Latest Odisha News

BREAKING NEWS

Browsing Category

ସହର

City

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ଏହି ପଂଚାୟତର ବନ୍ଧମୁଣ୍ଡି,…

ପ୍ରଫେସର ଅଶୋକ ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ…

ଚିକେନ ବଜାରକୁ କରୋନା ଝଟକା; କ୍ଷତି ସହୁଛନ୍ତି ଚାଷୀ ଓ ବ୍ୟବସାୟୀ

ଭୁବନେଶ୍ୱର: ଚିକେନ କରୋନା ଭାଇରସର ବାହକ ବୋଲି ହେଉଥିବା ଗୁଜବ ପାଇଁ ଓଡିଶାରେ କୁକୁଡା ବ୍ୟବସାୟ ମାନ୍ଦାରେ ଚାଲିଛି । ଅଲ ଇଣ୍ଡିଆ ପୋଲଟ୍ରି ଫୋରମ(ଏଓପିଏଫ) ଅନୁସାରେ, ପୂର୍ବରୁ ପ୍ରତି ସପ୍ତାହରେ ୭୦ ଲକ୍ଷ କିଲୋ ଚିକେନ ବି୍ରକି ହେଉଥିଲା । ଏହା ତୁଳନାରେ ଏଥିରେ ୩୦ରୁ ୪୦ ପ୍ରତିଶତ ହ୍ରାସ…

ମାର୍ଚ୍ଚ ୮ରେ ‘ମୋ ବସ’ରେ ମହିଳାଙ୍କୁ ମିଳିବ ମାଗଣା ସେବା

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୋ ବସ’ରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଘୋଷଣା କରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନେ ମୋ ବସରେ ମାଗଣାରେ…

ରାଜ୍ୟରେ ପ୍ରଥମ ଯକୃତ ପ୍ରତିରୋପଣ କରି ଇତିହାସ ରଚିଲା ସମ୍ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ଲାଗି ଯକୃତ ପ୍ରତିରୋପଣ କରି ଇତିହାସ ରଚିଛି ସମ୍ ହସ୍ପିଟାଲ । ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଶରୀରରୁ ଯକୃତ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । ୧୯ ବର୍ଷର ପୁଅ ନିଜ ବାପାଙ୍କୁ ଯକୃତ ପ୍ରଦାନ କରିଛନ୍ତି । ସମ୍ ହସ୍ପିଟାଲ ଓ…

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶ୍ରେଣୀର ବସ ଭଡା କମ କରାଯାଇଛି । ସଂଶୋଧିତ ବସ ଭଡା ଅତିଶୀଘ୍ର ଲାଗୁ କରାଯିବ । ସାଧାରଣ ଓ ଏକ୍ସପ୍ରେସ ବସରେ କିମି ପିଛା ୧ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସରେ କିମି ପିଛା ୨ ପଇସା କମ କରାଯାଇଛି । ପେଟ୍ରୋଲର…

ଭୁବନେଶ୍ୱର ଆରଏମଆରସିରେ ହେବ କରୋନା ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡିଶାରେ ଏପର୍ଯ୍ୟନ୍ତ ନୋଭେଲ କରୋନା ଭାଇରସ ମାମଲାର ପଜିଟିଭ ରିପୋର୍ଟ ଆସିନି । ତଥାପି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତିି, “ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ…

ଆଜିଠୁ ମଞ୍ଜରୀ ଟିଭିରେ ନୂଆ ହାସ୍ୟ ଧାରାବାହିକ ‘କିଡନାପ କମ୍ପାନୀ’

ଭୁବନେଶ୍ୱର: ଆଜି ଠାରୁ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ନୂଆ ହାସ୍ୟରସାତ୍ମକ ଧାରାବାହିକ ‘କିଡନାପ କମ୍ପାନୀ’ ପ୍ରସାରିତ ହେବ । ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟା ସମୟରେ ଏହା ପ୍ରସାରିତ ହେବ । ତିନି ଜଣ ବିଫଳ ବ୍ୟକ୍ତିଙ୍କୁ ନେଇ ଏହି ଧାରାବାହିକର କାହାଣୀ ତିଆରି ହୋଇଛି । ଏଥିରେ…

ଓଡିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସେଥିପାଇଁ ଓଡିଶା ବିଧାନସଭା ସଚିବାଳୟ ଶୁକ୍ରବାର ଦିନ ଓଡିଶାର ୪ଟି ରାଜ୍ୟସଭା ଆସନ ଖାଲି ଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।…

ଏସସିବି ମେଡିକାଲରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କରୋନା ସନ୍ଦେହରେ କଟକର ଏସସିବି ମେଡିକାଲରେ ଆୟର୍ଲାଣ୍ଡର ନାଗରିକ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ଥିବା ଜଣାପଡିଛି । ଏହି ଘଟଣା ପରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ…