Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌’

ଭୁବନେଶ୍ୱର: ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ବିଜେପି ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ, କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ । କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏହାରି…

କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗିର: ହୋଲିରେ ଅଘଟଣ। ହୋଲି ଖେଳି ୨୦ ଜଣ ଯୁବକ ଅସୁସ୍ଥ। ହୋଲିରେ କିଛି ରସାୟନିକ ପଦାର୍ଥ ମିଶା ଯିବା କାରଣରୁ ଏପରି ଅଘଟଣ ଘଚିଛି। କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ହସ୍ପିଟାଲରେ ଭର୍ତ୍ତି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ସୂଚନା ଅନୁସାରେ ଅଶୋକନଗର…

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ବର: ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ଏଯାବତ୍ ବିଜେପି କେବଳ ୧୮ ସାଂସଦଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ଖୁବ୍ ଶୀଘ୍ର ଆସିପାରେ…

କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !

କଟକ: ୨୬ ବର୍ଷରେ ବିଜେଡି ବଦଳାଇଲା କଟକ ସାଂସଦ ପ୍ରାର୍ଥୀ । କଟକ ଲୋକସଭା ଦେଖିପାରେ ଭେଟେରାନ୍ ବନାମ ନବାଗତ ଲଢେଇ । ସନ୍ତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମୁକାବିଲା ହୋଇପାରେ । ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ସାଂସଦ ପ୍ରାର୍ଥୀ…

ଲୋକସଭା ନୁହଁ, ବିଧାନସଭା ଆସନରୁ ଲଢିବାକୁ ଆଗ୍ରହୀ ଅଂଶୁମାନ

ଭୁବନେଶ୍ୱର: ଗତକାଲି (ବୁଧବାର) ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି…

ଆତ୍ମ ସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ଯାଜପୁର: ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ ଘଟଣା। ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଭଦ୍ର ଦମ୍ପତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ରୋଡ଼ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର । ସୂଚନା…

ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା, ୨ ଠକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର: ମହଙ୍ଗା ପଡିଲା ଗାୟକଙ୍କୁ ନକଲି ୫୦୦ ଟଙ୍କିଆ ନୋଟ ଦେବା । ବନ୍ଧା ହେଲେ ଠକ ଅଭିଯୁକ୍ତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭଇଷା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ଭଇଷା ଗାଁର ବରୁଣ ପାନୁଆନ  ଏବଂ ଦେଓଗାଁ ଥାନା…

ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟି ବୈଠକ: ବିଭିନ୍ନ ବ୍ୟବସ୍ଥାରେ ଯାଂଚ ଓ ଚଢଉକୁ କଡାକଡି କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣନି ର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଯାଂଚ ଓ ଚଢଉ…

ବାଲେଶ୍ୱରରେ ନିଶା ବେପାରୀ ଗିରଫ: ବ୍ରାଉନସୁଗାର ଜବତ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଏକ ଅପରେସନ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ସନ୍ଦିଗ୍ଧଙ୍କ ନିକଟରୁ ୨୬୦ ଗ୍ରାମବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା। ଖବର ପାଇ ଜଳେଶ୍ୱର ଥାନାର ଏକ ଟିମ୍ ମାଲଗୋଦାମ ଛକରେ ଚଢ଼ାଉ କରି ନିଶା ଦ୍ରବ୍ୟ ଜବତ…

ସମ୍ବଲପୁର ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଉଦ୍ଦେଶ୍ୟ ସ୍ପଷ୍ଟ କଲା ପୋଲିସ

ସମ୍ବଲପୁର: ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକ ନିକଟରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ବିସ୍ଫୋରଣରେ ୩ ଜଣ ଆହତ ହେବା ସହ ଏକ ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କ୍ଷେତରାଜପୁର ସୁନାରୀପଡ଼ାର ଅଭିଳାଷ ମିଶ୍ର।…