Latest Odisha News

BREAKING NEWS

Browsing Category

ସହର

City

କରୋନାରେ ହାରିଗଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ

ଭୁବନେଶ୍ୱର : ଆରପାରିରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆଦିତ୍ୟ କେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଲେପୁରରେ…

[ଭିଡ଼ିଓ] ମାତାଲ ଡାକ୍ତରଙ୍କ ଭିଡ଼ିଓ ଭାଇରାଲ

ଢେଙ୍କାନାଳ : ନିଶାଶକ୍ତ ଅବସ୍ଥାରେ ଡାକ୍ତର ବାବୁ । ଡାକ୍ତରଖାନା ଭିତରେ ମାତାଲ ହୋଇପଡ଼ିଛନ୍ତି ଡାକ୍ତର ବାବୁ । ବାହାରେ ଅପେକ୍ଷା କରିଛନ୍ତି ରୋଗୀ । ଆଉ କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଖାଲି ସେତିକି ନୁହେଁ ଘଣ୍ଟ ଘୋଡାଇବାକୁ ସିକ୍ୟୁରିଟି ଗାର୍ଡ଼ ବି ରେଡି । ଏହି ଦୃଶ୍ୟ ଦେଖିବାକୁ ମିଳିଛି…

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ…

ଭୂତ ଖାଉଛି ବୀମା ଟଙ୍କା,ଏଲଆଇସି ଏଜେଣ୍ଟ୍ ଗିରଫ

ଭୁବନେଶ୍ୱର: ଭୂତ ଖାଉଛି ବୀମା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗ ।   ଜଣେ ଏଲଆଇସି ଏଜେଣ୍ଟ ଗିରଫ । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ସେ ୪ ଜଣ…

ଆଜାଦୀ କା ଅମୃତ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ

ପୁରୀ: ପୁରୀ ବେଳାଭୂମିରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ। ଦୁଇଦିନିଆ ପୁରୀ ଗସ୍ତରେ ଆସି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଝାଉଁ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ର…

ପାୱାରଟିଲର ମେସିନରେ ଚାପି ହୋଇ ଚାଷୀ ଗୁରୁତର

କାମାକ୍ଷାନଗର : ପାୱାରଟିଲର ମେସିନରେ ଚାପି ହୋଇ ଚାଷୀ ଗୁରୁତର । ନିଜ ଚାଷ ଜମିରେ ଚାଷ କଲାବେଳେ ଏପରି ଅଘଟଣାର ଶିକାର ହୋଇଛନ୍ତି ଚାଷୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖଟଖୁରା ଗାଁ ରେ ଏପରି ଅଘଟଣ ଘଟିଛି । ଗୁରୁତର ଚାଷୀ ଜଣକ ହେଉଛନ୍ତି ପ୍ରତାପ କୁମାର ସାହୁ । ସେ ଚାଷ…

ମହିଳାଙ୍କ ଅଜବ ଜିଦ୍ , ଘଞ୍ଚ ଜଙ୍ଗଲରେ ତପସ୍ୟା ମଗ୍ନ

ପାପଡାହାଣ୍ଡି : ମହିଳାଙ୍କ ଅଜବ କାରନାମା । ବିନା ଖାଇବା ପିଇବାରେ ଜଙ୍ଗଲରେ ବସିଛନ୍ତି । ମୁଠାଏ ଦାନା ବି ନେଉନାହାନ୍ତି । ମନରେ ଗୋଟିଏ ନିଶା ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ କରୁଛନ୍ତି ତପସ୍ୟା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ଢାମଣାପଦର ବାହାଲି ଜଙ୍ଗଲରେ । ମହିଳା ଜଣକ…

ଆୟୁଷ ଡାକ୍ତରଙ୍କ ପକ୍ଷରୁ ଅସହଯୋଗ ଆନ୍ଦୋଳନ

ବରଗଡ଼: ଗତ ଅକ୍ଟୋବର ୨ତାରିଖରୁ ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇନାହିଁ। ଏହା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବରଗଡ଼ ସାମ୍ବାଦିକ ସଂଘଠାରେ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ଆୟୁଷ ଡାକ୍ତରଙ୍କ…

ମାଆ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର : ମାଆ ଭଣ୍ଡାରଘରଣୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରୀ ପୂଜା । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଆଜି ଠାରୁ ଏହି ନବଦିନାତ୍ମକ ଦଶହରା ଉତ୍ସବ ଆରମ୍ଭ ହୋଇ ବିଜୟ ଦଶମୀରେ ଶେଷ ହେବ । ଶାରଦୀୟ ଦଶହରା…

ହରଡ଼ଘଣାରେ ଚାଷୀ

ଟିଟିଲାଗଡ଼: ହରଡ଼ଘଣାରେ ଏବେ ଟିଟିଲାଗଡ଼ ଚାଷୀ। ଗତ ସୋମବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦୋକାନ ଓ ଗୋଦାମ ଚଢ଼ାଉ କରିବା ସହ ଅନେକ ସ୍ଥାନରୁ ବେଆଇନଭାବେ ସାର ବି ଜବତ କରିଥିଲେ। ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ…