Latest Odisha News

BREAKING NEWS

Browsing Category

ସହର

City

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା; ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ

ପୁରୀ : ବ୍ରହ୍ମଗିରି ଚିତ୍ତ ରଞ୍ଜନ ହତ୍ୟା ଘଟଣାରେ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଚିତ୍ତ ରଞ୍ଜନଙ୍କ ମୃତ ଦେହ ମିଳିଥିବା ସ୍ଥାନ ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଥିଲେ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ତଦନ୍ତ କରୁଥିଲେ । ହେଲେ ଆଜି ଏହି ଘଟଣାକୁ ନେଇ ଏକ…

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡା ଜେଲରେ NIA ଟିମ୍ କରୁଛି ଜେରା

ଭୁବନେଶ୍ୱର : ଝାରପଡା ଜେଲରେ ପହଁଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ଦୁର୍ଦ୍ଦାନ୍ତ ମାଓନେତା ସୁବାସି ଶଙ୍କରକୁ ଝାରପଡା ଜେଲରେ ଚାଲିଛି ଜେରା । ୨୦୧୨ମାଲକାନଗିରି ଚିତ୍ରକୋଣ୍ଡା ବିସ୍ପୋରଣରେ ବିଏସଏଫ୍ କମାଣ୍ଡୋ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା ଚାଲିଛି । ସୂଚନା ଅନୁସାରେ…

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଆସୁଛି ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ଇଭିଏମ୍ ମେସିନ ପଠାଯିବ । ରାଜ୍ୟରେ ୧୦୫ ପୌରାଞ୍ଚଳ ଓ ୩ ଟି ମହାନଗର ନିଗମରେ ହେବ ମତଦୋନ । କଟକ, ଭୁବନେଶ୍ୱର ,ବ୍ରହ୍ମପୁର ମହାନଗର ନିଗମରେ ମତଦାନ ହେବ । ଏନେଇ ଗଜପତି,…

ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

କଟକ : ବାଂଲାଦେଶରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତ ଦେହ ଫେରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଆଉ ଶେଷରେ ବୁଧାବର ବିଳମ୍ବିତ ରାତିରେ ଯୁବକଙ୍କ ମୃତ ଦେହ ପହଂଚିଛି । ଏନେଇ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବାଂଲାଦେଶରେ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ଛାନଭିନ୍ ଜାରି

କୋରାପୁଟ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି-ଡାବୁଗୁଡା ରାସ୍ତା ପାଶ୍ୱର୍ରେ ଥିବା ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ କିଛି ପ୍ରତ୍ୟକ୍ଷ ଦର୍ଶୀ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ପରେ ବୋରିଗୁମ୍ମା ଥାନାକୁ…

ମହାପ୍ରଭୁଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ପୁରୀ: ପୁରୀ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ । ନୀତି ଆୟୋଗ ଉପାଧ୍ୟକ୍ଷ ଡ଼ଃ ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି । ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି…

ଗଡ଼ମୃଗଶିରାରେ କ୍ରାଇମବ୍ରାଞ୍ଚ ଟିମ୍: ଚିତ୍ତରଞ୍ଜନ ମୃତ୍ୟୁ ଘଟଣାର ଖୋଳତାଡ ଆରମ୍ଭ

ଭୁବନେଶ୍ୱର: ଚିତ୍ତରଞ୍ଜନ ମୃତ୍ୟୁ ଘଟଣା  ।  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ମିଳିଥିବା ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଛନ୍ତି । ଯେଉଁ ସ୍ଥାନରେ ଜଗନ୍ନାଥଙ୍କର ବାଇକ ଦୁର୍ଘଟଣା ହୋଇଥିଲା ସେହି…

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

କାମାକ୍ଷାନଗର: ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର ହୋଇଛନ୍ତି । ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସୋଲଗାଁ ନୂଆସାହି ନିକଟରେ ଜଣେ ଚାଷୀ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଚାଷୀ ଜଣକ ହେଲେ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିପେଇଝରଣ ଗାଁର ବୀର ପ୍ରଧାନ । ଗତକାଲି ସନ୍ଧ୍ୟା…

୨୪ଘଣ୍ଟାରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮ଜଣ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୭୫ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ ପଜିଟିଭ୍ ବାହାରିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ହସ୍ପିଟାଲ ଛାତରୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା

ଅନୁଗୁଳ: ହସ୍ପିଟାଲ ଛାତରୁ ତଳକୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଚିକୁନ ବିଶ୍ୱାଳ । ସୂଚନା ଅନୁସାରେ, ଗତକାଲି ସାନିଟାଇଜର ପିଇ ଦେଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…