Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡ଼ିଓ] ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ !

କଟକ: କରୋନା କଟକଣାରେ ଅମାନିଆ ଲୁଟେରା । ଦିନରେ ହେଉ କି ରାତି । ଲୁଟେରାଙ୍କ ଦୌରାତ୍ମ୍ୟରେ ବିଚଳିତ ସାଧାରଣ ଜନତା । ଚାଉଳିଆଗଂଜରେ ଏକ ଚୋରି ମାମଲା ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ । ଚାଉଳିଆଗଂଜର ଦିନବନ୍ଧୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତମାସ ୨୨ତାରିଖରେ ଘରୁ…

ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ

କଟକ: ଏଣିକି ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ । ସଂପୃକ୍ତ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହାସହ ତିନିଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ସିଏମସି । ଅତ୍ୟାବଶ୍ୟକ ସାମଗ୍ରୀ…

ରୋଗୀ କରୋନା ପଜିିଟିଭ ପରେ ସାଲେପୁରରେ ଘରୋଇ ନର୍ସିଂ ହୋମ୍ ସିଲ୍

ସାଲେପୁର (କଟକ): ସାଲେପୁରରେ ଥିବା ଶ୍ରୀରାମ ନର୍ସିଂ ହୋମ୍ ସିଲ୍ । ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସିଲ୍ କରିଛି ପ୍ରଶାସନ । ଏହି ଘଟଣା ପରେ ନର୍ସିଂ ହୋମର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ…

ହ୍ୱାଟ୍ସଆପରେ ପୋଲିସରେ ଅଭିଯୋଗ କରିପାରିବେ କଟକବାସୀ

କଟକ: କରୋନା ମହାମାରୀ ବେଳେ ହ୍ୱାଟ୍ସଆପରେ ଅଭିଯୋଗ କରି ପାରିବେ କଟକ ସହରର ଲୋକ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଜାରି କରିଛନ୍ତି ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ୱର । ଏହି ନମ୍ୱରଟି ହେଲା ୮୭୬୩୦୬୮୧୬୭ । କରୋନା ବେଳେ କୌଣସି ସମସ୍ୟା କିମ୍ବା ଅସୁବଧା…

କର୍ମଚାରୀ କରୋନା ସଂକ୍ରମିତ ପରେ ନିଶ୍ଚିତକୋଇଲି ବ୍ଲକ ଅଫିସ ବନ୍ଦ

କଟକ: ତିନି ଦିନ ବନ୍ଦ ରହିବ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଫିସ । ୧୭ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ପ୍ରଶାସନ । ସୂଚନା ଦେଇଛନ୍ତି ନିଶ୍ଚିତକୋଇଲି ବିଡିଓ । ପଜିଟିଭ୍ ଚିହ୍ନଟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି ।…

କଟକ ସହରରୁ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧ ସୁସ୍ଥ

କଟକ: ଗତ ୨୪ ଘଣ୍ଟାରେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୭ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ଭିତରେ କଟକ ମହାନଗର ନିଗମ ଅଞ୍ଚଳରୁ ଅଛନ୍ତି ୩୫ ନୂଆ ପଜିଟିଭ୍ । ୩୨ଟି କ୍ୱାରେଣ୍ଟାଇରୁ ଓ ୩ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ୩୨ କ୍ୱାରେଣ୍ଟାଇନ କେସରୁ ୨୬ଜଣ ହୋମ୍ ଓ ୩ ଜଣ ସରକାରୀ…

କଟକ ଖଟବିନ୍ ସାହିର ବରି ଲେନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ସହରରେ ପୁଣି ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଖଟବିନ ସାହିର ବରି ଲେନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ । ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳର ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା ।…

ଆଜି ଦାୟିତ୍ୱ ନେବେ କଟକ ଡିସିପି ପ୍ରତୀକ ସିଂ

କଟକ: ଆଜି ଦାୟିତ୍ୱ ଗ୍ରହଣ କରିବେ କଟକର ନୂଆ ଡିସିପି ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ପୂର୍ବରୁ କନ୍ଧମାଳ ଏସପି ଥିଲେ ପ୍ରତୀକ ସିଂ । ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି । ୨୦୧୪ ବ୍ୟାଚ୍ ଆଇପିଏସ୍…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…