Latest Odisha News

BREAKING NEWS

Browsing Category

ସହର

City

ଚାକିରୀ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ,୫ ଅଟକ

କଳାହାଣ୍ଡି : ଚାକିରୀ ଦେବା ନାଁ ରେ ଠକେଇ । ଭବାନୀପାଟଣାର ଚୁଡିହରିପଡା ଠାରେ ଚାକିରୀ ଦେବା ବାହାନା କରି ପ୍ରାୟ ୬୦ ଜଣ ଯୁବକଙ୍କୁ ଠକିବା ଅଭିଯୋଗରେ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ଟାଉନ ଥାନା ପୋଲିସ ୫ଜଣକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ…

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ଚାଷୀ ମୃତ

ମୟୁରଭଞ୍ଜ  : ଥମୁନି ହାତୀ ଆତଙ୍କ । ବିଭିନ୍ନ ଗାଁରେ ହାତୀ ପଶି ଆତଙ୍କ ଖେଳାଇ ଚାଲିଛନ୍ତି । ଆଜି ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଭଦୁଆଷୋଳ ଗାଁରେ ଅଘଟଣ ।  ହାତୀ ଆକ୍ରମଣରେ ଭଦୁଆଷୋଳ ଗାଁର ଅର୍ଜୁନ ହାଁସଦା ନାମକ ଜଣେ ବୃଦ୍ଧ…

ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ସେ ରହୁଥିବା ସମୟରେ ଘର ମାଲିକକୁ ଭଡ଼ା ନଦେଇ ଜୋରଜବରଦସ୍ତ ରହିବା ଏବଂ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛି ଭଦ୍ରକ ସ୍ୱାଭିମାନ ମଞ୍ଚ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ…

ଗାଁରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ,ପାହାଡ ଉପରେ ଟିକା ନେଲେ ଲୋକମାନେ

କେନ୍ଦୁଝର : ନେଟୱାର୍କ ନଆସିବାରୁ ପାହାଡ ଉପରେ ଟିକା ନେଲେ ଲୋକମାନେ । କେନ୍ଦୁଝର ଯୋଡା ବ୍ଲକ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରୀ ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟ ଅଭାବରୁ ଗ୍ରାମବାସୀ ପାହଡ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି। ଚାରିଆଡେ…

ରେଡକ୍ରସ କର୍ମୀଙ୍କ ମହାନତା

ସୋନପୁର :ରେଡକ୍ରସ କର୍ମୀଙ୍କ ମହାନତା । ସୋନପୁର ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବେଶ୍ୱରୀ ପାଲି ଠାରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡ଼ ନିବାସୀ ସନ୍ତୋଷ କୁମାର ଆହତ ହୋଇ ଗୁରୁତର ହୋଇପଡ଼ିଥିଲେ । ଏହି ସମୟରେ ରେଡକ୍ରସ କାର୍ଯ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା ଅଧ୍ୟାପକ ରବିଚନ୍ଦ୍ର…

ଗାଧୁଆ ଘରୁ ଉଦ୍ଧାର ହେଲା ନାଗ

ଚାନ୍ଦବାଲି: ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନିକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘରୁ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି । ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ…

ସୁଲଗୋଡାରେ ହାତୀ ଆତଙ୍କ

କେନ୍ଦୁଝର:ସୁଲଗୋଡାରେ ହାତୀ ଆତଙ୍କ । ସୁଲଗୋଡାରେ ବ୍ୟାପକ ଫସଲ ନଷ୍ଟ କଲେ ୨୧ଟିକିଆ ହାତୀପଲ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟର ସୁକୁଗୋଡ଼ାରେ ୨୧ ଟିକିଆ ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀପଲ ନିକଟ ଜଙ୍ଗଲରୁ ବାହାରି ସୁଲୁଗୁଡା ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ…

ଚୋରାଚାଲାଣ ବେଳେ ୧୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର ଓଡିଶା ସିମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ  ପାଟ୍ରୋଲିଂ ଚାଲିଥିବା…

ଗାଁରେ ହାତୀ ଆତଙ୍କ, ଜଣେ ମୃତ

ମୋରଡା : ଦିନକୁ ଦିନ ବଢି ଚାଲିଛି ହାତୀ ଆତଙ୍କ । ଗାଁ ଭିତରେ ହାତୀ ପଶିବା ସହିତ ଘରଦ୍ୱାର ଭାଙ୍ଗି ଚାଲିଛନ୍ତି । ସେହିଭଳି ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ । ଏପରିକି ମଣିଷ ହାବୁଡରେ ପଡିଲେ ନିସ୍ତାର ନାହିଁ । କିଛି ଦିନ ହେଲା ମୋରଡା ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଛନ୍ତି ।…

ପୂଜା ବଜାରରେ ଆଡ୍ଡା ଜମାଇବେ ପପୁ ପମ୍‌ପମ୍‌, ରିଲିଜ୍ ହେବ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁର୍ଗାପୂଜା ମାହୋଲକୁ ସରଗରମ କରିବାକୁ ସଜବାଜ ହେଉଛନ୍ତି ପପୁ ପମ୍‌ପମ୍ ଓ ଅଭିନେତ୍ରୀ ମନୀଷା । ଆଉ ଦିନ କେଇଟା ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “ଗାଁର ନାଁ ଗାଲୁଆପୁର” । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ରିଲିଜ୍…