Latest Odisha News

BREAKING NEWS

Browsing Category

ସହର

City

ସାନିଟାଇଜ୍‌ ହେଲା ପୁରୀ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚାରିପାଖ

ପୁରୀ: କରୋନା ମହାମାରୀ କବଳରୁ ବର୍ତ୍ତିବା ଲାଗି ଏବେ ସାରା ଓଡ଼ିଶାରେ ଜାରି ରହିଛି ଲକ୍‌ଡାଉନ୍ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଭକ୍ତମାନଙ୍କ ଲାଗି ବନ୍ଦ ରହିଥିଲେ ମଧ୍ୟ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଦୈନିକ ନୀତିକାନ୍ତି ଚାଲୁ ରହିଛି । କରୋନା ଭୂତାଣୁ…

ଖୁବ୍ ଶୀଘ୍ର ବୁର୍ଲା ଭିମସାର ଓ ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ କୋଭିଡ୧୯ ନମୁନା ପରୀକ୍ଷା

ଭୁବନେଶ୍ୱର : କୋଭିଡ୧୯ ନମୁନା ପରୀକ୍ଷଣ ପାଇଁ ବୁର୍ଲା ଭିମ୍‌ସାର ଓ ରାଉରକେଲା ଆଇଜିଏଚ୍‌କୁ ମିଳିଲା ଅନୁମତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ କିଣାଯାଇଥିବା ଟେଷ୍ଟିଂ କିଟ୍ ରାଜ୍ୟରେ ଅଧିକରୁ ଅଧିକ ନମୁନା…

ଆପଣଙ୍କ ଅଂଚଳରେ ଖୋଲା ରହିଛି ଏହି ସବୁ ତେଜରାତି ଦୋକାନ

ଭୁବନେଶ୍ୱର : ରାଜଧାନୀରେ ଲକ୍ ଡାଉନ ବେଳେ ଦୋକାନବଜାର ଉପରେ କଟକଣା ରହିଛିି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ କୌଣସି କଟକଣା ଲଗାଯାଇନାହିଁ । ଏବେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତେଜରାତି ସାମଗ୍ରୀ ପାଇଁ ବିଭିନ୍ନ ୱାର୍ଡରେ ଖୋଲା ରହିଥିବା ଦୋକାନମାନଙ୍କର…

ଆସନ୍ତାକାଲିଠୁଁ ‘ଆରଏମଆରସି’ରେ ହେବ ଦୈନିକ ୧୦୦୦ଟି କୋଭିଡ୍‌-୧୯ ଟେଷ୍ଟ

ଭୁବନେଶ୍ୱର: ଶନିବାର ଠାରୁ ରାଜ୍ୟରେ ଦୈନିକ ୧୧୦୦ଟି କୋଭିଡ୍‌-୧୯ ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଶୁକ୍ରବାର ଦିନ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇ କହିଛନ୍ତି ଯେ, ଏବେ ଆରଏମଆରସି, ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ଏବଂ…

ଓଡିଶାରେ ପ୍ରଥମ ଥର ପାଇଁ ଦୁଇ ଶିଶୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ପଜିଟିଭଙ୍କ ମଧ୍ୟରେ ଦୁଇ ଶିଶୁ । ଗୁରୁବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭଙ୍କ ମଧ୍ୟରେ ୫ ବର୍ଷ ଓ ୯ ବର୍ଷର ଦୁଇଜଣ ଶିଶୁ କନ୍ୟା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଶିଶୁଙ୍କ ସମେତ କରୋନା ପଜିଟିଭ…

ପୁରୀରେ ଲକ୍‌ଡାଉନ୍‌: ଏବେବି ବଞ୍ଚିଛି ମାନବିକତା

ପୁରୀ: ମହାମାରୀର ଭୟାବହତା ମଧ୍ୟରେ ମଧ୍ୟ ମାନବିକତାର ଜ୍ୱଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି । ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ପୁରୀରେ କିଛି ଏନଜିଓ ଏବଂ ସରକାରୀ ସଂସ୍ଥା ଦ୍ୱାରା ଗରିବ ଓ ଅସହାୟ ମାନଙ୍କୁ ଦୈନିକ ଭୋଜନ…

ବ୍ରହ୍ମପୁର ଏମକେସିଜିକୁ ମିଳିଲା କୋଭିଡ୧୯ ନମୁନା ପରୀକ୍ଷା ଅନୁମତି

ବ୍ରହ୍ମପୁର: କୋଭିଡ୧୯ ପରୀକ୍ଷା ପାଇଁ ବ୍ରହ୍ମପୁର ଏମକେସିଜିକୁ ଅନୁମତି । ଏମକେସିଜି ମେଡିକାଲ କଲେଜକୁ ଏହି ଅନୁମତି ଦେଇଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) । ଦକ୍ଷିଣ ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏଠାରେ ପରୀକ୍ଷଣ ଆରମ୍ଭ ହେବ । ବର୍ତ୍ତମାନ ଭୁବନେଶ୍ୱରର…

ଆଜି ଭୁବନେଶ୍ୱରରେ ପହଞ୍ଚିବ ୪୦୦୦ କୋଭିଡ୍‌-୧୯ ଟେଷ୍ଟ କିଟ୍‌

ଭୁବନେଶ୍ୱର: ପୁଣେସ୍ଥିତ ମାଇଁ ଲ୍ୟାବରୁ ପାଖାପାଖି ୪,୦୦୦ କୋଭିଡ୍‌-୧୯ ଟେଷ୍ଟ କିଟ୍ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଭୁବନେଶ୍ୱରରେ ଆଜି ପହଞ୍ଚିବା ନେଇ ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତୀତ, କରୋନା ଭୂତାଣୁର ମୁକାବିଲା ଲାଗି ଆରଏନଏ…

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି । ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ…

ଭକ୍ତଙ୍କୁ ବାଧକ ହେଉନି ଲକ୍‌ଡାଉନ୍‌; ୬୦ କିଲୋମିଟର ଆସି ମହାପ୍ରଭୁଙ୍କୁ ଦେଉଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…