Latest Odisha News

BREAKING NEWS

Browsing Category

ସହର

City

ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ 'ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩' ପ୍ରଦାନ କରାଯାଇଛି। 'ସ୍ୱଚ୍ଛ ସର୍ବେକ୍ଷଣ'ରେ ଭୁବନେଶ୍ୱର ୩୪ତମ ସ୍ଥାନରେ…

ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୫ ମିନିଟ ୩୦ ସେକେଣ୍ଡର ଏହି କ୍ଷୁଦ୍ର ବାଲୁକା ଆନିମେସନ ଚଳଚ୍ଚିତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ | ଏହି କ୍ଷୁଦ୍ର  ଚଳଚ୍ଚିତ୍ରରେ ଅନେକ…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ । ଆଜି ଏହି ଲୋଗ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ…

ପ୍ରଥମ ଲକ୍ଷ୍ୟ ନିରାପତ୍ତା: ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟଗୁଡ଼ିକରେ ତ୍ରୁଟିବିହୀନ ଶୈକ୍ଷିକ ବାତାବରଣ…

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟରେ ଆଦିବାସୀ ଛାତ୍ରମାନଙ୍କର ସାମଗ୍ରିକ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ସାମଗ୍ରିକ ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ…

ସରିଲା ଚନ୍ଦକା-ଡମପଡା ଅଭୟାରଣ୍ୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୬,୧୬୫ କମ୍ ଆସିଛନ୍ତି

ଭୁବନେଶ୍ବର: ଶେଷ ହେଲା ଚନ୍ଦକା-ଡମପଡା ଅଭୟାରଣ୍ୟରେ ପକ୍ଷୀ ଗଣନା । ତେବେ ଚଳିତବର୍ଷ ୧୬ ହଜାର ୬୭୫ ପକ୍ଷୀ ଆସିଥିବା ଜଣାପଡିଛି । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ । ଏଥର…

ଓ୍ବେଦର ଅପଡେଟ୍: ହ୍ରାସ ହେବ ରାତି ତାପମାତ୍ରା, ଆହୁରୀ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ପ୍ରବଳଶୀତରେ କଲବଲ ହେଉଛନ୍ତି ଓଡିଶାବାସୀ । ତେବେ ବର୍ତ୍ତମାନ ଶୀତରେ ଥରହର ହେଉଛଥିବାବେଳେ, ଆଗକୁ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ…

ହାଇଟେକ୍ ଟ୍ରାଜେଡି: ମୃତଦେହ ପରିବାରକୁ ହସ୍ତାନ୍ତର ପରେ ସରିଲା ଦିଲୀପଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ୍ ରେ ଏସି କମ୍ପ୍ରେସର ମରାମତି ବିସ୍ଫୋରଣ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିବାପରେ ମୃତଦେହକୁ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ଦିଲ୍ଲୀପଙ୍କର ଅନ୍ତିମ…

ଅଯୋଧ୍ୟାରୁ ଆସିଛି ଡାକରା, ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପୁରୀର ୬ ମଠାଧୀଶ

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ…

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍, ସରକାରୀ ବାବୁଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ପ୍ରତିଦିନ ସହରର ଅନେକ ସ୍ଥାନରେ ଲୁଟର ଶିକାର ହେଉଛନ୍ତି ରାଜଧାନୀବାସୀ । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ…

ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀ ପରେ ଏବେ ଓଡିଶାରେ ବୃଦ୍ଧି ପାଉଛି ପ୍ରଦୁଷଣ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର…