Latest Odisha News

BREAKING NEWS

Browsing Category

ସହର

City

ମହାମାରୀ ସତ୍ତ୍ୱେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର: ଚଳିତ ବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ୨୦୨୦-୨୧ ବ୍ୟାଚ୍ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମିଳିଛି । ଜୁଲାଇ ୧ରୁ ଅନ୍-ଲାଇନ୍ ମାଧ୍ୟମରେ କିଟ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍…

ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁର୍ଲା ଭିସୁଟ୍ କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି । ବିଶ୍ବବିଦ୍ୟାଳୟର କୌଣସି ଆର୍ଥିକ କାରବାର ନିଷ୍ପତ୍ତି ନେଇପାରିବେନି କୁଳପତି । କୁଳାଧିପତିଙ୍କ ଅନୁମୋଦନ ବିନା…

ରାଜ୍ୟରେ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ ୮୨ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ଏପ୍ରିଲ ମାସରେ ବଢିପାରେ ବିଦ୍ୟୁତ ଦର 

ଭୁବନେଶ୍ୱର: ୨୦୨୧-୨୨ ବର୍ଷର ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଓଇଆରସିରେ ଶୁଣାଣି ଆରମ୍ଭ ହୋଇଛି । ଆଜି ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଓ ଓଏଚ୍‌ପିସି ଶୁଣାଣିରେ ଭାଗ ନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି…

ଗଞ୍ଜେଇ ଚୋରା ଚାଲାଣ, କାର୍ ସହ ୫୫ କିଲୋ ଗଞ୍ଜେଇ ଜବତ

ପାରାଦୀପ: ପାରାଦୀପ ଅବକାରୀ ବିଭାଗର ଚଢ଼ାଉ । ୫୫ କିଲୋ ଗଂଜେଇ ସହ ଗୋଟିଏ ଟୟୋଟା ଇଟିୟସ କାର୍ ଜବତ । ସୂଚନାଯୋଗ୍ୟ ଯେ, ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢାଉ ବେଳେ ୫୫ କିଲୋ ଗଂଜେଇ ଜବତ ହୋଇଛି । ଘଟଣାସ୍ଥଳରୁ…

ତୋଷାଳି ମେଳା ଉଦଯାପିତ: ଏବର୍ଷ ୧୨ କୋଟିର ବ୍ୟବସାୟ

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ତୋଷାଳି ମେଳା । ଶେଷ ଦିନରେ ମେଳା ବୁଲି ଦେଖିଲେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୂରଲୀଧର । ତାଙ୍କ ସହ ଉପସ୍ଥିତ ଥିଲେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର ବିଭିନ୍ନ ଷ୍ଟଲ ବୁଲି…

ଅଭୟଚାନ୍ଦପୁର ପୋଲିସକୁ ଆକ୍ରମଣ କଲେ ଗ୍ରାମବାସୀ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ପାରାଦୀପ ଗଡ଼ ଗ୍ରାମର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଛନ୍ତି । ଥାନା ଗାଡ଼ିରୁ ଅଭିଯୁକ୍ତ ଯୁବକକୁ ନେଇ ଯାଇଛନ୍ତି…

ମହିଳାଙ୍କ ଉଲଗ୍ନ ଭିଡିଓ ଉତ୍ତୋଳନ କରି ଯୁବକ ଗିରଫ

ଭୁବନେଶ୍ୱର: ଜଣେ ମହିଳା ଗାଧୁଥିବା ବେଳେ ତାଙ୍କ ଅଜାଣତରେ ଜଣେ ଦୁର୍ବୃତ୍ତ ଉଲଗ୍ନ ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ସେ ଇଣ୍ଟରନେଟ୍‌ରେ ଏହାକୁ ଭାଇରାଲ୍‌ କରିଥିଲା । ମହିଳା ଜଣଙ୍କ ଏ ବିଷୟରେ ଜାଣିବାପରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ରବି…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…

ବିମାନବନ୍ଦର ସ୍ଥାପନ ନେଇ ସପ୍ତମ ପଥପ୍ରାନ୍ତ ସଭା

ବ୍ରହ୍ମପୁର: ବ୍ରହ୍ମପୁର ଆଂକୁଲି ଛକଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି ।  ବ୍ରହ୍ମପୁରଠାରେ ବିମାନ ବନ୍ଦର ସ୍ଥାପନ ନେଇ…