Latest Odisha News

BREAKING NEWS

Browsing Category

ସହର

City

କରୋନା ସହିତ ଲଢେଇ: ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ପୋଲିସଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶ ସମେତ ଓଡ଼ିଶାରେ ଚାଲିଛି ଲକ୍ ଡାଉନ୍ । ଏହି ଲକ୍ ଡାଉନ୍ ସମୟରେ ଓଡ଼ିଶା ପୋଲିସର ହଜାର ହଜାର ପୋଲିସ କର୍ମଚାରୀ ରାତି ଦିନ ଅଖିଆ ଅପିଆ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଲାଗି ପୋଲିସ…

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର । କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ…

ରିଲିଜ୍ ହେଲା ଓଡିଆ ରାପର୍ ସମୀର ରିଶୁ ମହାନ୍ତିଙ୍କ ନୂଆ ଭିଡିଓ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଦର୍ଶକଙ୍କ ସାମ୍ନାକୁ ଆସିଲା ମନୋରଂଜର ନୂଆ ଖୋରାକ୍ । ରିଲିଜ୍ ହେଲା ଓଡିଆ ରାପର୍ ସମୀରଙ୍କ ନୂଆ ଭିଡିଓ ଆଲବମ୍ । ଓଡିଆ ମୋ ଭାଷା ଲିରିକ୍ସ ଲାଇନ୍ ରେ ଏହି ଗୀତଟି ସୋସିଆଲ୍ ମିଡିଆରେ ଧୁମ୍ ମଚାଇଛି । ସବୁଥର ଭଳି ଏହି ଗୀତରେ ବି ଖାଣ୍ଟି ଓଡିଆର ଛୁଙ୍କ…

କରୋନା ଲକଡାଉନ: ୨ ସପ୍ତାହ ପାଇଁ ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ

ଭୁୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା ହୋଇଥିବା ଳକଡାଉନ ଫଳରେ ସହରାଞ୍ଚଳରେ ଥିବା ବୁଲା କୁକୁରମାନେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ଓଡିଶା ସରକାର କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ନଗର ଉନ୍ନୟନ ବିଭାଗକୁ…

ଜାଣନ୍ତୁ; ଓଡ଼ିଶା ଲାଗି ଆଜିର କରୋନା ଅପଡ଼େଟ୍‌

ଭୁବନେଶ୍ୱର: କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ଓଡ଼ିଶା ସରକାର ପଠାଇଥିବା ୩୭୦ଟିର ଯାଞ୍ଚ ରିପୋର୍ଟ ସୋମବାର ଦିନ ପାଇଛନ୍ତି । ଏଥିରେ ଥିବା ସମସ୍ତ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି କହିଛନ୍ତି । ଏପର୍ଯ୍ୟନ୍ତ ପୂର୍ବ ପରି…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି…

କୋଭିଡ୍‌-୧୯: ଭୁବନେଶ୍ୱରରେ ଜବତ ହେଲା ବିପୁଳ ପରିମାଣର ନକଲି ସାନିଟାଇଜର୍

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଅଞ୍ଚଳରୁ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀମାନେ ସୋମବାର ଦିନ ବିପୁଳ ପରିମାଣର ନକଲି ସାନିଟାଇଜର୍ ଜବତ କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିନା ଲାଇସେନ୍ସରେ ନକଲି ହ୍ୟାଣ୍ଡୱାସ ତିଆରି କରାଯାଉଥିଲା । ଏହି ର‌୍ୟାକେଟରେ ସଂପୃକ୍ତ…

ଭୁବନେଶ୍ୱର କର କ୍ଲିନିକ ଏମଡିଙ୍କ କରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୪ରେ ଥିବା କର କ୍ଲିନିକର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାନ୍ତ କରଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ସୋମବାର ସକାଳର ସମସ୍ତ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଓ ଜନ ସମ୍ପର୍କ ବିଭାଗ ଟ୍ୱିଟ…

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ୍‌; ସମ୍ ଅଲ୍ଟିମେଟ୍ ମେଡି କେୟାରରେ ବିରଳ ଅସ୍ତ୍ରୋପଚାର !

ଭୁବନେଶ୍ୱର, ମାର୍ଚ୍ଚ୩୦: ୪ବର୍ଷର ଝିଅର ଶ୍ୱାସନଳୀରେ ଅଟକି ରହିଥିଲା ହୁଇସିଲ୍ । ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲର ଡାକ୍ତରୀ ଦଳ । ସୋନପୁରର ମିନୁ ମିଶ୍ର ନାମକ ଜଣେ ଶିଶୁ କନ୍ୟାଟି ହୁଇସିଲ ସହ ଖେଳୁଥିବାବେଳେ ଭୁଲରେ ଏହାକୁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢିଲା ଯାନବାହାନ ପାସ୍‌ର ଅବଧି: ପୋଲିସ କମିଶନର

ଭୁବନେଶ୍ୱର: ଯାନବାହାନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ର ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ୍‌୧୯ ପରିସ୍ଥିତି ନ ସୁଧୁରିବା ଯାଏଁ ଏହି ଗାଡି ପାସ୍‌ର ବୈଧତାକୁ ବଢାଯାଇଛି । ପାସ୍‌ର…