Latest Odisha News

BREAKING NEWS

Browsing Category

ସହର

City

ଷ୍ଟିଲ ସିଟିର ତିନି ସରକାରୀ ଶିକ୍ଷକଙ୍କୁ କରୋନା

ରାଉରକେଲା: ସରକାରୀ ହାଇସ୍କୁଲର ୩ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଗୋଟିଏ ସ୍କୁଲର ହୋଇଥିବା ଜଣାପଡିଛି । କରୋନା ମହାମାରୀ କାରଣରୁ ଗତ ନଅମାସ ଗହେଲା ସ୍କୁଲ ବନ୍ଦ ରହିଥିବା । ତେବେ…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…

୨୧ ସ୍ୱାଗତମ ୨୧ ଅନଲାଇନ କଳା ଶିବିର ଉଦଯାପିତ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ ସ୍ୱାଗତମ ୨୧ ଶୀର୍ଷକ ଚାରି ଦିନିଆ ଅନଲାଇନ କଳା ଶିବିର ଶେଷ ଦିନରେ ୱେବିନାର ଜରିଆରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଲନା କରିଥିଲେ । ଇଷ୍ଟର୍ଣ୍ଣ…

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ସଂସ୍କୃତି ସଂସ୍କୃତି "ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ "ଭଲ ପାଇବାର ବର୍ଷ ୨୦୨୧" ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ…

ଯୁଆଡେ ଦେଖ ସବୁ ନକଲି, ରାଜଧାନୀରୁ ନକଲି ଘିଅ କାରଖାନା ଠାବ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣରେ ନକଲି ଘିଅ ଜବତ ହୋଇଛି । କଟକରୁ ଲଗାତାର ନକଲି ଖାଦ୍ୟ ସାମଗ୍ରୀ ଜବତ ହେବା ପରେ ଏବେ ଭୁବନେଶ୍ବରରୁ ଭେଜଲ ଘିଅ କାରଖାନା ଠାବ କରିଛି ପୋଲିସ । ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ଚଢାଉ କରି ବିପୁଳ ପରିମାଣର…

୧୬ ତାରିଖରେ ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା । ଆସନ୍ତା ୧୬ ତାରିଖରେ ଟିକାକରଣ ଶୁଭାରମ୍ଭ ହେବ । ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଭ୍ୟାକସିନ୍ ଲଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ,…

ଭୁବନେଶ୍ୱର-ପୁନେ ମଧ୍ୟରେ ଖୁବଶୀଘ୍ର ଏୟାର ଏସିଆ ବିମାନ ସେବା

ଭୁବନଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଉଡ଼ିବ ବିମାନ । ଭୁବନେଶ୍ୱର-ପୁଣେ ମଧ୍ୟରେ ଆରମ୍ଭ ହେବ ବିମାନସେବା । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ…

ରାଜଧାନୀରୁ ଜବତ ହେଲା ୨ ଟନରୁ ଅଧିକ ଓଜନର ପଲିଥିନ୍

ଭୁବନେଶ୍ୱର: ବେଆଇନ ପଲିଥିନ୍ ତିଆରି ଫ୍ୟାକ୍ଟ୍ରି ଉପରେ ବିଏମସିର ଚଢଉ । ଆଜି ରାଜଧାନୀର ଆଇଗିଣିଆ ଅଂଚଳରେ ଥିବା ବିଏମସି ଏକ ସ୍କ୍ୱାର୍ଡ ଚଢଉ କରି ୨ଟନରୁ ଅଧିକ ପଲିଥିନ୍ ଜବତ କରିଛି । ନିଷିଦ୍ଧ ହୋଇଥିବା ସାମଗ୍ରୀ ଗଚ୍ଛିତ ଓ ବିକ୍ରି କରୁଥିବା ଅଭିଯୋଗରେ କାରଖାନାର ମାଲିକଙ୍କୁ ୫୦ ହଜାର…

କଟକ ହୋଲସେଲ ଗୋଦାମରେ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଚଢ଼ାଉ

କଟକ : ଜିଏସଟି ଫାଙ୍କିବା ଅଭିଯୋଗରେ କଟକର ଏକ ହୋଲସେଲ ଗୋଦାମରେ ଆଜି ଚଢଉ ହୋଇଛି । ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣା ନଗର ଅଞ୍ଚଳରେ ଥିବା ଏକ ବଡ ହୋଲସେଲ ଗୋଦାମରେ ଜିଏସଟି ଟିମ୍‌ର ଅଧିକାରୀ ପହଞ୍ଚି ଗୋଦାମର ଜିନିଷକୁ ଯାଞ୍ଚକରିବା ସହ କାଗଜପତ୍ରକୁ ଦେଖିଥିଲେ । ଗୋଦାମରେ ସିଗାରେଟ,…

ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ

କଟକ: ଆଜି କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ତେବେ ସେ ପର୍ସନାଲିଟି ଡିଜଅର୍ଡର ରୋଗରେ ପୀଡିତ ଥିବା ମାନସିକ ରୋଗ ଗିଭାଗର ଡାକ୍ତର କହିଛନ୍ତି । ପ୍ରତି ସପ୍ତାହରେ ସେ କାଉନସେଲିଂ ହେବାକୁ ଆସିବେ ବୋଲି ଡାକ୍ତର ପରାମର୍ଶ ଦେଇଥିବା…