Latest Odisha News

BREAKING NEWS

Browsing Category

ସହର

City

କରୋନାରେ ହାରିଗଲେ ସାମ୍ବାଦିକ ସତ୍ୟଜିତ

ଭୁବନେଶ୍ୱର : ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ । କରୋନାରେ ହାରିଗଲେ ଟେଲିଭିଜନ ଦୁନିଆରେ ନାଁ କମାଇଥିବା ସାମ୍ବାଦିକ ସତ୍ୟଜିତ ମହାପାତ୍ର । କରୋନା ସହ ସଂଘର୍ଷ କରି ୪୪ ବର୍ଷ ବୟସରେ ଆର ପାରିକୁ ଚାଲିଯାଇଛନ୍ତି "ଦ କମନ ଟାଇମ୍ସ" ସମ୍ପାଦକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ସେ…

ୟୁପି ଚାଷୀ ହତ୍ୟା ଘଟଣା : କନ୍ଧମାଳ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

କନ୍ଧମାଳ : କନ୍ଧମାଳ କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା  । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲା ଖିର ଅଞ୍ଚଳରେ ବିଜେପି ମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଗାଡି ଦୁର୍ଘଟଣା କରି ଛଅ ଜଣ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ…

ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ  ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା । ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ…

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର :ପିପିଲି ଡେଲାଙ୍ଗ ବିଧାୟକ ପ୍ରାର୍ଥୀ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପସ୍ଥିତିରେ ସେ ଶପଥ ପାଠ କରିଛନ୍ତି। ପିପିଲିର ନବନିର୍ବାଚିତ ବିଧାୟକ ହେଉଛନ୍ତି ରୁଦ୍ର ମହାରଥୀ। ପିପିଲି ଭୋଟ ଗଣତି ହୋଇଥିବା…

୨ମିଲିୟନ କ୍ଷମତା ବିଶିଷ୍ଠ ଆଲୁମିନା କାରଖାନା ପ୍ରତିଷ୍ଠା ନେଇ ଜନଶୁଣାଣୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ାରେ ହିଣ୍ଡାଲକୋ ପକ୍ଷରୁ ୨ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ପୋଡାପୋଡିଠାରେ ଏହି ଶୁଣାଣୀ ହୋଇଥିଲା। ବୈଠକରେ ସ୍ଥାନୀୟ ଗ୍ରାମବାସୀମାନେ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସକୁ ବଡ ସଫଳତା । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ପାଟ୍ରୋଲିଂ ବେଳେ ପୋଲିସ ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ନନ୍ଦମାହା ଗ୍ରାମର ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା…

ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ :୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଏବଂ କର୍ତ୍ତବ୍ୟ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ମଙ୍ଗଳବାର ଚାରିଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନୋଟିସ ଜାରି କରିଛନ୍ତି । ସରକାରୀ ସୂତ୍ର ଅନୁଯାୟୀ ଏହି ଅଧିକାରୀଙ୍କ ମଧ୍ୟରେ ଦୁଇଜଣ ଓଏଏସ୍ ଅଧିକାରୀ, ଜଣେ ଜିଲ୍ଲା ସବ୍-ରେଜିଷ୍ଟ୍ରାର ଏବଂ ଜଣେ ପୂର୍ବତନ…

ଖଟିଆରେ ରୋଗୀଙ୍କୁ ୧ କି.ମି. ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ବରଗଡ : ବରଗଡ ଜିଲ୍ଲା ପଦ୍ମପୁରରେ ସାମନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀଙ୍କୁ ଖଟିଆରେ ପ୍ରାୟ ୧ କି.ମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତ ଗମନାଗମନର ସୁବିଧା ହୋଇ ପାରିନାହିଁ ।  କାଂସଡା…

ଗାଁରେ ମାତିଛି ହାତୀ, ଆତଙ୍କିତ ଲୋକେ

ବଲାଙ୍ଗୀର: ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ହାତୀ ପଶି ଘରଦ୍ୱାର ଭାଙ୍ଗୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ବଲାଙ୍ଗୀର ସାଲେଭଟା ନୁନିଅପାଲି ଗାଁରେ ହାତୀ  ଆତଙ୍କ । ଚାଷୀଙ୍କ କ୍ଷେତରେ ବୁଲୁଛନ୍ତି ଦନ୍ତା ହାତୀ । ମଙ୍ଗଳବାର ଭୋରରୁ ସ୍ଥାନୀୟ କିଛି…

ମିଶନ ଶକ୍ତି ଋଣମେଳା:୧୨,୦୧୬ ଏସଏଚଜିଙ୍କୁ ୩୦୫.୭୦କୋଟି ଟଙ୍କାର ଋଣ ପ୍ରଦାନ

। ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଋଣମେଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମିଶନ ଶକ୍ତିର ନିର୍ଦ୍ଦେଶକ ତଥା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାକୁ ମୁଖ୍ୟଅତିଥିଭାବେ…