Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିରୋଧୀଙ୍କ ଉପରେ ରେଡକୁ ଦେଖି ଡରୁଛି କି ବିଜେଡି ?

ଭୁବନେଶ୍ୱର: ଦେଶ ହେଉ କିମ୍ବା ରାଜ୍ୟ ମହିଳା ସବୁବେଳେ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇ ଆସିଛନ୍ତି। ମହିଳାଙ୍କୁ ନେଇ ରାଜନୀତି ହେଉ କିମ୍ବା ରାଜନୀତିରେ ମହିଳା ସବୁଥିରେ ମହିଳା ହିଁ ଚର୍ଚ୍ଚାରେ। ଆଗକୁ ନିର୍ବାଚନ ଥିବାରୁ ଏବେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ଅଧିକ ସଂରକ୍ଷଣକୁ ନେଇ…

ଆଗକୁ ଆସୁଛି ଭିନ୍ନ ସ୍ୱାଦର ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’: ଅଡିଓ ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ଜୀ ସାର୍ଥକ ଫିଲ୍ମସ୍ ନୂଆ ଫିଲ୍ମ ‘ବାହାଘର ଡଟ୍ କମ୍‌’ । ନିକଟରେ ଫିଲ୍ମର ଅଡିଓ ଲୋକାର୍ପିତ ହୋଇଯାଇଛି । ଜି ସାର୍ଥକ ସର୍ବଦା ତା'ର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେଇ ଆସୁଛି । ଜଣେ ପିଲା ଅନିଛା ସତ୍ତ୍ୱେ ମାଆଙ୍କ ଶେଷ ଇଛା ପୂରଣ…

ନବ ଦାସଙ୍କୁ ହତ୍ୟା ଘଟଣାରେ ତେଜିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବିଧାନସଭା ଅଚଳ କଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଗୃହ ଚାଲି ପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବିରୋଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ଫଳରେ ଆଜି ବାରମ୍ବାର ଗୃହକୁ…

ଶ୍ରୀକ୍ଷେତ୍ର କପ କ୍ରିକେଟ ଉଦଘାଟିତ

ପୁରୀ: ବାଲିଘାଟର ଭୂଦାନ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣମେଂଟରେ ୧୬ ଟିମ ଅଂଶଗ୍ରହଣ କରୁଛନ୍ତି । ମାଆ ଜାଗେଶ୍ୱରୀ ସ୍ପୋର୍ଟିଂ ଓ କପଲ ସ୍ପୋର୍ଟିଂ ମଧ୍ୟରେ ଉଦଘାଟନୀ ମୁକାବିଲା ଆୟୋଜିତ…

ମହିଳା ଦିବସରେ ମହିଳାଙ୍କୁ ସମ୍ମାନ: ବିନା ଯୌତୁକରେ ହେଲା ଗଣ ବିବାହ

ଯାଜପୁର:  କିଏ କେମିତି ପାଳିଲେ ବିଶ୍ବ ମହିଳା ଦିବସ । ହେଲେ ଏମାନେ ପାଳିଲେ ନିଆରା ଢଙ୍ଗରେ । ନିଆରା ଢଙ୍ଗ କହିଲେ ଭୁଲ ହେବ, ନିର୍ଭୁଲ ଢଙ୍ଗରେ । ମହିଳା ଦିବସରେ  ମହିଳାଙ୍କୁ ସହାୟତାର ହାତ ବଢାଇ ସେମାନଙ୍କୁ ଦେଲେ ଉଚିତ ସମ୍ମାନ । ବିନା ଯୌତୁକରେ ଆୟାଜନ କରିଥିଲେ  ଗଣବିବାହ ।   ଯାଜପୁର…

୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ; ୪୩ ଦୋକାନ ଘର ପୋଡି ପାଉଁଶ

ପୁରୀ:  ୩୬ ଘଣ୍ଟା ପରେ ଲିଭିଲା ନିଆଁ । ହେଲେ ନିଆଁ ସିନା ଲିଭିଲା, ଉଜୁଡି ଗଲା ଅନେକ ବ୍ୟବସାୟୀଙ୍କ ଜୀବିକା । ଏହି ନିଆଁର ଗର୍ଭରେ ପୋଡି ପାଉଁଶ ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ। ଏବେ ପାଉଁଶ ସ୍ତୁପକୁ ଦେଖି ମୁଣ୍ଡ ପିଟି କାନ୍ଦୁଛନ୍ତି ବ୍ୟବସାୟୀ । ପୁରୀ…

ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବା ହିନ୍ଦୁ ପରମ୍ପରାରେ ଗ୍ରହଣୀୟ ନୁହେଁ-ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା  ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି। ବିଜେଡି ବିଧାୟିକା ବର୍ଷା  ତାଙ୍କ ଟୁଇଟକୁ…

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କେନ୍ଦ୍ର ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ଶ୍ରେଣୀ ପରୀକ୍ଷା । ପ୍ରଥମ ଦିନରେ  ରହିଛି ମାତୃଭାଷା ସାହିତ୍ୟ ପରୀକ୍ଷା  । ପ୍ରଥମ ଦିନ   ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।   ୧୦ ଟାରେ ଶେଷ ହୋଇଛି ପରୀକ୍ଷା । ଆଜି ମୋଟ୍…

ସନ୍ଦିଗ୍ଧ ପାରାକୁ ନେଇ ଆସିଲା ସାଂଘାତିକ ତଥ୍ୟ; ପାରା ସାହାଯ୍ୟରେ ଚୀନ କରୁଛି ଗୋଇନ୍ଦାଗିରି

ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ପାରା ଜରିଆରେ ଚୀନ କରୁଛି ଗୁଇନ୍ଦାଗିରି ।  ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ ଲାବରେ ପାରା ଦେହରୁ ମିଳିଥିବା ଯନ୍ତ୍ରାଂଶକୁ ପରୀକ୍ଷା ପରେ ଏପରି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ; ନବ ଝଡରେ ପୁଣି କମ୍ପିବ ଗୃହ !

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ପୁଣିଥରେ ସରକାରଙ୍କୁ ଘେରି ପାରନ୍ତି ବିରୋଧି ।  ନବ ଦାସ ହତ୍ୟା ପ୍ରସଙ୍ଗ,  ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ।  ବ୍ୟତିତ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ,…