Latest Odisha News

BREAKING NEWS

Browsing Category

ଓଡିଶା

Odisha

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ । ୮୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ (ଏନଫୋର୍ସମେଣ୍ଟ ୟୁନିଟ୍) ଚିତ୍ତରଞ୍ଜନ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନା ଅନୁସାରେ, ଜବତ କାଜଗପତ୍ର ମାମଲାରେ…

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରିଲା ଡିଜିଲକର୍, କୋରାପୁଟରେ ୨୨ ଜଣଙ୍କ ନାଁରେ ଏତଲା

ଜୟପୁର: ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗ୍ରାମୀଣ ଡାକ ସେବକ ନିଯୁକ୍ତି ଲାଗି ୨୨ ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଆଶାୟୀ ଦେଇଥିବା ଅଧିକାଂଶ ଶିକ୍ଷାଗତ…

କେରଳରେ ଫସିଛି ଗଞ୍ଜାମର ପରିବାର, ଚିକିତ୍ସା ପାଇଁ ଦରକାର ସହାୟତା

ଭୁବନେଶ୍ୱର: ଗଞ୍ଜାମ ଲାଞ୍ଜିପାଲିର ଏକ ପରିବାର କେରଳରେ ଫସିଛି । ୧୫ ଦିନ ହେଲା ପରିବାରର ମୁଖ୍ୟ ଭେଣ୍ଟିଲେଟରରେ ଥିବାବେଳେ ପାଖରେ ଆଉ ଚିକିତ୍ସା ପାଇଁ ଟଙ୍କା ନାହିଁ । କେତେବେଳେ ଚେତା ଆସୁଛି ତ ଆଉ କେବେ ନାହିଁ । ଚିକିତ୍ସାରେ ଅଗ୍ରଗତି ହେଉ ନଥିବାରୁ ବାପାଙ୍କୁ କେରଳରୁ ଓଡ଼ିଶା ଆଣିବାକୁ…

ଟିକେଟ୍ ପାଇବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦୀପାଳି, କହିଲେ ‘ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ…

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ…

ବିଧାୟକଙ୍କ କାରକୁ ଧକ୍କା ଦେଲା ହାଇଡ୍ରା: ଅଳ୍ପକେ ବର୍ତ୍ତିଲେ ସାରଦା ନାୟକ

କାମାକ୍ଷାନଗର: ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଉରକେଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ରାଉରକେଲାରୁ ରାମ ନବମୀର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଦଳୀୟ ମିଟିଂରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବିଧାୟକ ।…

ସତ୍ୟବାଦୀ ନା କଟକ- କେଉଁଠି ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ?

ଭୁବନେଶ୍ୱର: କେଉଁଠି ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ ? ସତ୍ୟବାଦୀ ବକୁଳ ବନରେ ନା କଟକରେ ? ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ପୂର୍ବରୁ ଉଠିଛି ଏମିତି ଦ୍ୱନ୍ଦ୍ୱ ।  ୨୦୧୮ ମସିହାରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ । ଆଜିଯାଏ ଏହି କାମ ବିଶେଷ…

ଝାରସୁଗୁଡା ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ହେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଜି ନଵୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକ ବସିବ । ଏହା ପୂର୍ବରୁ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦଳ…

ମହାନଦୀ ଜଳ ବିବାଦରେ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ, ସମାଧାନ ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ଗୃହରେ ଶୁକ୍ରବାର ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଜଳ ବିବାଦ ପଛରେ ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣି ଅଟକାଇବା ଦାୟୀ । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ମହାନଦୀ…

ନବ ଦାସ ହତ୍ୟାକାରୀକୁ ପାଗଳ କହିବା ପଛରେ ରହିଛି କାହାର ଇଙ୍ଗିତ -ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନବଦାସ ହତ୍ୟାକାରୀ ଗୋପାଳଙ୍କୁ ପାଗଳ କିଏ କହିଲା ? କାହିଁକି ପାଗଳ ବୋଲି କହିଲା ? ନବଙ୍କ ହତ୍ୟାର ମାତ୍ର ଘଣ୍ଟାଏ ପରେ ଏ ଷ୍ଟୋରି କିଏ ବାହାର କଲା ? ଯିଏ ବାହାର କଲା ତା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା ? ନବଦାସ ମୃତ୍ୟୁ ମାମଲାକୁ ନେଇ ଏମିତି ପ୍ରଶ୍ନ କରିଛନ୍ତି …