Latest Odisha News

BREAKING NEWS

Browsing Category

ସହର

City

ବ୍ରହ୍ମପୁରର ପ୍ରଥମ ମହିଳା ରୋଷେୟା ଦମୟନ୍ତୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ

ବ୍ରହ୍ମପୁର:ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ନିବାସୀ ତଥା ସହରର ପ୍ରଥମ ମହିଳା ରୋଷେୟା ୟୁ.ଦମୟନ୍ତୀଙ୍କ ଗୁରୁବାର ସକାଳେ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରମେଶ ଓ ଦୁର୍ଗା, ଝିଅ ସୌଭାଗ୍ୟ ଏବଂ ରଜନୀଙ୍କ ସମେତ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ଯାଉଥିବା ବେଳେ ଦୁର୍ଘଟଣାରେ ଗର୍ଭବତୀ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ତିତି ଗାଁର ରଞ୍ଜନ…

ବ୍ରହ୍ମପୁରର ୩ଟି ହୋଟେଲ ସିଲ୍‌‌ ସହ ୧୨ଟି ପ୍ରତିଷ୍ଠାନରୁ ୯୨ହଜାର ଜରିମାନା ଆଦାୟ

ବ୍ରହ୍ମପୁର: ବ୍ରହ୍ମପୁରର ସହରର ଜଣାଶୁଣା ହୋଟେଲ୍‌‌ ଏବଂ ଅଳଙ୍କାର ଦୋକାନ ଉପରେ ବୁଧବାର ବଡ଼ ଧରଣର ଚଢ଼ଉ ହୋଇଛି। ଏଥିରୁ ୨ଟି ହୋଟେଲକୁ ସିଲ୍‌‌ କରିଦିଆଯିବା ସହିତ ମୋଟ ୧୨ଟି ବ୍ୟବସାୟିକ ପ୍ରତିଷ୍ଠାନରୁ ୯୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଖାଦ୍ୟରେ ରସାୟନିକ ରଙ୍ଗ ମିଶ୍ରଣ,…

ବ୍ରହ୍ମପୁରର ହୋଟେଲ୍‌ରେ ବ୍ୟାପକ ଚଢ଼ଉ

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଫାଷ୍ଟ ଫୁଡ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ କେବଳ ଓଡ଼ିଶା ନୁହଁ, ବରଂ ଓଡ଼ିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ସହରର ଅନେକ ହୋଟେଲରେ ବାସି ଏବଂ ପଚାଶଢ଼ା ଖାଦ୍ୟ ପରସା ହେଉଛି। ଏନେଇ ପୂର୍ବରୁ ବହୁଥର ଅଭିଯୋଗ ହୋଇଥିଲା। ବୁଧବାର ଏହାକୁ ନେଇ…

କର୍ପୋରେଟରଙ୍କ ଅସନ୍ତୋଷ ପରେ ଆରମ୍ଭ ହେଲା ରାସ୍ତା କାମ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଅନେକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଛି। ଏହାକୁ ନେଇ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ପୂର୍ତ ବିଭାଗ ତରଫରୁ ସହରର ଦୁଇଟି ପ୍ରମୁଖ ରାସ୍ତାର ମରାମତି ମଙ୍ଗଳବାର ରାତି ଠାରୁ ଆରମ୍ଭ…

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେ ସୁରକ୍ଷା ପାଇଁ ପାଟ୍ରୋଲିଂ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଂଚଳରେ ଆଗକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲଙ୍କ ଆଗମନ ପ୍ରକ୍ରୀୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ଠାରୁ ସାମୁଦ୍ରିକ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ…

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଧରିଲେ ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଠାବ ହୋଇଛି ସେକ୍ସ ରାକେଟ୍‌। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ନିଜେ ଚଢ଼ଉ କରି ସେକ୍ସ ରାକେଟ୍‌କୁ ଧରିଛନ୍ତି। ନିଜେ ଗ୍ରାହାକ ବେଶରେ ଯାଇ ରାକେଟ୍‌ ଧରିଥିଲେ। ପୋଲିସ ଘଟଣାସ୍ଥଳରୁ ୧୦ଜଣ ଗ୍ରାହାକ ଏବଂ ୪ଜଣ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା…

ଏମକେସିଜିରେ ଖୋଲିଲା ୨୪ ଘଣ୍ଟିଆ ନିଦାନ କେନ୍ଦ୍ର

ବ୍ରହ୍ମପୁର:ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର(ଆରଡିସି)କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯାଇଛି। ସୋମବାର ଠାରୁ ରାତିରେ ମଧ୍ୟ ରୋଗୀଙ୍କ ରକ୍ତ ସହ ଅନ୍ୟାନ୍ୟ ପରୀକ୍ଷା ହୋଇପାରିବ। ରାତିରେ ପରୀକ୍ଷା କରିବାକୁ ଆରଡିସିରେ ନୂତନଭାବେ କର୍ମଚାରୀ…

ବଜାରରେ ହଜିଲା ମୋବାଇଲ, ଆକାଉଣ୍ଟରୁ ୧.୨୫ ଲକ୍ଷ ଗାଏବ

ବ୍ରହ୍ମପୁର: ବଜାରରେ ସଉଦା କିଣିଲା ବେଳେ ହଜିଗଲା ମୋବାଇଲ୍‌। ଆଉ ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୨୫ ହଜାର ଟଙ୍କା। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…

ଡାକ୍ତର ପରିଚୟ ଦେଇ ରୋଗୀ ଟାଣୁଥିଲେ ଇଞ୍ଜିନିୟରିଂ ଛାତ୍ର

ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଦଲାଲ୍‌ ରାଜ୍‌ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର…