Latest Odisha News

BREAKING NEWS

Browsing Category

ସହର

City

କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖାର ଜୟପୁରରେ ୬ଘଣ୍ଟିଆ ରେଳରୋକ

କୋରାପୁଟ: ସଂଯୁକ୍ତ କିଶାନ ମୋର୍ଚ୍ଚାର ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ। ଏହାର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖା ତରଫରୁ ଜୟପୁରରେ ରେଳରୋକ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ରେଳଷ୍ଟେସନରେ ରେଳରୋକ କରାଯାଇଛି। ଜୟପୁର…

୨୪ ଘଣ୍ଟା ଭିତରେ ରାଜ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ୧୮ ବର୍ଷରୁ କମ୍ ବୟସ୍କ ଥିବା ବେଳେ ୫୦ ଜଣ ଶିଶୁ ଓ କିଶୋର କରୋନା ପଜେଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯ଜଣ ଆକ୍ରାନ୍ତ…

ନୂଆପଡ଼ା ଓବିସି ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଆଜି ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ। ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ୩୫୩ ଜାତୀୟ ରାଜପଥ ଖଡ଼ିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ…

ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ

ପୁରୀ : ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ। ପୁରୀ ରୋଟାରୀ କ୍ଲବ ପକ୍ଷରୁ ନିୟମିତ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ ହୋଇଯାଇଛି । ପୁରୀ ରୋଟାରୀ କ୍ଲବ ଆନୁକୁଲ୍ୟରେ ଏବଂ କଟକ ସ୍ଥିତ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ପୁରୀରେ ଏକ ନୂତନ ଚକ୍ଷୁ ଯତ୍ନକେନ୍ଦ୍ର ଆରମ୍ଭ…

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ପକ୍ଷରୁ କର୍ମଶାଳା

ଭଦ୍ରକ: ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ସୂଚନା କର୍ମୀଙ୍କୁ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ସୁଧିର ମହାନ୍ତି ଯୋଗଦେଇ ରାଜ୍ୟରେ ସୂଚନା କର୍ମୀଙ୍କ ଉପରେ ହେଉଥିବା ମକଦ୍ଦମା ଓ ଆକ୍ରମଣ…

ସମୁଦ୍ରରେ ଭାସୁଛି ପଥର, ସୋସିଆଲ ମିଡିଆରେ ଚର୍ଚ୍ଚା

ପୁରୀ : ସମୁଦ୍ରରେ ଭାସମାନ ପଥର ନେଇ ବଢୁଛି ଚର୍ଚ୍ଚା । ମୂର୍ତ୍ତିି ବିସର୍ଜନ ବେଳେ ଏହି ପଥର ଭାସୁଥିବାର ଦେଖିବାକୁ ମିଳିଥିଲା । ପୁରୀ  ମହୋଦଧିରୁ ମିଳିଛି  ଭାସମାନ ପଥର ଖଣ୍ଡ । ସମୁଦ୍ରକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବ‌େଳେ ଶୁଭେନ୍ଦୁ କୁମାର ଜାଲି ନାମକ ଜଣେ ବ୍ୟକ୍ତି ଏହି…

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ମରାମତି ଠପ୍

ଯାଜପୁର: ଲାଗି ରହିଛି ବର୍ଷା । ଆଉ ଆତଙ୍କିତ ହୋଇ ପଡୁଛନ୍ତି ନଦୀକୂଳିଆ ଲୋକେ । କେଉଁଠି ସମୁଦ୍ର ଜୁଆର ମାଡି ଆସିଲାଣି ତ ଆଉ କେଉଁଠି ଘାଇ ମରାମତି ହୋଇପାରୁନି । ନଦୀ ବନ୍ଧ ସଜାଡିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ହେଲେ କାମ କିନ୍ତୁ ଠପ୍ ହୋଇ ପଡ଼ିଛି । ଏଇ ଯେମିତି ଯାଜପୁର…

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ…

ପୁଣି ବର୍ଷିବ ଜୋର୍, ୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପୁଣି ବର୍ଷିବ ଜୋର୍ । ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମେତ ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର ତେଲେଙ୍ଗାନା ଓ…

ସାନିଟାଇଜ ହେଲା ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନର ନୂଆ ଗାଇଡ଼ଲାଇନ୍ ଅନୁସାରେ ପ୍ରତି ରବିବାର ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଆସନ୍ତାକାଲି ପୁନର୍ବାର ଦର୍ଶନ ଆରମ୍ଭ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିରର…