଥିତି । ବିଶେଷ କରି ମହାନଦୀବିହାର ଅଞ୍ଚଳରେ ଅଳ୍ପ ବର୍ଷାରେ ବି ସମସ୍ୟା ଉପୁଜୁଛି । ଏନେଇ ଖୁବଶିଘ୍ର ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇଛି ପ୍ରଶାସନ । ରାସ୍ତା ମରାମତି ସହିତ ଜଳ ନିସ୍କାସନ କିଭଳି ସୁରୁଖୁରୁରେ…

ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ । କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ।  ଖବର ପାଇ କାମାକ୍ଷାନଗର…

ମା’ ଉଗ୍ରତାରା ପୀଠରେ ୧୪୪ ଧାରା

ଭୂଷଣ୍ଢପୁର : ମା’ ଉଗ୍ରତାରା ପୀଠରେ ଲାଗୁ ହେଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଭୂଷଣ୍ଢପୁର ମୂଳିଝର ଗଡ଼ ସ୍ଥିତ ମା’ ଉଗ୍ରତାର ପୀଠ । ମା’ଙ୍କର ମୂଖ୍ୟ ପର୍ବ ଦୁଇଟି ଦଶହରା ଓ ରଜ ପର୍ବ । କରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ…

ଉଦ୍ଧାର ପାଇଁ ଦାଦନର ଗୁହାର

ବିନିକା :କରୋନା ଯୋଗୁ ସ୍ଥିତି ବଦଳିଯାଇଛି । ବହୁ ଲୋକ ରୋଜଗାର ହରାଇଥିବା ବେଳେ କିଛି ରୋଜଗାର କରିବାକୁ ବାହାରକୁ ଯାଇ ଅତ୍ୟାଚାରିତ ହେଉଛନ୍ତି । ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡିଛନ୍ତି ଦମ୍ପତି । ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ…

ବାପା ପୁଅଙ୍କୁ ଗଳା କାଟି ହତ୍ୟା

ଗଜପତି : ବାପା ପୁଅ ଙ୍କୁ ଗଳା କାଟି ହତ୍ୟା l ଘଟିଛି ଅଭାବନୀୟ ଘଟଣା । ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ l ଗ୍ରାମର ଲୁକା ଦଳବେହେରା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି l ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ…

ଟିକାକରଣ ଅଭିଯାନରେ ଡ୍ରୋନ୍

ଭୁବନେଶ୍ୱର: ଦେଶରେ ଅପହଞ୍ଚ ଇଲାକାରେ ପହଂଚିବ ଡ୍ରୋନ୍ । କରୋନାକୁ ନିୟନ୍ତ୍ରଣ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହେବ ଡ୍ରୋନ୍ । ଏବେ ଏହି ଟିକା କରଣ ଅଭିଯାନକୁ ଦୂର ଦୂରାନ୍ତରେ ପହଂଚାଇବାକୁ ପ୍ରୟାସ  । ଦେଶର ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ଟିକା ପହଞ୍ଚାଇବେ ସରକାର ।…

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର…

ବିନା ଭକ୍ତରେ ସ୍ନାନ ଯାତ୍ରା

ପୁରୀ : ବିନା ଭକ୍ତରେ ସ୍ନାନ ଯାତ୍ରା । ଚଳିତମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁ ବ୍ରହ୍ମଙ୍କ ସ୍ନାନଯାତ୍ରା । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ…

ଯବାନଙ୍କୁ ମାଡ ଅଭିଯୋଗ ,ଥାନାରେ ଏତଲା

ଗୁଣୁପୁର : ଯବାନଙ୍କୁ ମାଡ ଅଭିଯୋଗ । ଆଇଆରଵି ଏନ ଯବାନଙ୍କୁ କମାଣ୍ଡାଣ୍ଟଙ୍କ ମାଡ଼ ଅଭିଯୋଗ । ଘଟଣା ନେଇ ଥାନାରେ ଏତାଲା ଦିଆଯାଇଥିବା ବେଳେ ଯବାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୟଗଡା ଜିଲ୍ଲାର ଗୁଣୁପୁର ଭାମିନି ପୋଲିସ ବାଟାଲିଅନରେ ଘଟିଛି ଘଟଣା । କମାଣ୍ଡାଣ୍ଟ…