Latest Odisha News

BREAKING NEWS

Browsing Category

ସହର

City

ଗହଣା ସଫା କରିବା ଆଳରେ ସୁନା ଅଳଙ୍କାର ଲୁଟ୍, ୭ଜଣ ମହିଳା ଅଟକ

ବାଲୁଗାଁ: ଗହଣା ସଫା କରିବାକୁ ଆସି ଲୁଟିଲେ ଅଳଙ୍କାର। ଏପରି ଖବର ସାମ୍ନାକୁ ଆସିଛି ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜ ପଲ୍ଲୀ ଗ୍ରାମରୁ। ୭ଜଣ ମହିଳା ଚୁଡ଼ି ବିକ୍ରି ସହ ସୁନା ଅଳଙ୍କାର ସଫା କରିବା ପାଇଁ ଗାଁରେ ବୁଲୁଥିଲେ। ଗାଁର କିଛି ମହିଳା ସେମାନଙ୍କ କଥାକୁ ବିଶ୍ୱାସ କରି ସୁନା,…

ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ଜିଲ୍ଲାରେ ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ । ସେହିପରି ବ୍ରହ୍ମଗିରିରେ ୧ ହଜାର ୬…

IIMCର ୨୦୨୧-୨୨ ଶିକ୍ଷାବର୍ଷର ପାଠ୍ୟକ୍ରମ ଆରମ୍ଭ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୨୦୨୧-୨୨ ଶିକ୍ଷାବର୍ଷର ପାଠ୍ୟକ୍ରମ ଅନ୍‍ଲାଇନ୍‍ ମାଧ୍ୟମରେ ଆରମ୍ଭ ହୋଇଛି । ଗୁରୁବାର ପୂର୍ବାହ୍ଣରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଓ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ…

କାଁ ଭାଁ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଏହି ସବୁ ଜିଲ୍ଲା ଗୁିଡିକ ହେଉଛି କଟକ ,ଖୋର୍ଦ୍ଧା .ଭୁବନେଶ୍ୱର,ନୟାଗଡ଼,ପୁରୀ ବୌଦ୍ଧ ଏବଂ କଳାହାଣ୍ଡି । ଆଗାମୀ…

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ହେଲେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ

ପାରାଦୀପ :  ପାରାଦୀପ ପୋର୍ଟ ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ଦାୟିତ୍ୱ ଗ୍ରହଣ କରିଛନ୍ତି । ପାରାଦୀପରେ ପହଁଚିବା ପରେ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ବନ୍ଦର ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଭାରତର ଦ୍ଵିତୀୟ ମେଜର ପୋର୍ଟର…

ସହାୟତା ରାଶି ହଡ଼ପ ଅଭିଯୋଗ,ବିସ୍ଥାପିତଙ୍କ ବିକ୍ଷୋଭ

ନୂଆପଡା: ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ସହାୟତା ଅର୍ଥ ରାଶି ଆତ୍ମସାତ ଘଟଣା । ଅନେକ ଦିନର ନିରବ ପରେ ଜଣେ ଦଲାଲ ମଧ୍ୟସ୍ଥି ଶ୍ୟାମ କୁମାର ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ । ଘଟଣା ପରେ ପୂର୍ବତନ ଭୁ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଫେରାର…

ରାଜ୍ୟରେ ସ୍କ୍ରାପ ପଲିସି କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରର ସ୍କ୍ରାପ ପଲିସି ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାଁନ୍ତି  ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି । ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡ଼ି…

ପିସିସି ସଭାପତି ପଦରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ

ଭୁବନେଶ୍ୱର : ପିସିସି ସଭାପତି ପଦରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି ।ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ…

ହୁ ହୁ ବଢୁଛି ପିଆଜ ଦର

ଭୁବନନେଶ୍ୱର: ହୁ ହୁ ବଢୁଛି ପିଆଜ ଦର ।  ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି । ଚଳିତ…

‘ସରକାର ମୋତେ ରୋଜଗାର ଦିଅ’ ନାରା ଦେଇ ଭଞ୍ଜସେନାର ଗଣଧାରଣା

ମୟୁରଭଞ୍ଜ: ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଜିଲ୍ଲାର ଲକ୍ଷାଧିକ ବେକାର ଯୁବକ, ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦାବି ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ଶିଳ୍ପ ହିଁ ଏକମାତ୍ର ଶିଳ୍ପ ଯେଉଁଥିରେ କମ…