Latest Odisha News

BREAKING NEWS

Browsing Category

ସହର

City

୨୪ରୁ ଜୁନିଅର ହକି ବିଶ୍ୱକପ, ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି।…

ଭାଇରାଲ ହେଉଛି ଭିଡ଼ିଓ, ସୀମା ଟପିଯାଉଛି ଅଶ୍ଳୀଳତା

କଟକ: ଭାଇରାଲ ହେଉଛି ଭିଡ଼ିଓ । ସୋସିଆଲ ମିଡିଆରେ ଅଶ୍ଳୀଳତାର ସୀମା ଟପି ଯାଉଛନ୍ତି ଯୁବପୀଢି । କଟକରେ ସେମିତି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ବରର କେବିଏନ୍ ଗ୍ରୁପ ଭଳି କଟକରେ ମଧ୍ୟ ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଛି ।  ଭିଡିଓରେ ବ୍ୟବହୃତ…

ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ। ସକାଳ ୬ରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ। ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ କରାଯିବ ବୋଲି…

କଙ୍ଗାରୁ କୋର୍ଟରେ ସଜ୍ଜା ! ଜୀବନ ହାରିଲେ ଯୁବକ

ନୟାଗଡ଼ : କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ । କଙ୍ଗାରୁ କୋର୍ଟରେ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ ଯୁବକ ଜଣକ । ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନୟାଗଡ଼ ଜିଲ୍ଲା ଖତିଆଁ…

ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ସୋନପୁର: ବଢ଼ୁଛି ହାତୀ ଉପଦ୍ରବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଝାରବାହାଲି ଛକରେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, କିଛି ଦିନ ହେଲା ଉଲୁଣ୍ଡା…

ବାଥରୁମରେ ପଶିଥିଲା ନାଗ ସାପ, ବାହାରିବା ବେଳେ ଜାଲିରେ ଫସିଲା

ଭୁବନେଶ୍ୱର: ବାଥରୁମରେ ପଶିଥିଲା ନାଗ ସାପ । ବାହାରିବା ବେଳେ ଜାଲିରେ ଫସିଗଲା । ବେଶ କିଛି ସମୟ ଛଟପଟ ହେଲା ନାଗ ସାପ । ଭୁବନେଶ୍ୱର ପୋଖରୀପୁଟ ପ୍ଲଟ ନମ୍ବର ୫୫୮/ଈରେ ଅଜୟ ମୁଖାର୍ଜୀଙ୍କ ଘରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା । ସକାଳୁ ଉଠି ବାଥରୁମ ଯିବା ପାଇଁ କବାଟ ଖୋଲି ଭିତରେ ଏକ…

[ଭିଡ଼ିଓ]ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ଗୁଳିମାଡ଼ କରି ମେଡ଼ିସିନ୍ ଦୋକାନରୁ ଲୁଟ୍ ହୋଇଛି। ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଅଘଟଣ। ୩ଟି ମୋବାଇଲ ସହ ୧୫ରୁ ୨୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ଭଦ୍ରକ ଆରଡ଼ି ଛକରେ ଥିବା ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ହୋଇଛି ଲୁଟ୍। ଗତାକଲି ରାତିରେ ମେଡ଼ିସିନ ଦୋକାନ…

ଆଜି ଛଟ୍ ପୂଜାର ଅନ୍ତିମ ଦିବସ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସମାପନ କଲେ ବ୍ରତ

ଭୁୁବନେଶ୍ୱର: ଆଜି ହେଉଛି ଛଟ୍ ପୂଜାର ଉଦଯାପନୀ ଦିବସ। ୪ଦିନ ଧରି ଚାଲିଥାଏ ପର୍ବ। ସମାପନ ଦିବସରେ ସକାଳୁ ନଦୀ କିମ୍ବା ପୋଖରୀରେ ଉଦିତ ସୂର୍ଯ୍ୟକୁ ଅର୍ଘ ପ୍ରଦାନ କରି ବ୍ରତର ସମାପନ କରଛନ୍ତି ବ୍ରତଧାରୀ। ବିଶ୍ୱାସ ରହିଛି ଯେ, ଛଟ୍ ପୂଜାର ଶେଷ ଦିନରେ ଉଦିତ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା…

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି ଏବଂ ମୋ ସରକାରଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ବଦଳିଛି ସରକାରୀ ହାଇସ୍କୁଲର ରୂପରେଖ। ହାଇଟେକ ହେଉଛି ହାଇସ୍କୁଲ ଓ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଆଜି…

ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ, ଗିରଫ କଲା ପୋଲିସ

କଟକ : ନୌସେନାରେ ଚାକିରୀ କରାଇଦେବେ କହି ଲୋକଙ୍କୁ ଠକୁଥିଲେ। ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ନୌସେନା ଏବଂ ବିଦେଶରେ ଚାକିର କରାଇଦେବା ନାଁରେ ଲୋକଙ୍କ ଠାରୁ ହଜା ହଜାର ଟଙ୍କା ଠକୁଥିଲେ। ଏହି ଅଭିଯୁକ୍ତ ନିକଟରୁ ନଗଦ ୩୩ ହଜାର ଟଙ୍କା ,ଗୋଟିଏ କାର ଓ ମୋବାଇଲ…