Latest Odisha News

BREAKING NEWS

Browsing Category

ସହର

City

ସକାଳେ ଭୁଲ କଲେ, ରାତିରେ କ୍ଷମା ମାଗିଲେ, କହିଲେ ୩ ଦିନ ଯାଏଁ ରହିବି ଉପାସ

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି କହି ଅପମାନିତ ହେବା ପରେ କ୍ଷମା ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ଏହା ମୋ ପାଟିରୁ ଭୁଲ ବସତଃ ବାହାରିଯାଇଛି । ସେଥିପାଇଁ ମୁଁ ବହୁତ ଦୁଃଖିତ ।…

ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଛି । ହେଲେ ମତଦାନ ପୂର୍ବରୁ ଓ ମତଦାନ ସମୟରେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତେବେ ଏହିପ୍ରରିପେକ୍ଷିରେ ଆଜି ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି…

‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେପି ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବୃହତ ବିଜୟ ହାସଲ କରିବ ବିଜେପି । ଜୁନ୍ ୪ରେ ଓଡିଶା ରାଜନୀତିରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି…

ଅନୁଗୁଳ ମାହୋଲ ବଦଳାଇବ ମୋଦି ଲହର !

ଭୁବନେଶ୍ବର: ବିଜେଡି ଗଠନ ପରଠୁ ଅନୁଗୁଳରେ ହୋଇଛି ଶଙ୍ଖନାଦ। ଲଗାତର ୫ଥର ହେଲା ଅନୁଗୁଳରେ ଜିତିଆସୁଛି ବିଜେଡି । ୪ଥର ଜିତିଛନ୍ତି ରଜନୀକାନ୍ତ ସିଂହ। ଏଥର ରଜନୀକାନ୍ତଙ୍କ ଜାଗାରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେଡି ଗଡରେ ପଦ୍ମ ଫୁଟାଇବାକୁ…

ସମ୍ବଲପୁର ଲଢେଇ ସମ୍ମାନର ପ୍ରଶ୍ନ

ଭୁବନେଶ୍ବର: ସମ୍ବଲପୁର ମହାସମର ଉପରେ ସାରା ଓଡିଶାର ଆଖି । ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ହେଉଛି ପତିଆରାର ଲଢେଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ତ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ ଦାସ। ଉଭୟଙ୍କ ମଧ୍ୟରେ ଟକ୍କରକୁ ନେଇ ତାତି…

କିଏ ଜିତିବ କେନ୍ଦୁଝର ?

ଭୁବନେଶ୍ବର: କେନ୍ଦୁଝର ଲୋକସଭା ଆସନରେ ଏଥର ତ୍ରିମୁଖୀ ଲଢେଇ। ବିଜେଡି କେନ୍ଦୁଝରରୁ ଧନୁର୍ଜୟ ସିଦୁଙ୍କୁ ପ୍ରାର୍ଥୀ କରିଛି ତ ବିଜେପିରୁ ଅନନ୍ତ ନାଏକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପ୍ରାର୍ଥୀ ଅନନ୍ତ ନାଏକଙ୍କୁ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଓ ମୋଦି…

ଚମକାଇବ ଚମ୍ପୁଆ ଫଳ !

ଭୁବନେଶ୍ବର : ଚମ୍ପୁଆରେ ଏଥର ଜୋରଦାର ଟକ୍କର । ତିନି ପ୍ରମୁଖ ଦଳ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେଡିରୁ ଟାଣୁଆ ନେତା ସନାତନ ମହାକୁଡ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ମଇଦାନକୁ…

ସମ୍ବଲପୁର ଗଣିତ ଗୋଳମାଳ !

ଭୁବନେଶ୍ବର: ସମ୍ବଲପୁର ବିଧାନସଭାରେ ପୁଣି ଫୁଟିବ କି ପଦ୍ମ ? ବିଜେପି ହେଭିଓ୍ବେଟ୍ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ପୂଜାରୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି । ସମ୍ବଲପୁର ପାଇଁ ବିଜେଡି ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ତେବେ ପ୍ରସନ୍ନଙ୍କ…

ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ ଚେତାବନୀ: ହିଂସା ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ

ଭୁବନେଶ୍ୱର: ଘାସିପୁରା ନିର୍ବାଚନୀ ହିଂସାକୁ ନେଇ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜା ବିହାରୀ ଧଳଙ୍କ କଡ଼ା ଚେତାବନୀ। କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ସିଇଓ। ସେ କହିଛନ୍ତି ଯେ ହିଂସା ପ୍ରତି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯିବ।…

ଆରମ୍ଭ ହେଲା ମୋଦୀଙ୍କ ମେଗା ରୋଡ ସୋ’, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ସାରିବା ପରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ୍ ସୋ’। ମରିଚିକୋଟ ଛକରୁ ରୋଡ୍ ସୋ'ରେ ବାହାରିଲେ ମୋଦୀ। ମୋଦୀଙ୍କ ରୋଡ୍‌ ସୋ’ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ତାଙ୍କ ସହ ଅଛନ୍ତି ମନମୋହନ ସାମଲ, ପୁରୀ ଲୋକସଭା ସାଂସଦ…