Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] ପୋଲିସ କବଜାରେ କଟୁରୀ ଗ୍ୟାଙ୍ଗ, ୫ ଗିରଫ

ଭୁବନେଶ୍ୱର : ରାଜଧାନୀରେ କ୍ରିମିିନାଲ ମାନଙ୍କ ଆତଙ୍କ ବଢିବାରେ ଲାଗିଛି । କମ୍ପିଟେଟିଭ୍ ଛାତ୍ର ଏବେ ପାଲଟିଛନ୍ତି ହାର୍ଡକୋର କ୍ରିମିନାଲ । କଟୁରୀ ଗ୍ୟାଙ୍ଗ ସହ ମିଶି ଭୁବନେଶ୍ୱରରେ ଲୋକଙ୍କୁ ଲୁଟୁଛନ୍ତି ଛାତ୍ର । ଆଉ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଜଣେ ନାବାଳକ ସହ…

ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର: ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିର ବଜେଟ ପୂର୍ଣ୍ନାଙ୍ଗ ହୋଇପାରିନି । ଆସନ୍ତା ୨୫ ତାରିଖରେ ପୁର୍ନବାର ବୈଠକ ବସି ବଜେଟ ଚୂଡ଼ାନ୍ତ ହେବ । ବୈଠକରେ ନୀତି ସବକମିଟିରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ ଜଗା…

ଶୁକଶାରି ମନ୍ଦିରରୁ ମିଳିଲା ପ୍ରାଚୀନ ଲିପି, ଅଧିକ ଗବେଷଣା ଆବଶ୍ୟକ: ଏଏସ୍‌ଆଇ

ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ଚାଲିଥିବା ଖନନ କାର୍ଯ୍ୟ ଲୋକଙ୍କ ଭିତରେ ଦିନକୁ ଦିନ ଉତ୍କଣ୍ଠା ବଢ଼ାଇବାରେ ଲାଗିଛି। ମାଟି ତଳୁ ବାହାରୁଥିବା ପ୍ରାୟ ୧୪ ଶହ ବର୍ଷ ତଳର କୀର୍ତ୍ତିରାଜି କିଭଳି ପୋତି ହୋଇଗଲା, ତାହା ଜାଣିବାକୁ ସବୁ…

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ, ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ । ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ହୋଇଥିବା ବେଳେ ତାଙ୍କ ନାଁ ନିଶାନ୍ତ କୁମାର । ପ୍ରଥମ ବର୍ଷର ମେଡିକାଲ ଛାତ୍ର ଥିଲେ ନିଶାନ୍ତ । ନିଶାନ୍ତ କଲେଜର…

[ଦେଖନ୍ତୁ ଭିଡିଓ] ସ୍କୁଲ ରୂପାନ୍ତରୀକରଣ ପରେ ପାଠପଢ଼ା, ସମୀକ୍ଷା କଲେ 5T ସଚିବ

କେନ୍ଦୁଝର  : କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-Tସଚିବ ଭିକେ ପାଣ୍ଡିଆନ । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ସ୍କୁଲ ମୁହାଁ ହୋଇଥିଲେ ସଚିବ । ସ୍କୁଲ ରୂପାନ୍ତରଣ ପରେ କେମିତି ଚାଲିଛି ପାଠପଢା, ତା’ର ତଦାରଖ କରିଥିଲେ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଆନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିମ ମଞ୍ଜୁର କଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ ମିଳିଛି ।୭ ଦିନ ପରେ ପୁଣି ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନା ଅନୁସାରେ ବାଣପୁର…

[ଭିଡିଓ] ମାଲକାନଗିରି –ଭଦ୍ରାଚଲମ୍ ରେଳ ଲାଇନ ପ୍ରକଳ୍ପ ଅଗ୍ରଗତି ସମ୍ବଦ୍ଧରେ ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ…

ମାଲକାନଗିରି : କେନ୍ଦ୍ର ରେଳବାଇ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତରେ ଯାଇଛନ୍ତି । ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି -ଭଦ୍ରାଚଳମ୍ ରେଳ ଲାଇନ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ । ନିରଞ୍ଜନ ସେଠୀ, ରଞ୍ଜନ ନାୟକ,ଝୁନା ଭୋଇ, ସମେତ ୮ ଜଣ ଅଭିଯୁକ୍ତ ଆଜି ହାଜର ହୋଇଥିଲେ । ପୋଲିସ କୋର୍ଟରେ କାଗଜପତ୍ର କାମ ସବୁ ସାରିବା ପରେ…

ଖରା ଛୁଟି ସମୟ ପରିବର୍ତ୍ତନ ନେଇ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି, ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ବିଦ୍ୟାଳୟ ଓ…

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହା ଭିତରେ ସ୍କୁଲ ଗୁଡିକରେ ଖରାଛୁଟି ଘୋଷଣା ହୋଇଛି । ଏନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜୁନ ବଦଳରେ ମେ…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ , ଜଳସେଚନ ପ୍ରକଳ୍ପ କାମର ତଦାରଖ କଲେ

କେନ୍ଦୁଝର : କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ମୁଖ୍ୟତଃ ଦୁଇ ହଜାର ୪ଶହ ୩୮ କୋଟି ଟଙ୍କାରେ ନିର୍ମାଣା ଧିନ କାନପୁର ଜଳ ସେଚନ ପ୍ରକଳ୍ପ ଓ ଅନ୍ୟ…